5T Boosts Health Care

0

Bhubaneswar: Chief Minister Naveen Patnaik Friday advised the new Assistant Professors to follow the 5T initiative of the government and try to bring smiles on the faces of patients and their close family members.  Congratulating the new recruits at an induction programme here, the CM said that it should always be borne in mind always that their success does not...

ମହେନ୍ଦ୍ରଗିରିକୁ ଦ୍ୱିତୀୟ ଜୈବ ବିବିଧତା ମାନ୍ୟତା

0

ଭୁବନେଶ୍ୱର : ମହେନ୍ଦ୍ରଗିରି ପାର୍ବତ୍ୟମାଳାକୁ ଓଡିଶାର ଦ୍ୱିତୀୟ ଜୈବ ବିବିଧତା ଐତିହ୍ୟ ସ୍ଥାନ ଭାବରେ ମାନ୍ୟତା ପ୍ରଦାନ କରାଯାଇଛି । ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ମହେନ୍ଦ୍ରଗିରି ସମଗ୍ର ଦକ୍ଷିଣଓଡିଶା ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ପରିବେଶ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ...

ସରୁ ନାହିଁ ଗାନ୍ଧୀ ଗ୍ୟାଲେରୀ କାମ

0

ଭୁବନେଶ୍ୱର : ଓଡିଶା ରାଜ୍ୟ ସଂଗ୍ରହାଳୟରେ ସ୍ୱାଧୀନତା ସଂଗ୍ରାମରେ ଓଡିଶା ଏବଂ ଓଡିଶାରେ ଗାନ୍ଧୀଜୀ ନାମରେ ଦୁଇଟି ଗ୍ୟାଲେରୀ ପ୍ରତିଷ୍ଠା କରିବାପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପରିମାଣର ଅର୍ଥ ମଞ୍ଜୁର କରିଥିବା ସତ୍ୱେ ଏହି ଗ୍ୟାଲେରୀ ଦୁଇଟିର କାମ ସରୁନାହିଁ କିମ୍ବା ତାହା ଲୋକାର୍ପିତ ହୋଇପାରୁ ନାହିଁ । ଏଥିଘେନି ବିିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଏହି ଦୁଇଟି ଗ୍ୟାଲେରିର ପରିକଳ୍ପନା କରାଯାଇଥିଲା । ଏଥିଲାଗି ଓଡିଆ, ଭାଷା, ସାହିତ୍ୟ ଓ...

ଅଧିକାଂଶ ସୂତାକଳ ଅଚଳ

0

ଭୁବନେଶ୍ୱର : ରାଜ୍ୟରେ ୨୦୧୦ ରୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ସୂତାକଳ, କଳତନ୍ତ ଓ ବୟନଶିଳ୍ପ ୟୁନିଟ୍‍ ପ୍ରତିଷ୍ଠା ହୋଇନାହିଁ । ସମବାୟ ଭିତ୍ତିରେ ଥିବା ଅଧିକାଂଶ ସୂତାକଳ ଅଚଳ । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ । ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ୨୦୧୦ ରୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ସୂତାକଳ, କଳତନ୍ତ ଓ ବୟନଶିଳ୍ପ ୟୁନିଟ୍‍ ପ୍ରତିଷ୍ଠା...

କର୍ତ୍ତୃପକ୍ଷଙ୍କୁ କାଠଗଡାକୁ ଟାଣିଲେ ଶିକ୍ଷକ

0

ଭୁବନେଶ୍ୱର : ରସୁଲପୁର ବ୍ଲକର ଜୈନେକ ଶିକ୍ଷକଙ୍କର ବୈଧ ସାର୍ଟିଫିକେଟ ଥାଇ ମଧ୍ୟ ତାଙ୍କୁ "ନକଲି ସାର୍ଟିଫିକେଟ କାହିଁକି ପ୍ରଦାନ କରିଛ ବୋଲି ବିଭାଗୀୟ ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିବା, ତାଙ୍କର ମାସିକ ଦରମାକୁ ତାଲିମପ୍ରାପ୍ତ ହାରରୁ ଅଣ ତାଲିମପ୍ରାପ୍ତ କରାଯିବା, ତଥା ତାଲିମପ୍ରାପ୍ତ ହାରରେ ସେ ନେଇଥିବା ଅଧିକ ଦରମା ଅର୍ଥ ଦାଖଲ କରିବା ନିର୍ଦ୍ଦେଶ ପ୍ରତିବାଦରେ ସଂପୃକ୍ତ ଶିକ୍ଷକ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାନ୍ୟବର ଅଦାଲତ ମାମଲାକୁ ବିଚାର ପାଇଁ ଗ୍ରହଣ କରି ରସୁଲପୁର ବ୍ଲକ ଶିକ୍ଷାଧିକାରୀଙ୍କ...

