Odisha Exports 4560 Cr Seafood
Bhubaneswar: Odisha, which is 4th largest State in aquaculture production in the country, has exported seafoods worth Rs 4560 crore during last financial year. This was informed by Fisheries & Animal Resources Development Ranendra Pratap Swain while speaking at a seminar on “Diversified Aquaculture with Special Focus to GIFT” here at Krushi Bhawan on Monday. Marine Product Export Development Authority (MPEDA)...
କୋଭିଡ ପାଇଁ ଏକ୍ସପ୍ରେସ ଟ୍ରେନ ବାତିଲ
ଭୁବନେଶ୍ୱର : କୋଭିଡ଼୧୯ କଟକଣା ପରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଟ୍ରେନ୍ ସେବାରେ ସମନ୍ୱୟକୁ ଦୃଷ୍ଟିରେ ରଖିପୂର୍ବତଟ ରେଳପଥ ପକ୍ଷରୁ ସାମୟିକ ଏକ୍ସପ୍ରେସ ସଂରକ୍ଷିତ ବିଶେଷ ଏକ୍ସପ୍ରେସ ଟ୍ରେନ୍ ବିଶାଖାପାଟନମରୁ ରାୟଗଡା, ପଲାସା ଏବଂ କିରାଣ୍ଡୁଲ କୁ ତିନି ଯୋଡ଼ା ଟ୍ରେନ ଚଳାଚଳ କରାଯାଉଥିଲା । ପରିସ୍ଥିତିର ସମୀକ୍ଷା କରିବା ପରେ ଉପରୋକ୍ତ ସାମୟିକ ଏକ୍ସପ୍ରେସ ଟ୍ରେନ୍ ଗୁଡିକୁ ଅପସାରଣ କରାଯାଇ ପାସେଞ୍ଜର ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । 08504/08503 ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍ 15 ଜୁଲାଇ 2022...
ଜାତୀୟ ପ୍ରତୀକ ଉନ୍ମୋଚନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ସକାଳେ ନୂତନ ସଂସଦ ଭବନ ଛାତ ଉପରେ ପ୍ରତିଷ୍ଠା କରାଯାଇଥିବା ଜାତୀୟ ପ୍ରତୀକକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ନୂଆ ସଂସଦ ଭବନ କାମରେ ନିୟୋଜିତ ଥିବା ଶ୍ରମଜୀବୀଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ମତବିନିମୟ କରିଥିଲେ । ‘‘ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମଜୀବୀଙ୍କ ସହିତ ମୋର ଏକ ଭଲ ଆଲୋଚନା ହେଲା । ସେମାନଙ୍କ ପ୍ରୟାସକୁ ନେଇ ଆମେ ଗର୍ବିତ ଏବଂ ଆମ ଦେଶ ପ୍ରତି ସେମାନଙ୍କର ଯୋଗଦାନ ସବୁବେଳେ ସ୍ମରଣୀୟ...
ନୀତି ଆୟୋଗର ନୂଆ ସିଇଓ
ନୂଆଦିଲ୍ଲୀ : ୧୯୮୧ ବ୍ୟାଚ୍ ଆଇଏଏସ୍ ଅପିସର ପରମେଶ୍ୱରନ ଆୟାର ନୀତି ଆୟୋଗର ନୂଆ ସିଇଓ ଭାବେ ଯୋଗ ଦେଇଛନ୍ତି । ଆୟୋଗ ପକ୍ଷରୁ ଶ୍ରୀ ଆୟାରଙ୍କୁ ସ୍ୱାଗତ କରାଯାଇଛି । ଜଳ ଏବଂ ସ୍ୱଚ୍ଛତା କ୍ଷେତ୍ରରେ ୨୫ ବର୍ଷରୁ ଅଧିକ ସମୟର ଅନୁଭବ ସହିତ, ଶ୍ରୀ ଆୟାର ଭାରତର ପ୍ରମୁଖ ୨୦ ଡଲାର ବିଲିୟନ୍ର ସ୍ୱଚ୍ଛ ଭାରତ ମିଶନର କାର୍ଯ୍ୟାନ୍ୱୟନର ନେତୃତ୍ୱ ନେଇଥିଲେ, ଯେଉଁଥିରେ ସେ ସଫଳତାପୂର୍ବକ ୫୫୦ ମିଲିୟନ୍ ଲୋକ ମାନଙ୍କୁ ସୁରକ୍ଷିତ ସ୍ୱଚ୍ଛତା ପ୍ରଦାନ କରିଛନ୍ତି । “ପୁଣି ଥରେ ଦେଶର...
Debt 1.12 L Cr By FY End
Bhubaneswar: State Government has estimated that total debt stock by 31 March 2023 will be Rs.1, 12,401 Crore, which was Rs.1,00,813 as on 31 March, 2022. While total outstanding public debt of the State will raise but future debt stock outlook of the State looks to be within the sustainable level. And in Medium Term, the total debt to State’s Gross...
