କଂଗ୍ରେସ, ବିଜେପିର ସାଂଗଠନିକ ପୁନର୍ବିନ୍ୟାସ ସମ୍ଭାବନା

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ପୂର୍ବାପେକ୍ଷା ବିଜେପି ଓ କଂଗ୍ରେସ ଅତି ଖରାପ ପ୍ରଦର୍ଶନ କରିଥିବା ବେଳେ ପୌର ନିର୍ବାଚନରେ ଅଳ୍ପେ ବହୁତେ ଏହାର ପ୍ରତିଫଳନ ଦେଖିବାକୁ ମିଳିପାରେ । ୨୦୨୪ରେ ସାଧାରଣ ନିର୍ବାଚନ ଥିବା ପରିପ୍ରେକ୍ଷୀରେ ବର୍ତ୍ତମାନର ବିଫଳତାକୁ ସମୀକ୍ଷା କରି ଏହି ଦୁଇ ଜାତୀୟ ରାଜନୈତିକ ଦଳ ଖୁବଶୀଘ୍ର ଓଡ଼ିଶାରେ ସେମାନଙ୍କ ସଂଗଠନର ପୁନର୍ବିନ୍ୟାସ କରିପାରନ୍ତି । ୨୦୧୨ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରଥମ ସ୍ଥାନରେ ଥିବାବେଳେ କଂଗ୍ରେସ ଦ୍ୱିତୀୟ ଓ ବିଜେପି ତୃତୀୟ ସ୍ଥାନରେ ଥିଲା । ତେବେ ୨୦୧୭...

Truck Load Of Illegal Liquor Seized

0

Cuttack: Ashish Kumar Singh, Commissioner State Excise is on overdrive to nab the culprits engaged in illegal liquor trade and thanks to the efforts of the Team Excise, on Monday they foiled the bid to smuggle gallons of illegal Indian Made Foreign Liquor (IMFL) in the style of super hit Telugu movie Pushpa.   The Dhenkanal Excise Team today early...

ବିପୁଳ ପରିମାଣର ଟିକସ ଫାଙ୍କି ବିଦେଶୀ ମଦ ଜବତ

0

ଭୁବନେଶ୍ୱର : ରାଜ୍ୟ ଅବକାରୀ ବିଭାଗ ଆଜି ଗୋଟିଏ ଦିନରେ ରେକର୍ଡ ପରିମାଣର ଟିକସ ଫାଙ୍କି ଟ୍ରକ ଭର୍ତ୍ତି ବିଦେଶୀ ମଦ ଜବତ କରିଛି । ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ ଅନୁଯାୟୀ ଅବକାରୀ ନିର୍ଦ୍ଦେଶାଳୟର ସୂଚନା ଆଧାରରେ ଢେଙ୍କାନାଳ ଗୁଇନ୍ଦା ଅଧିକାରୀମାନେ ଆଜି ପାହାନ୍ତାରୁ ଜିଲ୍ଲାର ହିନ୍ଦୋଳ ଥାନା ଅର୍ନ୍ତଗତ ବାଉଁଶପୋଖରୀ ଠାରେ ମଦଭର୍ତ୍ତି ଏକ ୧୨ଚକିଆ ଟ୍ରକକୁ ଜବତ କରିଛନ୍ତି । ଗୋଟିଏ ଦିନରେ ଏତେ ବିପୁଳ ପରିମାଣର ବିଦେଶୀ ମଦ ଜବତ ଘଟଣା ଓଡିଶାରେ ପ୍ରଥମ...

ପ୍ରଫେସର ଡି ପି ରାୟ ସୋଆର ନୂଆ କୁଳପତି

0

ଭୁବନେଶ୍ୱର : ବିଶିଷ୍ଟ କୃଷି ବିଜ୍ଞାନୀ ପ୍ରଫେସର (ଡ଼ଃ ) ଦେବୀ ପ୍ରସାଦ ରାୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ଡିମ୍ଡ ବିଶ୍ୱବିଦ୍ୟାଳୟ ର ନୂତନ କୁଳପତି ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି | ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକ ଙ୍କ ପ୍ରମୁଖ ଉପଦେଷ୍ଟା ଭାବେ କାର୍ଯ୍ୟରତ ଥିବା ପ୍ରଫେସର ରାୟ ପୂର୍ବରୁ ଭୁବନେଶ୍ୱରସ୍ଥିତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର କୁଳପତି ଭାବେ ଦୁଇ ଥର ଦାୟିତ୍ୱ ତୁଲାଇଛନ୍ତି | ୨୦୧୧...

