Land For NCDC
Bhubaneswar: The State Government on Thursday handed over 3.125 acres of land for establishment of a branch of National Centre for Disease Control (NCDC) here at Andharua, in the outskirt of Bhubaneswar. Khurda chief district medical officer has handed over the land to Atul Goel, DGHS & Director NCDC here at Sub Registrar’s Office in presence of Health and Family...
ECI Develops RVM
New Delhi: Migration based disenfranchisement is indeed not an option in the age of technological advancement. The voter turnout in General Elections 2019 was 67.4 % and the Election Commission of India is concerned about the issue of over 30 Crore electors not exercising their franchise and also differential voter turnout in various States/UTs.It is understood that there are...
Award For SOA Chief
Bhubaneswar: Four days after its 68th Convocation, the Indian Institute of Technology, Kharagpur, conferred its prestigious Distinguished Alumnus Award on Prof. (Dr.) Manojranjan Nayak, Founder-President of Siksha ‘O’ Anusandhan (SOA) here on Wednesday. Prof. (Dr.) Nayak was to be conferred with the award at IIT, Kharagpur’s Convocation held on December 24 but he could not be personally present to receive...
5G by 26 Jan in Odisha
Bhubaneswar: Union Minister Ashwini Vaishnaw on Thursday said that 5G internet services will be launched in Odisha before January 26 next year. Shri Vaishnaw was addressing a programme organised to lay the foundation stone for the redevelopment of Bhubaneswar railway station here. Earlier, Odisha was neglected in the telecom sector. But, now, the Modi government has allocated Rs 5,600 crore for...
ବିଜେପିକୁ ସର୍ବାଧିକ ନିର୍ବାଚନୀ ଚାନ୍ଦା
ଭୁବନେଶ୍ୱର : ନିର୍ବାଚନୀ ଟ୍ରଷ୍ଟ ବଣ୍ଡ୍ ମାଧ୍ୟମରେ ୨୦୨୧-୨୨ ଆର୍ଥିକ ବର୍ଷରେ ବିଜେପିକୁ ସର୍ବାଧିକ ୩୫୧କୋଟି ୫୦ଲକ୍ଷ ଟଙ୍କାର ଚାନ୍ଦା ମିଳିଛି । ସମସ୍ତ ରାଜନୈତିକ ଦଳ ଏହି ଟ୍ରଷ୍ଟ ବଣ୍ଡ୍ ମାଧ୍ୟମରେ ଯେତେ ଚାନ୍ଦା ପାଇଛନ୍ତି ଏହା ତାହାର ୭୨.୧୭ ପ୍ରତିଶତ । ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ବିଜେପିକୁ ୨୦୯ କୋଟି ଟଙ୍କାର ଚାନ୍ଦା ଦେଇଥିବାବେଳେ ଗତ ଆର୍ଥିକ ବର୍ଷରେ ଏହି ଟ୍ରଷ୍ଟ ବିଜେପିକୁ ଦେଇଛି ୩୩୬କୋଟି ୫୦ଲକ୍ଷ ଟଙ୍କା । ଏ ବି ଜେନେରାଲ ଇଲକ୍ଟୋରାଲ ଟ୍ରଷ୍ଟ...
ବିଚାରପତି ଅଭାବ ଯୋଗୁଁ ମାମଲା ଗଡୁଛି
ଭୁବନେଶ୍ୱର : ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଓଡିଶା ହାଇକୋର୍ଟରେ ଢେର ଅଧିକ ମାମଲା ଫଏସଲା ହୋଇଥିଲେ ମଧ୍ୟ ଖାଲି ପଡିଥିବା ବିଚାରପତି ପଦବୀ ପୂରଣ ନହେବା ଏବଂ ମାମଲା ସଂଖ୍ୟାକୁ ଆଖିଆଗରେ ରଖି ଅଧିକ ସଂଖ୍ୟାରେ ନୂଆ ବିଚାରପତି ପଦବୀ ସୃଷ୍ଟି କରାନଯିବା ଫଳରେ ବହୁ ପୁରୁଣା ମାମଲା ବର୍ଷ ବର୍ଷ ଧରି ଗଡୁଛି । ଓଡିଶା ହାଇକୋର୍ଟରେ ଏବେ ୨୨ଜଣ ବିଚାରପତି କାର୍ଯ୍ୟ କରୁଥିବାବେଳେ ଅନ୍ୟୁନ ୬ଟି ପଦବୀ ଖାଲି ପଡିଛି । ଏବେ ଓଡିଶା ହାଇକୋର୍ଟରେ ଏକ ଲକ୍ଷ...
