ହୋଟେଲ ଆଦାୟ କରିପାରିବେ ନାହିଁ ସେବା ଶୁଳ୍କ
ନୂଆଦିଲ୍ଲୀ : କୌଣସି ହୋଟେଲ କିମ୍ବା ରେସ୍ତୋରାଁ ସ୍ବତଃପ୍ରବୃତ ଭାବେ କିମ୍ବା ଭୁଲବଶତଃ ଖାଦ୍ୟ ବିଲ ଉପରେ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ କରିପାରିବେ ନାହିଁ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି । ହୋଟେଲ ଓ ରେସ୍ତୋରାଁରେ ସେବା ଶୁଳ୍କ ଲାଗୁ କରିବା ସଂକ୍ରାନ୍ତରେ ଅନୁଚିତ ବ୍ୟବସାୟିକ କାର୍ଯ୍ୟ ପଦ୍ଧତି ଏବଂ ଉପଭୋକ୍ତା ଅଧିକାର ଉଲ୍ଲଙ୍ଘନ ରୋକିବାକୁ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । କୌଣସି ଅନ୍ୟ ଶୁଳ୍କ ନାଁରେ...
ଶ୍ରେଷ୍ଠ ଷ୍ଟାର୍ଟଅପ୍ ପ୍ରଦର୍ଶନକାରୀ ତାଲିକାରେ ଓଡିଶା
ଭୁବନେଶ୍ୱର : ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସହାୟତା କରିବା କ୍ଷେତ୍ରରେ ରାଜ୍ୟମାନଙ୍କର ମାନ୍ୟତା (ରାଙ୍କିଙ୍ଗ) ପ୍ରତିଯୋଗିତାର ତୃତୀୟ ସଂସ୍କରଣ ପ୍ରକାଶ ପାଇଛି । କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଆଜି ନୂଆଦିଲ୍ଲୀ ଠାରେ ଏହି ରାଙ୍କିଙ୍ଗର ଫଳାଫଳ ଘୋଷଣା କରିଛନ୍ତି । ଏହି ରାଙ୍କିଙ୍ଗ ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କୁ ୫ଟି ବର୍ଗରେ ବିଭକ୍ତ କରାଯାଇଥିଲା । ଶ୍ରେଷ୍ଠ (ବେଷ୍ଟ) ପ୍ରଦର୍ଶକାରୀ, ଶୀର୍ଷ...
State Registers 15K Rape Cases
Bhubaneswar: State has registered over 15,000 rape cases during the period from 2019 to 2022, Minister of State (MoS) for Home, Tusharkanti Behera informed Assembly, Monday. While giving a written reply to a question asked by Congress MLA Santosh Singh Saluja, the Minister said a total of 15,713 rape cases have been registered between 2019 and 2022 in Odisha. Of the...
Export Rise In Major Sectors
New Delhi: Santosh Sarangi, Director General Foreign Trade (DGFT) is happy as the country has achieved a monthly value of merchandise export in June 2022 amounting USD 37.94 billion, an increase of 16.78% over USD 32.49 billion in June 2021. Mr.Sarangi discussed about India’s merchandise export in April -June 2022-23 with officials. While it is USD 116.77 billion with...
ଟାଟା ହାତରେ ନୀଳାଚଳ ଇସ୍ପାତ
ଭୁବନେଶ୍ୱର : ଆଜି ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି । ଏହି ଯୌଥ କମ୍ପାନୀରୁ କେନ୍ଦ୍ର ସରକାରଙ୍କର ଚାରିଟି ଓ ଓଡିଶା ସରକାରଙ୍କ ଦୁଇଟି ସରକାରୀ ଉଦ୍ୟୋଗ ଆଜି ସେମାନଙ୍କର ୯୩.୭୧% ଅଂଶଧନକୁ କ୍ରେତା ଟାଟା ଷ୍ଟିଲ ଲଂଗ୍ ପ୍ରଡକ୍ଟସ ଲିମିଟେଡକୁ ହସ୍ତାନ୍ତର କରିଛନ୍ତି । ଆଜି ଭୁବନେଶ୍ୱରରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗତ ଡିଆଇପିଏମ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ଏ ବାବଦରେ ସମ୍ପୃକ୍ତ ଟାଟା କମ୍ପାନୀ...
