ବର୍ଷକୁ ୨ଲକ୍ଷ ଲୋକ କିଡ୍ନୀ ସମସ୍ୟାରେ ପୀଡିତ
ଭୁବନେଶ୍ୱର : ବର୍ଷକୁ ପ୍ରାୟ ୨ଲକ୍ଷ ଲୋକ କିଡ୍ନୀ ଜନିତ ସମସ୍ୟାରେ ପଡୁଛନ୍ତି । ଏହି ରୋଗ ବର୍ତମାନ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏହା ଦ୍ୱାରା ଜୀବନଶୈଳୀ ଉପରେ ଅନେକ ପ୍ରଭାବ ପଡୁଛି । ତେଣୁ ସୁସ୍ଥ ଜୀବନଶୈଳୀ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ଏହି ରୋଗକୁ ଦୂର କରିହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ବିଶ୍ୱ କିଡ୍ନୀ ଦିବସ ଅବସରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଗୁରୁବାର...
ଆପ୍ ଦଖଲରେ ପଞ୍ଜାବ
ଭୁବନେଶ୍ୱର : ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟ ଘଟିଥିବାବେଳେ ଆମ୍ ଆଦମୀ ପାର୍ଟି (ଆପ୍) ପଞ୍ଜାବ ଦଖଲ କରିଛି । ବିଜେପି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିପୁଳ ବହୁମତ ହାସଲ କରିଥିବାବେଳେ ଗୋଆ ଓ ମଣିପୁରରେ ମଧ୍ୟ ସରକାର ଗଢିବାକୁ ଯାଉଛି । ଏହି ୫ଟି ରାଜ୍ୟ ମଧ୍ୟରୁ ୪ଟିରେ ବିଜେପି ନେତୃତ୍ୱାଧିନ ଏନ୍ଡିଏ ସରକାର ଥିବାବେଳେ ପଞ୍ଜାବରେ ରହିଥିଲା କଂଗ୍ରେସର ସରକାର । ବିଜେପି ତାହାର ୪ଟି ଯାକ ରାଜ୍ୟକୁ ଅକ୍ତିଆରରେ ରଖିବା ଲାଗି ସମର୍ଥ ହୋଇଥିବାବେଳେ...
ବ୍ଲକ୍ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ କସରତ
ଭୁବନେଶ୍ୱର : ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭାପତି ପଦବୀଗୁଡିକ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବା ଦୃଷ୍ଟିରୁ ଗ୍ରାମାଞ୍ଚଳରେ ରାଜନୈତିକ ପାଣିପାଗ ବେଶ୍ ସରଗରମ ରହିଛି । ୩୦ଟି ଯାକ ଜିଲ୍ଲା ପରିଷଦ ସଭାପତି ପଦବୀ ଦଖଲ କରିବା ବିଜେଡି ପାଇଁ ନିଶ୍ଚିତ ଥିବା ପରିପ୍ରେକ୍ଷୀରେ ବିଜେପି, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଏଥିପ୍ରତି ଆଉ ଧ୍ୟାନ ଦେଉନାହାନ୍ତି । ଯଦି ବିଜେଡିର କେହି ବିଦ୍ରୋହୀ ପ୍ରାର୍ଥୀ ଉଭା ହୁଅନ୍ତି, ତେବେ ବିରୋଧୀ ଦଳମାନେ...
ଖରିଫ ଧାନ ବିକ୍ରି ନେଇ ଆଶଙ୍କା
ଜଗତସିଂହପୁର : ରାଜ୍ୟ ସରକାର ଆଜି ରବି ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ସକାଶେ ବିଜ୍ଞାପନ ଦେଇଥିବାବେଳେ ଜିଲ୍ଲାରେ ଚାଷୀମାନେ ଅମଳ ଅମଳ କରିଥିବା ଖରିଫ ଧାନକୁ ବିକ୍ରି କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । କାରଣ ମିଲରମାନେ ଅଧିକାଂଶ ମଣ୍ଡିରୁ ଧାନ ନଉଠାଇବା ଓ ଚାଷୀଙ୍କ ପଞ୍ଜିକରଣ ନମ୍ବରରେ ବିଭ୍ରାଟ ଦେଖାଦେବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ଧାନ ମଣ୍ଡିରେ ପଡିଥିବା ଧାନ ନଉଠିବାରୁ ପଞ୍ଜିକୃତ ଚାଷୀଙ୍କ ନିକଟକୁ ବାରମ୍ବାର ପରିବର୍ତ୍ତିତ ତାରିଖର ମେସେଜ...