ବିଦେଶୀ ଭାଷା ଶିକ୍ଷା ବନ୍ଦ
ଭୁବନେଶ୍ୱର : ଓଡିଶାରେ ପୁଞ୍ଜି ନିବେଶ ଲାଗି ବିଦେଶୀ କମ୍ପାନୀମାନେ ଆଗ୍ରହ ପ୍ରକାଶ କରୁଥିବାବେଳେ ରାଜ୍ୟରେ ଥିବା ବିଦେଶୀ ଭାଷା ଶିକ୍ଷା ବ୍ୟବସ୍ଥା ବନ୍ଦହୋଇ ଯାଇଛି । ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ)ରେ ଥିବା ଏହି ଭାଷା ଶିକ୍ଷା କେନ୍ଦ୍ରଟି ପ୍ରାୟ ଚାରି ବର୍ଷ ତଳୁ ବନ୍ଦ ହୋଇଯାଇଥିବା ଜଣାଯାଇଛି । ଓଡିଶାର ଛାତ୍ରଛାତ୍ରୀ ଓ ଅନ୍ୟ ଆଗ୍ରହୀମାନଙ୍କୁ ଫ୍ରେଞ୍ଚ ଓ ଜାପାନୀଜ୍ ଭଳି ଭାଷା ତାଲିମ ଦେବାପାଇଁ ଓକାକ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ତାଲିମ...
ଦୁର୍ବଳ ସଂଗଠନକୁ ସଜାଡିବାପାଇଁ ନଡ୍ଡାଙ୍କ ଗସ୍ତ
ଭୁବନେଶ୍ୱର : ନିର୍ବାଚନରେ ବାରମ୍ବାର ହାରି ହତୋତ୍ସାହିତ ହୋଇ ପଡିଥିବା ଦଳୀୟ କର୍ମୀ ଓ ଦୁର୍ବଳ ହୋଇଯାଇଥିବା ସଂଗଠନକୁ ସଜାଡିବା ପାଇଁ ବିଜେପିର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଓଡିଶା ଗସ୍ତରେ ଆସିଛନ୍ତି । ସେ କେବଳ ଓଡିଶା ଆସିନାହାନ୍ତି ସାରା ଦେଶ ଗସ୍ତ କରି ଏଭଳି ସଭା ସମିତି କରୁଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର । ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଓଡିଶା ଗସ୍ତ ଉପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଡକ୍ଟର ପାତ୍ର କହିଛନ୍ତି ଯେ...
ବିଜେପି ପାଇଁ ସମର୍ଥନ ମାଗିଲେ
ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ପାର୍ଟୀର ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ କନ୍ଧମାଳ ଲୋକସଭାର ତୁମୁଡିବନ୍ଧ ଓ ପୁରୀ ଲୋକସଭାର ବାଣପୁରଠାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି । ଶ୍ରୀ ନଡ୍ଡା ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ବିଜେପିକୁ ସମର୍ଥନ ପାଇଁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ଜୟ ଜଗନ୍ନାଥ, ଜୟ ମାଁ ଭଗବତୀ, ଜୟ ମାଁ କାଳୀ ବୋଲି କହି ଜନସଭାକୁ ଶ୍ରୀ...
Stay Safe Online
New Delhi: As part of India's G20 presidency, the Minister for Electronics & Information Technology, Communications and Railways, Ashwini Vaishnaw has launched the "Stay Safe Online" campaign and the “G20 Digital Innovation Alliance” (G20-DIA), here today. The event was graced by Amitabh Kant, G20 Sherpa, dignitaries from Union Ministries and Departments, representatives of Embassies and Consulates, invited guests from the...










