ବଢିଲା ଗୃହ ନିର୍ମାଣ ଋଣ  ସହାୟତା

0

ଭୁବନେଶ୍ୱର : ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ ହାର ପରିମାଣ  ମଧ୍ୟ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମଚାରୀ ମାନଙ୍କୁ ଦିଆଯିବ। ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି ଏବଂ ଏଥିରେ...

Look Out For Liu

0

Bhubaneswar: On the request of Economic Offences Wing (EOW) of Odisha Crime Branch, the Bureau of Immigration (BOI) has issued a look out circular against a Chinese national Liu Yi, the main accused in a fake mobile loan app scam. A Look Out circular is generally issued to alert immigration check posts at airports/seaports etc. to alert law enforcement agencies if...

ରତ୍ନ ଭଣ୍ଡାରରେ କେତେ ସମ୍ପତ୍ତି

0

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶ ଅବସରରେ ମହଣ ମହଣ ସୁନା ଅଳଙ୍କାର ପିନ୍ଧା ଯାଇଥିବା ଘେନି ଗଣମାଧ୍ୟମରେ ବ୍ୟାପକ ପ୍ରଚାର ହୋଇଥିବା ବେଳେ ବାସ୍ତବରେ ଶ୍ରୀମନ୍ଦିରରେ କେତେ ମହଣ ସୁନା ଅଳଙ୍କାର ରହିଛି ସେଥିଘେନି ଭକ୍ତ ମହଲରୁ ଏବେ ବି ସନ୍ଦେହ ଦୂରୀଭୂତ ହେଉନାହିଁ । ସରକାରୀ ତଥ୍ୟ ମୁତାବକ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଉପଲବ୍ଧ ହିସାବ ଅନୁଯାୟୀ ପରିଚାଳନା କମିଟିଙ୍କ ଦ୍ୱାରା ୧୯୭୮ ମସିହା ମଇ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ମଧ୍ୟରେ ଶ୍ରୀମନ୍ଦିରର ଉଭୟ ଭିତର...

ଭୁବନେଶ୍ୱରରେ ୧୮୬୦ ଏକର ଜବରଦଖଲ

0

ଭୁବନେଶ୍ୱର : ରାଜଧାନୀରେ ୧୮୬୦ ଏକର ଜମି ଏବେ ଜବରଦଖଲରେ । ଏହାକୁ ମୁକୁଳାଇବାପାଇଁ ଏକାଧିକ ମାମଲା ରୁଜୁ ହୋଇଥିଲେ ମଧ୍ୟ ତାହା ସହଜରେ ସରକାରୀ ଖାତାକୁ ଫେରୁନାହିଁ । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ସହରରେ ସାଧାରଣ ପ୍ରଶାସନ ବିଭାଗର ୨୪,୯୯୦ ଏକର ଜମି ରହିଛି । ଏହା ଭିତରୁ ପାଖାପାଖି ୧୮୬୦ ଏକର ଏବେ ଜବରଦଖଲରେ । ରାଜଧାନୀର ପ୍ରାୟ ସବୁ ଅଞ୍ଚଳରେ ସରକାରୀ ଜମି ଜବରଦଖଲ ହୋଇଛି । ତେବେ ଏହି ଜବରଦଖଲ ଜମିକୁ ମୁକୁଳାଇବାପାଇଁ ରାଜ୍ୟ...

୪୫୬୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ

ଭୁବନେଶ୍ୱର : ମାଛଚାଷରେ ବିବିଧିକରଣ କରି ବିଭିନ୍ନ ପ୍ରଜାତିର ମାଛଚାଷ ସହିତ ସର୍ବୋତ୍ତମ ପରିଚାଳନା ବ୍ୟବସ୍ଥାକୁ ଆପଣାଇ ମାଛ ଉତ୍ପାଦନ ବୃଦ୍ଧି ଓ ରପ୍ତାନୀ ସହିତ ପରିବେଶ ଅନୁକୂଳ ଓ ପୋଷଣୀୟ ମାଛଚାଷ ଉପରେ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି କୃଷି ଭବନଠାରେ ଭାରତ ସରକାରଙ୍କ ସାମୁଦି୍ରକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ସୁବର୍ଣ୍ଣ ଜୟନ୍ତୀ ଏବଂ ରାଜୀବ...

ଏକାଦଶାହରେ ଅଶୋକଙ୍କୁ ଶ୍ରଦ୍ଧାଞ୍ଜଳୀ

0

ଭୂବନେଶ୍ୱର : ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କର ଦକ୍ଷତା କାର୍ଯ୍ୟ କରିବାର ଶୈଳୀ ଓ ତାଙ୍କର ଭାଇଚାରା ସାମ୍ବାଦିକ ମାନଙ୍କ ପାଇଁ ଅନୁକରଣନୀୟ ହୋଇ ରହିବ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ କହିଛନ୍ତି । ସ୍ୱର୍ଗତ ପଣ୍ଡାଙ୍କର ଏକାଦଶାହ ଅବସରରେ ସମୟ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ଏହା ପ୍ରକାଶ କରିଛନ୍ତି । ଏ ଅବସରରେ ଅଶୋକଙ୍କ ସ୍ମୃତିଚାରଣ କରି ସମୟ ପରିଚାଳନା ସମିତିର ଅଧ୍ୟକ୍ଷ ଚିରଞ୍ଜିବ ବିଶ୍ୱାଳ ଅଶୋକଙ୍କୁ ଜଣେ ଦକ୍ଷ, ଦୃଢମନା ଓ ନିଷ୍ଠାପର ଫଟୋ...

Adhar Pana For Trinity

0

Puri: A day after the sibling deities of Shree Jagannath Temple dazzled in their golden attire on the occasion of Suna Besha, they were offered a special holy drink called ‘Adhara Pana’ on their respective gigantic chariots on Monday. After performing the daily ‘nitis’ of the deities, the Trinity were adorned with new clothes for ‘Sahana Mela’. Nine large barrel-shaped pitchers,...

Wait For 2739 Cr GST Compensation

0

Bhubaneswar: The State Government is yet to receive over Rs 2739 crore as part of GST compensation from the Government of India. According to a statement given by State Finance Minister Niranjan Pujari in the Odisha Legislative Assembly, the Centre is yet to release GST companion of Rs 1167.50 crore due for the financial year 2021-22 and Rs 1571.83 crore...

FoodPro On 21 July

Bhubaneswar: To support the food processing ecosystem in the state, MSME Department in collaboration with Department of Agriculture and Farmers' Empowerment is going to organise Odisha FoodPro 2022 on July 21, 2022. The event will be a unique gathering of investors, manufacturers, producers, food processors, startups, policy makers, and organizations from the Indian food ecosystem.     Aim of the event is...

Rail Link For Coal Mine

0

New Delhi: The first stretch of the Mahanadi Coal Railway Ltd (MCRL), being set up to transport coal from Talcher Coalfields, is expected to be functional in 2022, and ensure faster movement of coal rakes to Paradip and Damra ports, decongest the rail network, and reduce the transportation cost considerably. To ensure efficient coal evacuation, construction of rail lines started...