Site Plea For Airport
Bhubaneswar: For early construction of a Greenfield Airport at Puri, the Odisha Government has submitted a proposal to the Union Government seeking 'Site Clearance' approval for development of the proposed International Airport. This was informed by Union Minister of State for Civil Aviation, V K Singh in Parliament on Monday. In a written reply to a question asked by Rajya Sabha...
ଚିର ନିଦ୍ରାରେ ସାରସ୍ୱତ ସାଧିକା ନିର୍ମଳପ୍ରଭା
ଭୁବନେଶ୍ୱର : ବିଶିଷ୍ଟ ସାରସ୍ୱତ ସାଧିକା ଶ୍ରୀମତୀ ନିର୍ମଳପ୍ରଭା ନାୟକଙ୍କର ଆଜି ଏଠାରେ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ସାହିତ୍ୟ, ରାଜନୀତି ଓ ସମାଜସେବା ସହ ଜଡିତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଶ୍ରୀମତୀ ନାୟକ ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକଙ୍କର ପତ୍ନୀ ଥିଲେ । ବିବାହ ପରେ ନିଜ ଚେଷ୍ଟାରେ ପାଠ ପଢି ସେ ଶିକ୍ଷୟତ୍ରୀ ଭାବେ ୩୫ବର୍ଷରୁ ଅଧିକ ସମୟ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ତାଙ୍କ...
ପୁରୀ ବିମାନବନ୍ଦର ଜମି ପାଇଁ କେନ୍ଦ୍ରକୁ ପ୍ରସ୍ତାବ
ଭୁବନେଶ୍ୱର : ପୁରୀ ଠାରେ ପ୍ରସ୍ତାବିତ ଆର୍ନ୍ତଜାତୀୟ ବିମାନ ବନ୍ଦରର ଶ୍ରୀଘ୍ର ନିର୍ମାଣ ପାଇଁ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଦାଖଲ କରିଛନ୍ତି । ଏହି ପ୍ରସ୍ତାବରେ ବିମାନବନ୍ଦରର ସ୍ଥାନ ଅନୁମୋଦନକୁ ମଞ୍ଜୁର ଲାଗି କୁହାଯାଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂହ ସଂସଦରେ ଏହି ସୂଚନା ଦେଇଛନ୍ତି । ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ଠାରୁ ଏହି ପ୍ରସ୍ତାବ ପାଇଛି...
ହକି ପରେ ଜବରଦଖଲ ଆରମ୍ଭ
ଭୁବନେଶ୍ୱର : ବିଶ୍ୱକପ୍ ହକି ସରିବା ପରେ ଏବେ ରାସ୍ତାପାଶ୍ୱର୍ରୁ ଉଚ୍ଛେଦ ହୋଇଥିବା ବ୍ୟବସାୟୀମାନେ ସେମାନଙ୍କ ପୁରୁଣା ସ୍ଥାନକୁ ଫେରିବା ଆରମ୍ଭ କରିଛନ୍ତି । ଏହି ମଉକାରେ କେତେକ ବ୍ୟବସାୟୀ ବିଭିନ୍ନ ସ୍ଥାନକୁ ଜବରଦଖଲ ସହିତ ତାହାକୁ ଭଡା ଦେଉଥିବାବେଳେ ବିଏମ୍ସି କିନ୍ତୁ ନିଦାବିଷ୍ଣୁ ହୋଇଛି । ହକି ବିଶ୍ୱକପ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମର ଆଖପାଖ ଠାରୁ ଆରମ୍ଭକରି ସହରର ବିଭିନ୍ନ ସ୍ଥାନରେ ଉଠାଦୋକାନୀ ଓ ଜବରଦଖଲକାରୀଙ୍କୁ ହଟାଯାଇଥିଲା । ଖେଳ ଶେଷ ପର୍ଯ୍ୟନ୍ତ ଉଚ୍ଛେଦ ହୋଇଥିବା ବ୍ୟବସାୟୀମାନେ ମୁହଁମାଡି ରହିଥିଲେ । ପେଟ...
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି
ଭୁବନେଶ୍ୱର : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏ ସଂପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ସଚିବାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ଶେଷ କରିବାକୁ ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରସ୍ତୁତି ତଦାରଖ ନିମନ୍ତେ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ରାଷ୍ଟ୍ରପତିଙ୍କ...
ଯନ୍ତ୍ରପାତି ବ୍ୟବହାର ଉପରେ ଗୁରୁତ୍ୱ
ଭୁବନେଶ୍ୱର : କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ରାଜ୍ୟର ୭୦ ପ୍ରତିଶତରୁ ଉର୍ଦ୍ଧ୍ୱ ଲୋକ ଜଡ଼ିତ ହୋଇଥିବାରୁ କୃଷିର ଉନ୍ନତି ବିନା ରାଜ୍ୟର ପ୍ରଗତି କରାଯାଇପାରିବ ନାହିଁ । ରାଜ୍ୟ ସରକାର କୃଷିର ସର୍ବାଙ୍ଗୀନ ବିକାଶ ନିମନ୍ତେ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଥିବାବେଳେ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଜୟପୁରଠାରେ ଆୟୋଜିତ ଦକ୍ଷିଣାଞ୍ଚଳ କୃଷି ମହୋତ୍ସବ...
Opposition Attacks BJD
Bhubaneswar: Opposition BJP and Congress continue their attack on BJD over assassination of Cabinet Minister Naba Kishore Das. While BJP alleged that a powerful BJD leader is behind the murder, Congress demanded resignation of Chief Minister Naveen Patnaik as Home Minister. Speaking to media persons here on Monday, Senior BJP lawmaker Subash Panigrahi alleged that a powerful BJD leader from...
WhatsApp For Rail food
New Delhi: Indian Railways’ PSU, Indian Railway Catering and Tourism Corporation Ltd. (IRCTC) started e-catering services through a specially developed website www.catering.irctc.co.in as well its e-catering app Food on Track. In a step further towards the making its e-catering services more customer-centric, Indian Railways has recently started WhatsApp communication for the railway passengers to order food through e-catering services. Business WhatsApp number...
Buddhists To Walk 1100 KM
New Delhi: Secretary, Ministry of Information and Broadcasting, Apurva Chandra today announced that 108 Buddhist pilgrims from Republic of Korea will walk over 1,100 kms over 43 days as part of walking pilgrimage being organized by Sangwol Society of South Korea. Shri Chandra added that the occasion gains importance as India and South Korea celebrate 50 years of establishment...
All Ready For Prez
Bhubaneswar: State Administration has been warmed up to welcome Her Excellency President of India, Droupadi Murmu for her two days visit to Odisha. A high level meeting to this effect was held under the Chairmanship of Chief Secretary Suresh Chandra Mahapatra in secretariat conference hall today. Various preparatory works relating to the President’s visit were chalked out and Chief...









