ଜଗା ଦର୍ଶନ ପାଇଁ ଟିକା ସାର୍ଟିଫିକେଟ ଦରକାର ନାହିଁ
ପୁରୀ: ଚଳିତ ଫେବୃଆରୀ ୨୧ ତାରିଖରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆଉ ଡବଲ୍ ଡୋଜ୍ ଟୀକାକରଣ ପ୍ରମାଣପତ୍ର କିମ୍ବା କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ୍ ଆବଶ୍ୟକ ନାହିଁ । ରାଜ୍ୟରେ କୋଭିଡ୍ -୧୯ ସ୍ଥିତିରେ ଉନ୍ନତି ଏବଂ ଅଧିକାଂଶ ଲୋକେ ଡବଲ୍ ଡୋଜ ଟୀକା ନେଇଥିବାକୁ ଦୃଷ୍ଟିରେ ରଖି ଛତିଶା ନିଜୋଗ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସୂଚନା ଦେଇଛନ୍ତି । ତେବେ ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା ସମସ୍ତ ଭକ୍ତଙ୍କୁ କୋଭିଡ...
No Jab Cert For Darshan
Puri: From 21 February, the double dose vaccination certificate or Covid negative certificate is no longer required to have darshan of Trinity at the Shree Jagannath Temple here. Keeping in mind the improved in Covid-19 situation in the State and double dose vaccination of a majority of population, the above decision was taken at the Chatisa Nijog meeting, informed...
GST Fraud Racket Busted
Bhubaneswar: The Odisha State CT & GST Enforcement Squad comprising 10 officers, raided the fly ash manufacturing unit and residence of proprietor of Maa Salara Fly Ash Bricks, Cuttack today and detected a GST fraud involving claiming of erroneous refund of Rs.4.38 crore. The refund has been claimed under inverted duty structure. It is claimed that huge amounts of ITC...
ଆନ୍ତର୍ଜାତିକ ମାକ୍ସିଲୋଫେସିଆଲ୍ ସର୍ଜନ୍ ଦିବସ ପାଳିତ
ଭୁବନେଶ୍ୱର : ଭାରତର ପ୍ରଥମ ମାକ୍ସିଲୋଫେସିଆଲ୍ ସର୍ଜନ୍ ଡାକ୍ତର ମିନୁ ସୋରାବ୍ଜୀ ଗିନ୍ୱାଲାଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ବିଭିନ୍ନ ଅନୁଷ୍ଠାନର ଓରାଲ୍ ଓ ମାକ୍ସିଲୋଫେସିଆଲ୍ ସର୍ଜନ୍ମାନେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ ଓ ସମ୍ ହସ୍ପିଟାଲ୍ରେ ଏକତ୍ରିତ ହୋଇ ଏହି ଅସ୍ତ୍ରୋପଚାରର ବିଶେଷତ୍ୱ ସମ୍ପର୍କରେ ଆଲୋଚନା କରି ସଚେତନତା ସୃଷ୍ଟି କରିଥିଲେ । ଓରାଲ୍ ଓ ମାକ୍ସିଲୋଫେସିଆଲ୍ ସର୍ଜନ୍ସ ଅଫ୍ ଇଣ୍ଡିଆର ଓଡ଼ିଶା ଶାଖାର ସଦସ୍ୟମାନେ ପ୍ରତ୍ୟେକ ବର୍ଷ ଫେବୃଆରୀ ୧୩ ତାରିଖରେ ଡାକ୍ତର ଗିନ୍ୱାଲାଙ୍କ ଜନ୍ମ ଦିନକୁ ପାଳନ କରିବା ସହ ଏହି...