ସମାଜ ସେବା ପାଇଁ ସ୍ୱୟଂସିଦ୍ଧା ସମ୍ମାନ
ଭୁବନେଶ୍ୱର : ନାରୀ ସଶକ୍ତ ଓ ସୁଦୃଢ ହେଲେ ଏ ଜାତି ଆଗକୁ ବଢିପାରିବ । ତେଣୁ ସବୁ କ୍ଷେତ୍ରରେ ନାରୀମାନଙ୍କୁ ଉପଯୁକ୍ତ ସମ୍ମାନ ଓ ସେମାନଙ୍କ ଅଧିକାରକୁ ସାବ୍ୟସ୍ତର ସୁଯୋଗ ଦେବାପାଇଁ ମତ ପ୍ରକାଶ ପାଇଛି । ଆର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୱିମେନ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫେୟାର (ୱସ୍ୱ) ପ୍ରକ୍ଷରୁ ଆୟୋଜିତ ‘ସ୍ୱୟଂ ସିଦ୍ଧା’ ସମ୍ମାନ ପ୍ରଦାନ ସମାରୋହରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ଏହି ମତ ପୋଷଣ କରିଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ୱସ୍ୱର ସମ୍ପାଦିକା...
OMC Bags National Mines Award
Bhubaneswar: Top Mandarin Balwant Singh is in a happy mode as the South Kaliapani Chromite Mines of Odisha Mining Corporation Limited (OMC) has been conferred with the prestigious National Safety Award (Mines). Managing Director OMC Mr.Singh is happy because OMC has earned laurels for the contest year 2018 and 2020 by Ministry of Labour & Employment, Government of India. Bhupender Yadav,...
Land Support For Highways
Bhubaneswar: Additional Chief Secretary Revenue and Disaster Management Satyabrata Sahoo Wednesday directed all officers of NHAI to use minor minerals from authorized sources and after paying due royalty to concerned authorities. Also, officers of NHAI were impressed upon to sensitise their contractors and concessionaires in this regard. At a review meeting Mr.Sahoo also directed the National Highway officials to complete the...
ବଳଦ ଟଣା କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ କୃଷକ ମେଳା
ନୟାଗଡ : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଅଧିନସ୍ଥ ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଓ ନିର୍ବାହୀ ଯନ୍ତ୍ରୀ, ନୟାଗଡଙ୍କ ମିଳିତ ଉଦ୍ୟମରେ ନୟାଗଡ ଜିଲ୍ଲାର ଗଣିଆ ବ୍ଲକର ଜଗନ୍ନାଥ ପ୍ରସାଦଗ୍ରାମଠାରେ ଏକ ବଳଦ ଟଣI ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ବନ୍ଧୀୟ କୃଷକ ମେଳାର ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ତରଫରୁ ବିକଶିତ ବିଭିନ୍ନ ଯନ୍ତ୍ରପାତିର ପଟଚିତ୍ର ତଥା ଓୟୁଏଟି ଉନ୍ନତ ଜୁଆଳି, ବଳଦ ଟଣା ମୋଡ ପତ୍ର ଲଙ୍ଗଳ, କାଦୁଅ...
Wild Intruders In Nandan Kanan
Bhubaneswar: Two wild elephants have entered into the Nandankanan Zoological Park here. The zoo has temporarily been closed for visitors, officials said here on Wednesday. “It come to our notice at around 3 am that two wild elephants have entered into the zoo area by breaking the outer boundary,” said Sanjeet Kumar, deputy director of the zoo. As per reports, the...
NLMC For Land Monetization
Bhubaneswar: The Union Cabinet, chaired by Prime Minister Shri Narendra Modi has approved the setting up National Land Monetization Corporation (NLMC) as a wholly owned Government of India company with an initial authorized share capital of Rs 5000 crore and paid-up share capital of Rs 150 crore. NLMC will undertake monetization of surplus land and building assets of Central...