Crap Breeding In 1957!
Bhubaneswar: Speakers at National Fish Farmer’s Day Celebrations remembered Odisha’s contribution, where breeding of major craps was done way back in 1957! National Fish Farmers’ Day is celebrated on 10 July every year to demonstrate solidarity with all fisher folk, fish farmers and concerned stakeholders throughout the country. Every year, this annual event is celebrated to commemorate Professor Dr. Hiralal Chaudhury...
୧.୧୨ ଲକ୍ଷ କୋଟି ଟପିବ ଋଣ ଭାର
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ଏକ ଲକ୍ଷ ୧୨ହଜାର କୋଟି ଟଙ୍କାକୁ ଟପିଯିବ । କାରଣ ଚଳିତବର୍ଷ ସରକାର ପାଖାପାଖି ୧୧ହଜାର କୋଟି ଟଙ୍କା ଋଣ କରିବାକୁ ଯୋଜନା କରିଥିବା ଜଣାଯାଇଛି । ଚଳିତ ଆର୍ଥିକ ବର୍ଷ ପ୍ରାରମ୍ଭରେ ଏହି ଋଣ ଭାର ଏକ ଲକ୍ଷ କୋଟିରୁ ସାମାନ୍ୟ ଅଧିକ ଥିବାବେଳେ ଆଗାମୀ ମାର୍ଚ୍ଚ ୩୧, ୨୦୨୩ ବେଳକୁ ଏହା ୧,୧୨,୪୦୧କୋଟି ଟଙ୍କା ହୋଇଯିବ ବୋଲି ଆକଳନ କରାଯାଇଛି । ରାଜ୍ୟ ସରକାର ଯେତିକି ଋଣ...
ଓରିଶାରୁ ଓଡ଼ିଶା କେବେ?
ଭୁବନେଶ୍ୱର : ସଂସଦରେ ସମ୍ବିଧାନ ସଂଶୋଧନ ବିଲ୍ ମାଧ୍ୟମରେ ଆମ ରାଜ୍ୟର ନାମ ଇଂରାଜୀରେ ଓରିଶା ଓ ହିନ୍ଦୀରେ ଉଡିଶାରୁ ଓଡ଼ିଶାକୁ ପରିବର୍ତ୍ତନ ହେବା ସହ ଆମ ଭାଷାର ନାମ ବି ଇଂରାଜୀରେ ଓରିଆରୁ ଓଡ଼ିଆକୁ ସଂଶୋଧିତ ହୋଇଛି । ଇତିମଧ୍ୟରେ ୧୦ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି କଟକରେ ଥିବା ଓଡ଼ିଶାର ହାଇକୋର୍ଟ ନାମ ଆଜିର ଦିନରେ ବି ହାଇକୋର୍ଟ ଅଫ୍ ଓରିଶା ରହିଛି । ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ସୁପ୍ରିମକୋର୍ଟ ଓ ରାଜ୍ୟ ହାଇକୋର୍ଟ ଏ...
ସୁନା ବେଶରେ ତିନି ଠାକୁର
ପୁରୀ: ପ୍ରବଳ ଗୁଳୁଗୁଳିକୁ ଖାତିର ନକରି ଲକ୍ଷ ଲକ୍ଷ ଭକ୍ତ ରବିବାର ସନ୍ଧ୍ୟାରେ ନିଜ ନିଜ ରଥରେ ତିନି ଠାକୁରଙ୍କ ସୁନା ବେଶ ଦେଖିବା ପାଇଁ ପୁରୀରେ ଭିଡ଼ ଜମାଇଛନ୍ତି । ପ୍ରାୟ ୨୦୦ କିଲୋଗ୍ରାମର ସୁନା ଅଳଙ୍କାରଗୁଡିକ ମନ୍ଦିର ଭଣ୍ଡାରରୁ ରଥକୁ ଅପରାହ୍ନ ପ୍ରାୟ ୪ ଟା ସମୟରେ କଡ଼ା ସୁରକ୍ଷା ମଧ୍ୟରେ ସେବାୟତମାନେ ଆଣିଥିଲେ । ରଥ ଉପରେ ବଡଠାକୁର ବଳଭଦ୍ର, କାଳିଆ ଠାକୁର ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତିଗୁଡ଼ିକୁ ସଜାଇବା ପାଇଁ ସ୍ୱତନ୍ତ୍ର ସେବାୟତମାନଙ୍କ ପାଇଁ ପ୍ରାୟ ଦୁଇ ଘଣ୍ଟା...
Trinity On Gold Cover
Puri: Beating humidity, lakhs of devotees thronged to the pilgrim town Puri to witness the majestic Suna Besha of the Trinity on their respective chariots on Sunday evening. Gold ornaments weighing around 200 kg were brought from the temple treasury to the chariots by servitors amid tight security at around 4 pm. It took almost two hours for the special servitors...










