Naveen To Meet Diplomats

0

Bhubaneswar: Chief Minister Naveen Patnaik is scheduled to meet Diplomats of 16 different countries at the National Capital on 31 August. Mr.Patnaik, who will leave on a six-day visit to New Delhi, will meet the Ambassadors and High Commissioners of Japan, South Korea, Australia, United Arab Emirates, Saudi Arabia, Bahrain, Oman, Qatar, Singapore, United Kingdom, Germany, France, Italy, Luxembourg, Belgium,...

୩୮ହଜାର କୋଟିର ପେଟ୍ରୋଲିୟମ ପ୍ରକଳ୍ପ ସମ୍ପୂର୍ଣ୍ଣ

0

ଭୁବନେଶ୍ୱର : ଓଡିଶାରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଆଧାରିତ ପ୍ରକଳ୍ପର ବିକାଶ ପାଇଁ କେନ୍ଦ୍ର ସରକାର ୬୫,୦୦୦ କୋଟି ଟଙ୍କା ନିବେଶର ଯୋଜନା କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୩୮,୦୦୦ କୋଟି ଟଙ୍କାର ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଲାଣି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ପକ୍ଷରୁ ଏହି ପୂର୍ବାଞ୍ଚଳ ରାଜ୍ୟ ସଂକ୍ରାନ୍ତରେ ପ୍ରସ୍ତୁତ ସର୍ବଶେଷ ରିପୋର୍ଟରେ ଦର୍ଶାଯାଇଛି ଯେ ଅତି କମ୍‍ରେ ୩୮,୮୬୦ କୋଟି ଟଙ୍କାର ନିବେଶ ହୋଇଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଇଣ୍ଡିଆନ ଅଏଲ, ଏଚ୍‍ପିସିଏଲ୍‍ ଏବଂ...

ସ୍ୟାଟ୍‍ ଉଚ୍ଛେଦ ପରେ ହାଇକୋର୍ଟ ଉପରେ ଚାପା

0

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତି ପଦବୀ ସୃଷ୍ଟି ନ କରି ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣକୁ କେନ୍ଦ୍ର ସରକାର ଉଚ୍ଛେଦ କରିବା ଯୋଗୁଁ ହାଇକୋର୍ଟରେ ମାମଲାର ଚାପା ଢ଼େର୍‍ ବଢ଼ି ଯାଇଛି । ଏଥିଯୋଗୁଁ ହାଇକୋର୍ଟରେ ବିଚାର ପ୍ରତୀକ୍ଷାରେ ଥିବା ହଜାର ହଜାର ସଂଖ୍ୟକ ଦେୱାନି ଓ ଫୌଜଦାରୀ ମାମଲାଗୁଡିକର ଫଏସଲା କ୍ଷେତ୍ରରେ ବିଳମ୍ବ ଘଟୁଥିବା ଘେନି ଅଭିଜ୍ଞ ଆଇନଜୀବୀମାନେ ଅଭିଯୋଗ କରୁଛନ୍ତି । ସ୍ୟାଟ୍‍ ପାଇଁ ଅଧ୍ୟକ୍ଷଙ୍କ ସମେତ ୮ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ରହିଥିଲା । ଏହି ବିଚାରପତିମାନେ ଉଭୟ...

ଜନ ଧନ ଯୋଜନାରେ ୪୬କୋଟିରୁ ଅଧିକ ହିତାଧିକାରୀ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ) ଏକ ଐତିହାସିକ ପଦକ୍ଷେପ ଏବଂ ଏହା ବିଶ୍ୱର ଅନ୍ୟତମ ସର୍ବବୃହତ୍ ଆର୍ଥିକ ସମାବେଶୀକରଣ ପ୍ରୟାସ । ୨୦୧୪ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲା ଉପରୁ ତାଙ୍କର ଭାଷଣ ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ ପିଏମଜେଡିୱାଇ ସମ୍ପର୍କରେ ଘୋଷଣା କରିଥିଲେ । ଏହା ପରେ ସେଇବର୍ଷ ଅଗଷ୍ଟ ୨୮ତାରିଖରେ ଯୋଜନାର ପ୍ରବର୍ତ୍ତନ ବା କାର୍ଯ୍ୟକାରିତା ଆରମ୍ଭ ହେଲା । ସେ ଦିନ ପ୍ରଧାନମନ୍ତ୍ରୀ ଏହାକୁ ବିଭିନ୍ନ ଶୃଙ୍ଖଳରୁ ଗରିବଙ୍କ ମୁକ୍ତିର ଏକ ଉତ୍ସବ ଭାବେ...