DP Ray New Chancellor SOA

0

Bhubaneswar: Eminent horticultural scientist Prof. (Dr.) Debi Prasad Ray has taken over asChancellor of Siksha ‘O’ Anusandhan (SOA) Deemed to be University here.Prof. (Dr.) Ray, who was till recently Principal Advisor to the SOA Founder President Prof.(Dr.) Manojranjan Nayak, was previously two time Vice-Chancellor of the Odisha University ofAgriculture and Technology (OUAT) in Bhubaneswar. He succeeds Prof. (Dr.) Khageswar...

BJD Won 766 Zilla Parishads

0

Bhubaneswar: The Governing Biju Janata Dal (BJD) led by Chief Minister Naveen Patnaik once again proved that it is the single popular party in Odisha and there is no opponent of its level.   This was proved from the three-tier Panchayat Election results, which was announced today. The Governing party has won 766 of 851 Zilla Parishad seats, for which...

GST Collection Records 21% Growth

0

Bhubaneswar: Odisha Government has collected GST Revenue to an extent of Rs.4101 Crore in the month of February, while achieving 23 Percent growth over corresponding period of last year. State Government had collected Rs. 3341 Crore during Febbruary, 2021 and in February 2022, it has collected Rs.760 Crore extra. India has collected Gross GST revenue in the month of February 2022...

Satyabrata Bhajan On Lord Shiva

0

On the auspicious occasion of Maha Shivratri, a Bhajan on Lord Shiva voiced by Ace Mandarin, Satyabrata Sahu has been released.ACS Revenue & Disaster Management, Mr.Sahu has sung the “Deba Deba Mahadeba “Bhajan in an excellent melodious tone.Mr.Sahu having a wonderful voice , sang the Bhajan like a professional playback singer.Apart from audio the Bhajan has also been videographed...

ବିଜୟରେ ଇତିହାସ ରଚିଲା ବିଜେଡି

0

ଭୁବନେଶ୍ୱର: ଜିଲ୍ଲା ପରିଷଦ ର୍ନିବାଚନର ଫଳାଫଳର ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶାସକ ବିଜୁ ଜନତା ଦଳ ବିରୋଧୀ ବିଜେପି ଏବଂ କଂଗ୍ରେସକୁ ଢେର ପଛରେ ପକାଇ ନୂଆ ଇତିହାସ ରଚିଛି । ରାଜ୍ୟ ର୍ନିବାଚନ ଆୟୋଗଙ୍କ ଦ୍ୱାରା ଜାରି ହୋଇଥିବା ସର୍ବଶେଷ ଧାରା କହିଛି ଯେ ବିଜେପି ୭୬୨ ଟି ଜିଲ୍ଲା ପରିଷଦ ଆସନରେ ଜିତିଛି ଏବଂ ଆଗୁଆ ଥିବାବେଳେ ବିଜେପିର ସଂଖ୍ୟା ମାତ୍ର ୪୬ ଏବଂ କଂଗ୍ରେସର ୩୬ ଟି ଆସନ ରହିଛି । ସ୍ୱାଧୀନ ପ୍ରାର୍ଥୀମାନେ ତିନିଟି...

BJD Sweeps In 762 ZPs

0

Bhubaneswar: As the results of the Zilla Parishad elections tick down, Governing Biju Janata Dal headed by Chief Minister Naveen Patnaik sweeps the three-tire panchayat polls leaving behind the opposition BJP and Congress much behind its tally.  The latest trend issued by the State Election Commission (SEC) said that the BJD had already won and was leading in 762 Zilla...