ବାଳିକା, ମହିଳା ଅଧିକ ନିଖୋଜ
ଭୁବନେଶ୍ୱର : ରାଜ୍ୟରେ ଯେତିକି ସଂଖ୍ୟାରେ ବାଳକ ନିଖୋଜ ହେଉଛନ୍ତି ତାହାର ପ୍ରାୟ ୫ଗୁଣା ବାଳିକା ଓ ପ୍ରାୟ ୨୦ଗୁଣ ମହିଳା ନିଖୋଜ ହେଉଛନ୍ତି । ରାଜ୍ୟ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ ଦେଇଥିବା ଉତ୍ତରରୁ ଏହା ଜଣାଯାଇଛି । ବିଜେଡି ବିଦାୟକ ପ୍ରଫୁଲ ସାମଲ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା ଦର୍ଶାଇଛନ୍ତି ଯେ ୨୦୧୯ ମସିହାରେ ରାଜ୍ୟୋର ୫୩୮ଜଣ ବାଳକ ନିଖୋଜ ହୋଇଥିବାବେଳେ ୨୬୯୩ ଜଣ ବାଳିକା ଓ ୯୬୮୭ଜଣ ମହିଳା ନିଖୋଜ ହୋଇଥିଲେ ।...
ଛାତ୍ରୀ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି
ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାର ତଦନ୍ତ ଭାର ସିବିଆଇକୁ ଦେବାପାଇଁ ଆଜି ବିଧାନସଭାରେ ଉୟଭ ବିଜେପି ଓ କଂଗ୍ରେସ ଦାବି କରିଥିବାବେଳେ ଏହି ପ୍ରସଙ୍ଗରେ ଦୁଇ ଦଳର ହଟଗୋଳ ଯୋଗୁଁ ପ୍ରଶ୍ନକାଳ ହୋଇପାରି ନଥିଲା । ତେବେ ଏହା ଉପରେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତ୍ତି ରଖିବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ଉଭୟ ବିଜେପି ଓ କଂଗ୍ରେସର ସଦ୍ୟମାନେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଆଲୋଚନା...
ପ୍ରତି ମହିଳା ଏସ୍ଏଚଜିକୁ ୪ ଲକ୍ଷ ଋଣ
ଭୁବନେଶ୍ୱର : ପ୍ରତ୍ୟେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି (ଏସଏଚଜି)କୁ ୨୦୨୨-୨୩ ଆର୍ଥିକ ବର୍ଷରେ ୪ଲକ୍ଷ ଟଙ୍କା କରି ଋଣ ଦେବାପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଗତ ଆର୍ଥିକ ବର୍ଷରେ ଏହା ହାରାହାରି ୨.୨୦ ଲକ୍ଷ ଟଙ୍କା ଥିଲା । ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ରାଜ୍ୟ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ଆଧାରରେ ଯୋଜନା ପ୍ରସ୍ତୁତ ପାଇଁ ବ୍ୟାଙ୍କ୍ଗୁଡିକୁ କହିଛନ୍ତି । ନିକଟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଶ୍ରୀ ଦେବ ଏସଏଚ୍ଜିଗୁଡିକୁ...
ଧାନ ଉତ୍ପାଦନ କମିବା ଆଶଙ୍କା
ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ଧାନ ଉତ୍ପାଦନ ହ୍ରାସ ହୋଇପାରେ । ଉନ୍ନତମାନର ବିହନ ବିକ୍ରିରେ ମାନ୍ଦାବସ୍ଥା ଯୋଗୁଁ ଏଭଳି ଆଶଙ୍କା ପ୍ରକାଶ କରାଯାଉଛି । ରାଜ୍ୟ ବିହନ ନିଗମ ପ୍ରତିବର୍ଷ ଚାଷୀମାନଙ୍କୁ ଉନ୍ନତମାନର ଧାନ ବିହନ ଯୋଗାଇଥାଏ । ପୂର୍ବରୁ ଚାଷୀମାନଙ୍କୁ ସବସିଡ୍ଯୁକ୍ତ ଧାନ ବିହନ କମ୍ ଦାମରେ ମିଳୁଥିବାବେଳେ ଚଳିତବର୍ଷ କିନ୍ତୁ କର୍ତ୍ତୃପକ୍ଷ ବ୍ୟବସ୍ଥାରେ ପରିବର୍ତ୍ତନ କରି ପ୍ରଥମେ ପୂର୍ଣ୍ଣ ଅର୍ଥ ଦେଇ ନେବାକୁ କହିଛନ୍ତି । ଚାଷୀ ପ୍ରଥମେ ବିହନର ପୂରା ଦାମ୍ ଦେବ ଓ ପରେ ସବସିଡ୍...
State Targets 4Lac Credit Per SHG
Bhubaneswar: With an aim to transform Women Self Help Groups (SHGs) into enterprises, the State Government has set a target to enhance the credit flow to Rs 4 lakh per SHG. Under the 5T mandate of Mission Shakti, the Government has targeted to increase the loan size to Rs 4 lakh per SHG by the end of Financial Year 2022-23....