ଭତ୍ତା ବଢିବାର ପ୍ରସ୍ତାବ ନାହିଁ

0

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଭତ୍ତା ପରିମାଣ ବଢାଇବାର କୌଣସି ପ୍ରସ୍ତାବ ସରକାରଙ୍କର ବିଚାରାଧିନ ନାହିଁ । ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଆମ ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ ହିତାଧିକାରୀମାନଙ୍କୁ ବିଭିନ୍ନ ବର୍ଗରେ ମାସିକ ୫୦୦ ଟଙ୍କା, ୭୦୦ ଟଙ୍କା ଓ ୯୦୦ ଟଙ୍କା ହାରରେ ଭତ୍ତା ପ୍ରଦାନ କରାଯାଉଛି...

ନିକୋ ପାର୍କର ପୁନରୁଦ୍ଧାର କରିବେ ଏସଏଚଜି

0

ଭୁବନେଶ୍ୱର : ରାଜଧାନୀରେ ଥିବା ନିକୋ ପାର୍କର ପୁନରୁଦ୍ଧାର କରିବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି (ଏସଏଚଜି) । ଏଥିପାଇଁ ୨୨ଟି ଏସଏଚଜିଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ସହରାଞ୍ଚଳ ଜଳାଶୟ ପୁନରୁଦ୍ଧାର ଓ ନବୀକରଣ ଉପରେ ଆଜିି ଆୟୋଜିତ କର୍ମଶାଳାରେ ଏହି ସୂଚନା ଦିଆଯାଇଛି । ଏହି କର୍ମଶାଳାକୁ ବି.ଏମ୍‌.ସି ମେୟର ସୁଲୋଚନା ଦାସ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସହରାଞ୍ଚଳ ମାନଙ୍କରେ ଜଳାଶୟ ପୁନରୁଦ୍ଧାର ଓ ନବୀକରଣର ଜରୁରୀ ଆବଶ୍ୟକତା ସଂପର୍କରେ...

ଚାଷୀ ପ୍ରସଙ୍ଗରେ ଗୃହ ଅଚଳ

0

ଭୁବନେଶ୍ୱର : ଚାଷୀ ପ୍ରସଙ୍ଗରେ ଉଭୟ ବିରୋଧି ଓ ଶାସକ ଦଳର ସଦସ୍ୟମାନେ ଗୃହ ମଧ୍ୟଭାଗରେ ଆସି ହୋ ହଲ୍ଲା କରିବାରୁ ଆଜି ବିଧାନସଭାର କାର୍ଯ୍ୟ ଚାଲିପାରି ନାହିଁ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ବାରମ୍ବାର ମୁଲତବି ରଖିବା ସହିତ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଏଥିରୁ କିଛି ସୁଫଳ ମିଳିନାହିଁ । ଆଜି ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧି କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଚାଷୀ ଅବହେଳା ପ୍ରସଙ୍ଗ ଉଠାଇ ଧ୍ୱନିମାନ ଦେଇଥିଲେ । ଏହା...

ପହିଲା ସୁଦ୍ଧା ଶୀତ ସହାୟତା

0

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି। କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ରାଜ୍ୟରେ ଶୀତ ଲହରୀ ଏବଂ ଗରିବ ଲୋକଙ୍କୁ ଶୀତ ସହାୟତା ଯୋଗାଇବା ସଂପର୍କରେ ଏକ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ଗରିବ ଲୋକ...

OTT Boosts Acting Scope

0

Panaji: Mukesh Chhabra, the driving force behind the streamlining of casting field in the Indian Film Industry and Kshitij Mehta, another well-known name in the field of casting in India, participated today in an “In-Conversation” session which was organised on the side-lines of 53rd International Film Festival of India. They both have spoken on the subject- ‘Casting in New...