କୋଭିଡ କଟକଣାରେ ହେବ ଭୋଟଗ୍ରହଣ ଓ ମତଗଣନା
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଓ ମତଗଣନା କାର୍ଯ୍ୟ କୋଭିଡ୍-୧୯ ନିୟମାବଳୀର କଡ଼ାକଡ଼ି ଅନୁପାଳନ ସହ ହେବ । ମତଦାନର ପୂର୍ବଦିନ ନିର୍ଦ୍ଧାରିତମତଦାନ କେନ୍ଦ୍ରକୁ ଭଲ ଭାବେ ବିଶୋଧନ କରାଯିବ ଓ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀମାନେ ଦ୍ୱିତୀୟ ପାନ କୋଭିଡ୍ ଟିକା ନେଇଥିବେ । ମତଦାନ କେନ୍ଦ୍ରରେ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ ହେବ । ଭୋଟଗ୍ରହଣ ଦିନ ଭୋଟରମାନଙ୍କ ପାଇଁ ପ୍ରବେଶ ଦ୍ୱାର...
Guidelines For Vote Validation
Bhubaneswar: In an aim to clear the confusion related to cross voting, the State Election Commission (SEC) has issued detailed guidelines for the validation of votes polled during the upcoming Panchayat elections. The SEC's clarification comes in the wake of several queries received by the Commission regarding the validity of the Ballot Paper when a voter has recorded his vote...
Fake Doc Dupes 14 Women
Bhubaneswar: On the occasion of Valentine Day, Commissionerate Police have arrested a fraudster on charges of duping 14 women of crores of rupees after marrying them by posing as a senior medical officer. The accused has been identified as Ramesh Chandra Swain (54) alia Bidhu Prakash Swain alias Dr Ramani Ranjan Swain of Bhagabanpur in Kendrapara district. Giving details of the...
୪୦ଦିନ ପରେ ହଜାରେ ତଳେ କରୋନା
ଭୁବନେଶ୍ୱର : ଦୀର୍ଘ ୪୦ ଦିନ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହଜାରେ ତଳକୁ ଖସିଛି । ଜାନୁୟାରୀ ୪ ତାରିଖରେ ରାଜ୍ୟରେ ୬୮୦ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ପରଠାରୁ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢିଥିଲା । ଜାନୁୟାରୀ ୧୯ ତାରିଖରେ ସର୍ବାଧିକ ୧୧,୬୦୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ପରଠାରୁ ସଂକ୍ରମଣ ହାର ହ୍ରାସ ପାଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୫୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ...
ମାଳମାଳ ସମସ୍ୟାରେ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର : ରମା ଦେବୀ ମହିଳା ସ୍ୱୟଂଶାସିତ କଲେଜକୁ ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବାର ପ୍ରାୟ ୭ବର୍ଷ ସମୟ ଅତିକ୍ରାନ୍ତ କରିବାକୁ ଯାଉଥିଲେ ମଧ୍ୟ ଏଯାବତ୍ ଏହି ବିଶ୍ୱବିଦ୍ୟାଳୟର ସଂପ୍ରସାରିତ ଦ୍ୱିତୀୟ କ୍ୟାମ୍ପସ ପାଇଁ ରାଜଧାନୀରେ ଜାଗା ଚିହ୍ନଟ ହୋଇପାରି ନାହିଁ । ଏହାଛଡା ପ୍ରାୟ ୧୦ବର୍ଷ ତଳେ ଏହି ଶିକ୍ଷାନୁଷ୍ଠାନ ସମ୍ମୁଖରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ଲାଗି ମନ୍ତ୍ରୀ, ମେୟର, ବିଧାୟକ ଓ କର୍ପୋରେଟର ଆଦିଙ୍କ ଦ୍ୱାରା ଜାକଜମକରେ ଶିଳାନ୍ୟାସ କରାଯାଇଥିଲେ ବି ଏଯାବତ ଏହି କାମ ଆରମ୍ଭ...
e-Receipt Scripts Success
Bhubaneswar: With a full-fledged electronic receipt (e-Receipt) of the Integrated Financial Management System (IFMS) in operation, at least 95 percent of the State Government’s receipt is made through this digital system is scripting success. e-Receipt of IFMS provides a platform to the citizens and the taxpayers to deposit State Government dues and taxes online mode without physically visiting any Government...










