Call For Community Resilience

0

Bhubaneswar: Union Minister of Environment, Forest and Climate Change, Bhupender Yadav on Saturday said there is a need to build the resilience of communities living in coastal areas of the country. Mr.Yadav was speaking at the first National Conference on Sustainable Coastal Management in India here. This conference was organized by the Green Climate Fund supported project – Enhancing Climate...

୮୦ ପ୍ରତିଶତ ଆତ୍ମହତ୍ୟା ରୋକାଯାଇପାରିବ

0

ଭୁବନେଶ୍ୱର : ପ୍ରାୟ ୮୦ ପ୍ରତିଶତ ବ୍ୟକ୍ତି ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେବା ପୂର୍ବରୁ ସେମାନଙ୍କର ମାନସିକ ସ୍ଥିତି ବିଷୟରେ କେତେକ ସଂକେତ ଦେଇଥାନ୍ତି । ତେବେ ଏଭଳି ସଂକେତ ପାଇବା କ୍ଷଣି ତୁରନ୍ତ ଏ ଦିଗରେ ପଦକ୍ଷେପ ନେଲେ ଆତ୍ମହତ୍ୟାଜନିତ ମୃତ୍ୟୁକୁ ଅଟକାଇ ହେବ ବୋଲି ଶନିବାର ଜଣେ ମାନସିକ ରୋଗ ବିଶେଷଜ୍ଞ କହିଛନ୍ତି । ଅଧିକାଂଶ ଯୁବବର୍ଗ ତାଙ୍କ ମାନସିକ ଅବସ୍ଥା ନେଇ ପୂର୍ବ ସୂଚନା ଦେଇଥିଲେ ମଧ୍ୟ ସେମାନଙ୍କ ପରିବାର ସଦସ୍ୟ, ସହକର୍ମୀ, ଶିକ୍ଷକ କିମ୍ବା ବନ୍ଧୁମାନେ ଏହାକୁ...

Watch Out Suicide Warnings

0

Bhubaneswar: Around 80 per cent of people committing suicide send out tell-tale warning signs before doing the unthinkable but prompt action can prevent such deaths, an eminent psychiatrist said on Saturday. “Most of the adolescents, before killing themselves, drop hints about their mental condition which are mostly ignored by family members, colleagues, teachers or friends,” Prof. (Dr.) Surjeet Sahoo, Head...

IMD Issues Rain Alert

0

Bhubaneswar: The India Meteorological Department (IMD) on Saturday said heavy rainfall is likely to lash the State till September 13 with the intensification of a low pressure area formed over the Bay of Bengal. The low pressure area formed over westcentral & adjoining northwest Bay of Bengal off north Andhra Pradesh south Odisha coasts now lies as a well-marked low...

ଠିକା ଶ୍ରମିକଙ୍କ ମଜୁରୀ ସୁନିଶ୍ଚିତ କର

0

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପୃଥକ ପୃଥକ ଚିଠି ଲେଖି ହାଇ ପାଓ୍ୱାର୍ କମିଟି ଓ କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡ(ସିଏସିଏଲବି) ଦ୍ୱାରା ଦିଆଯାଇଥିବା ପରାମର୍ଶକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ଏହି କ୍ରମରେ ଅନୁଗୋଳ ଜିଲ୍ଲା...

ଜଳବାୟୁ ପରିବର୍ତ୍ତନ ମୁକାବିଲାକୁ ଗୁରୁତ୍ୱ

0

ଭୁବନେଶ୍ୱର : କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ ଆଜି ଏଠାରେ ‘‘ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ’’କୁ ଉଦଘାଟନ କରିଛନ୍ତି । ‘‘ସବୁଜ ଜଳବାୟୁ ପାଣ୍ଠି ସହାୟକ ପ୍ରକଳ୍ପ – ଭାରତର ଉପକୂଳ ସମୁଦାୟଙ୍କ ଜଳବାୟୁ ସହନଶୀଳତା ବୃଦ୍ଧି’’ ପ୍ରୟାସ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଉପକୂଳ ଏବଂ ସାମୁଦ୍ରିକ ଜୈବ ବିବିଧତା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଉପକୂଳ ପ୍ରଦୂଷଣ ଆଦି ତିନୋଟି ଆନ୍ତଃସଂଯୁକ୍ତ ବିଷୟବସ୍ତୁ ଉପରେ ଆଲୋଚନା କରିବା...