ସମ୍ ହସ୍ପିଟାଲ୍ ଶ୍ରେଷ୍ଠ ମେଡିକାଲ୍ କଲେଜ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶର ଶ୍ରେଷ୍ଠ ୧୨ ତମ ମେଡିକାଲ୍ କଲେଜ ଭାବେ ମାନ୍ୟତା ହାସଲ କରିଛି । ୨୦୨୨-୨୩ ବର୍ଷ ନିମନ୍ତେ ନିକଟରେ ପ୍ରକାଶିତ କ୍ୟାରିୟର୍ ୩୬୦ରାଙ୍କିଙ୍ଗ୍‌ସରେ ଏହି ସ୍ଥାନ ହାସଲ କରିଛି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ । ରାଙ୍କିଙ୍ଗ ଅନୁଯାୟୀ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ୍ କଲେଜର ସମ୍ମାନ ହାସଲ କରିଛି । ସେହିପରି ସୋଆର...

Parties On Their Toes

0

Bhubaneswar: When Saffron veteran Manmohan Samal indicated about an ‘early poll’ event, while there are nearly two years to 2024 polls, political observers in Odisha took it with a pinch of salt. However it seems the political parties are not taking any chances for an early war. After all, there's nothing wrong in getting ready now. Odisha’s major political parties...

ଛଅ ମାସରେ ୬ହଜାର ଦୁର୍ଘଟଣା

0

ଭୁବନେଶ୍ୱର : ଗତ ଛଅ ମାସ ମଧ୍ୟରେ ରାଜ୍ୟରେ ମୋଟରଯାନ ଦୁର୍ଘଟଣା ସଂଖ୍ୟା ୬ହଜାର ଟପିଯାଇଛି । ଦୁର୍ଘଟଣା ରୋକିବାପାଇଁ କର୍ତ୍ତୃପକ୍ଷଙ୍କର ସମସ୍ତ ପ୍ରୟାସ ସତ୍ୱେ ଏହି ସମୟ ମଧ୍ୟରେ ୨୮୪୯ ଜଣଙ୍କ ଜୀବନ ବି ଦୁର୍ଘଟଣାରେ ଗଲାଣି । ରାଜ୍ୟରେ ଘଟିଥିବା ମୋଟରଯାନ ଦୁର୍ଘଟଣା ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷର ପ୍ରଥମ ଛଅମାସ ଅର୍ଥାତ୍‍ ଜାନୁୟାରୀରୁ ଜୁନ୍‍ ମାସ ମଧ୍ୟରେ ରାଜ୍ୟରେ ମୋଟ୍‍ ୬୦୨୯ଟି ଦୁର୍ଘଟଣା ଘଟିଛି । ବିଶେଷକରି ଏପ୍ରିଲ୍‍ ମାସ ପରଠାରୁ ରାଜ୍ୟରେ ଦୁର୍ଘଟଣା ଉପରମୁହାଁ ହୋଇ ମାସିକ...

ଓଡିଶା ଡାଲି ଯାଉଛି କୁଆଡେ ?

0

ଭୁବନେଶ୍ୱର : ରାଜ୍ୟରେ ଡାଲି ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପନ୍ଦର ଦିନ ମଧ୍ୟରେ ହରଡ ଡାଲି କିଲୋ ପ୍ରତି ୨୦ ଟଙ୍କା ବୃଦ୍ଧି ପାଇଲାଣି । ହରଡ ସହିତ ତାଳ ଦେଇ ମୁଗ, ବୁଟ, ମସୁର ଆଦି ଡାଲର ଦର ବି ବଢୁଛି । ତେବେ ରାଜ୍ୟରେ ଡାଲିର ଆବଶ୍ୟକ ତୁଳନାରେ ଉତ୍ପାଦନ ପାଖାପାଖି ରହୁଥିବାବେଳେ ଓଡିଶାରୁ ଉତ୍ପାଦିତ ଡାଲି କୁଆଡେ ଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କଲାଣି । ସରକାରୀ ଆକଳନ ଅନୁଯାୟୀ ଆମ ରାଜ୍ୟରେ ବାର୍ଷିକ...

ସୋଆରେ କୋଡ଼ିଙ୍ଗ ହାକାଥନ୍

0

ଭୁବନେଶ୍ୱର : ଉତ୍ପାଦନ ଏବଂ ବିଭିନ୍ନ ସେବା କ୍ଷେତ୍ରରେ ପ୍ରାଥମିକ ସ୍ତରରୁ ଆର୍ଥିକ ବିକାଶକୁ ସୁଦୃଢ଼ କରିବା ନିମନ୍ତେ ଏକ ପରିବେଶ ସୃଷ୍ଟି କରିବା ନେଇ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶନିବାର ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ, ଶକ୍ତି ଓ ଏମ୍‌ଏସ୍‌ଏମ୍‌ର ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ । ବୃତିଗତ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତିଗୁଡ଼ିକର ସୁଯୋଗ ନେବା ସହ ଚାକିରୀ ପଛରେ ନ ଧାଇଁ ନିଜେ ନିଜର ଷ୍ଟାର୍ଟ...

NHRC Asks Detention ATR

0

Bhubaneswar: The National Human Rights Commission (NHRC) has sought an action taken report on the alleged detention of some students for five hours by a private school in Bhubaneswar for non-payment of outstanding fees. The Commission has asked Khordha Collector, Principal Secretary of School & Mass Education Department, and Bhubaneswar-Cuttack Police Commissioner to submit the report within four weeks. The Commission...