Oriclean Forays To Food Products
Bhubaneswar: With a strong market presence in detergent sector in the State and neighboring areas, Oriclean has forayed into food, beverages and allied sector in a big way. Oriclean, one of the oldest Industrial Group in Odisha is having wider market of its detergent product across the State has decided to set up manufacturing unit for Sauces, Jams, Jellies and...
ରାଜ୍ୟମାନଙ୍କୁ ରିହାତି ଦରରେ ମିଳିବ ଡାଲି
ନୂଆଦିଲ୍ଲୀ : ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ରିହାତି ଦରରେ ଡାଲି ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ମୂଲ୍ୟ ସମର୍ଥନ ଯୋଜନା (ପିଏସଏସ) ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଅଧୀନରେ କିଣାଯାଇଥିବା ଡାଲି ଷ୍ଟକରୁ କେନ୍ଦ୍ର ସରକାର ଏହି ଚଣା ରାଜ୍ୟମାନଙ୍କୁ ଯୋଗାଇ ଦେବେ । ଏହି ଡାଲିକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନେ...
ଦୁଇ ମେଡିକାଲ କଲେଜରେ ଚଳିତବର୍ଷରୁ ପାଠପଢା
ଭୁବନେଶ୍ୱର : ସୁନ୍ଦରଗଡ ଓ କେନ୍ଦୁଝରରେ ପ୍ରତିଷ୍ଠା କରାଯାଉଥିବା ମେଡିକାଲ କଲେଜ ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ ହେବ । ଏହି ଦୁଇ ମେଡିକାଲ କଲେଜରେ ୧୦୦ଟି କରି ଏମ୍ବିବିଏସ୍ ଆସନ ରହିବ ଏବଂ ୨୦୨୨-୨୩ରେ ଏଠାରେ ଡାକ୍ତରୀ ପାଠପଢା ଆରମ୍ଭ ହୋଇପାରିବ ବୋଲି ଜାତୀୟ ମେଡିକାଲ କମିଶନ (ଏନ୍ଏମସି) ଅନୁମୋଦନ ଦେଇଛନ୍ତି । ଏନ୍ଏମସିର ଅନୁମୋଦନ ମିଳିବାପରେ ସୁରନ୍ଦରଗଡ ଓ କେନ୍ଦୁଝର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ଉଜ୍ୱଳ ହୋଇଛି । ଏଠାରେ ଉଲ୍ଲେଖନୀୟ ଯେ କୋଲ୍ ଇଣ୍ଡିଆ ଲିମିଟେଡର ସହଯୋଗୀ ମହାନଦୀ...
Move For Angul MCH
Bhubaneswar: After getting approval from the National Medical Council (NMC) for functioning of new medical colleges and hospitals at Sundergarh and Keonjhar, the State Government has now geared up for early functioning of the proposed Medical College & Hospital at Talcher in Angul district. The Mahanadi Coalfields Limited (MCL), a subsidiary of Central PSU Coal India Limited (CIL), had proposed...
ଫଳକରେ ରହିଗଲା ରମାଦେବୀ ଫୁଟ୍ ଓଭରବ୍ରିଜ
ଭୁବନେଶ୍ୱର : ଠିକ୍ ୧୧ବର୍ଷ ତଳେ ଆଜିର ଦିନରେ ରାଜ୍ୟର ୫ଜଣ ମନ୍ତ୍ରୀ, ଜଣେ ସାଂସଦ, ଜଣେ ବିଧାୟକ ଏବଂ ମେୟର, ଡେପୁଟୀ ମେୟର ଓ କର୍ପୋରେଟରଙ୍କ ସମେତ ଅନ୍ୟୁନ ୧୨ଜଣ ଅତିଥିଙ୍କ ଦ୍ୱାରା ୨୦୧୧ର ସ୍ୱାୟତଶାସନ ଦିବସ ଅବସରରେ ରମାଦେବୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଫୁଟ୍ ଓଭରବ୍ରିଜ ନିର୍ମାଣ ପାଇଁ ଯେଉଁ ଶିଳାନ୍ୟାସ କରାଯାଇଥିଲା ତାହା ଏବେ ବତା ଓ କୀଳା ଘେରରେ ରାସ୍ତା ମଝିରେ ରହିଛି । ଏହାର ସାତ ପଛରେ କଳିଙ୍ଗ ଷ୍ଟାଡିୟମ ନିକଟରେ ଦୁଇଟି ଓ ତାହା ପୂର୍ବରୁ...
ମହାକାଳପଡା ସିଏଚସିର ହେବ ନବକଳେବର
ଭୁବନେଶ୍ୱର : ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ର ନବକଳେବର ହେବାସହ ଏହାର ପରିବେଶ ବଦଳିବ । ଭିତିଭୂମି ବିକାଶ କରାଯିବ । ଲୋକମାନେ ଯେପରି ଭଲରେ ସ୍ୱାସ୍ଥ୍ୟସେବା ପାଇବେ ସେଥିପ୍ରତି ଧ୍ୟାନ ଦିଆଯିବ । ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ପାନୀୟଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ । ସେଥିପାଇଁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନ ପ୍ରାୟ ୧୦ କୋଟି ଟଙ୍କା ମଞ୍ଜୁର କରଇଛି । ଏ ନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ...
ପକସୋ ପଞ୍ଜୀକରଣ ବଢ଼ିଛି ୪୫ପ୍ରତିଶତ
ଭୁବନେଶ୍ୱର : ଶିଶୁମାନଙ୍କୁ ଯୌନ ନିର୍ଯାତନାରୁ ରକ୍ଷା କରିବା ପାଇଁ ପ୍ରଚଳିତ ପକସୋ ଆଇନ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବାର ସମୟ ଆସିଛି । ୨୦୧୭ରୁ ୨୦୨୦ ଭିତରେ ଜାତୀୟ ସ୍ତରରେ ପକସୋ ମାମଲା ପଞ୍ଜୀକରଣ ହାର ୪୫ଭାଗ ବଢ଼ିଛି । ଶିଶୁଙ୍କ ସୁରକ୍ଷା ପାଇଁ ଏବେ ବି ଅନେକ ଆହ୍ୱାନ ରହିଛି । ଏଥିପାଇଁ ଜନସାଧାରଣଙ୍କ ଭିତରେ ସଚେତନତା ବୃଦ୍ଧି ନିହାତି ଜରୁରୀ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତପୋଷଣ କରିଛନ୍ତି । ପକସୋ ଆଇନ କାର୍ଯ୍ୟକାରୀ ହେବାର ଦଶ ବର୍ଷ ପୂର୍ତ୍ତି ଅବସରରେ...
Center Care For Pensioners
New Delhi: V Srinivas, Secretary, Department of Pension and Pensioners’ Welfare (DoPPW) stressed on providing seamless experience to pensioners for which the Department is working on an AI/ML enabled Integrated Pensioners Portal, linking the Department of Pension & Pensioners Welfare portal Bhavishya and Pension Portals of various Banks, creation of Chat bot to ensure seamless interaction between pensioners, Government...
Intelligence System For EV
New Delhi: A new complete vehicle intelligence system and health monitoring solution for electric vehicles (EV) can ensure safe and high EV performance, which will occupy a major part of the next-generation transportation system. The system can help in estimating the accurate state of health and state of charge of the battery pack, help fleet operators in their control...
Odisha Turns High Performer
Bhubaneswar: The Supreme Court Committee on Road Safety (SCCRS) has initiated a detailed study to assess the implementation status of the road safety directions issued to the States. In this regard, a team of consultants engaged by the Committee visited Odisha for 15 days in the month of June. The team assessed the extent and quality of actions taken by...