7 Ministers Rush Odisha

0

Bhubaneswar: It's Sunil Bansal's strategy in action. At least 7 Union Ministers and other senior BJP functionaries are visiting the State in two days. The Union Minister's visiting the State are Dharmendra Pradhan, Arjun Munda, Nityananda Rai, Ashwini Choubey, Bhupendra Yadav, Bisheswar Tudu and Nisith Paramanik. While Mr.Pradhan, Mr.Munda, and Mr.Rai have already reached the state, Mr.Choubey and Mr.Tudu are scheduled...

ବାଙ୍ଗାଲୋର ବର୍ଷା ଓଡିଶା ପାଇଁ ସୁଯୋଗ

0

ଭୁବନେଶ୍ୱର : ପ୍ରବଳ ବର୍ଷାରେ ବାଙ୍ଗାଲୋର ଉବୁଟୁବୁ ହେବା ଏବଂ ପ୍ରତିଷ୍ଠିତ ଆଇଟି କମ୍ପାନୀ ଓ ଏହାର ଅଧିକାରୀମାନେ ହନ୍ତସନ୍ତ ହେବା ଏବେ ଓଡିଶା ପାଇଁ ସୁଯୋଗ ସୃଷ୍ଟି କରିଛି । ଭବିଷ୍ୟତରେ ଏଭଳି ବିତ୍ପାତରୁ ରକ୍ଷା ପାଇଁ କେତେକ ଆଇଟି କମ୍ପାନୀ ଓଡିଶା ମୁହାଁ ହେବେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଗତ ପ୍ରାୟ ସପ୍ତାହେ ଧରି ବାଙ୍ଗାଲୋରରେ ହୋଇଥିବା ପ୍ରବଳ ବର୍ଷା ସେଠାରେ ଗତ ୯୦ବର୍ଷ ଭିତରେ ଦ୍ୱିତୀୟଥର ବୋଲି କୁହାଯାଉଛି । ହେଲେ ଚଳିତ ବର୍ଷା ଓ ତଦଜନିତ...

ନିର୍ମାଣ କାର୍ଯ୍ୟରେ ଅନ୍ୟ ରାଜ୍ୟ ଶ୍ରମିକଙ୍କ ଭିଡ

0

ଭୁବନେଶ୍ୱର : ରାଜ୍ୟରେ ହେଉଥିବା ଅଧିକାଂଶ ନିର୍ମାଣ କାର୍ଯ୍ୟରେ ଏବେ ରାଜ୍ୟ ବାହାରର ଶ୍ରମିକଙ୍କ ଭିଡ । ସରକାରୀ ହିସାବରେ ଏବେ ବାହାର ରାଜ୍ୟର ପ୍ରାୟ ୩୦ ହଜାର ଶ୍ରମିକ ଓଡିଶାରେ କାର୍ଯ୍ୟ କରୁଥିବାବେଳେ ଏମାନଙ୍କ ସଂଖ୍ୟା ଢେର ଅଧିକ ଓ ଅଧିକାଂଶ ନିର୍ମାଣ କାର୍ଯ୍ୟରେ ନିୟୋଜିତ । ସରକାରୀ ସୂଚନା ଅନୁଯାୟୀ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଏବେ ଅନ୍ୟ ରାଜ୍ୟର ଶ୍ରମିକମାନେ କାର୍ଯ୍ୟ କରୁଛନ୍ତି । ସର୍ବାଧିକ ୭୬୪୮ ଶ୍ରମିକ ଢେଙ୍କାନାଳ ଜିଲ୍ଲାରେ କାମ କରୁଥିବାବେଳେ ଏମାନେ ସାଧାରଣତଃ ଇସ୍ପାତ, ଝୋଟ,...

ସାତ କେନ୍ଦ୍ର ମନ୍ତ୍ରୀଙ୍କ ଓଡିଶା ଗସ୍ତ

0

ଭୁବନେଶ୍ୱର : ଓଡିଶାକୁ କେନ୍ଦ୍ର ମନ୍ତ୍ରୀମାନଙ୍କ ଧାଡି ଲାଗିଛି । ଆଜି ଠାରୁ ସାତ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଓଡିଶା ଗସ୍ତ ଆରମ୍ଭ ହୋଇଥିବାବେଳେ ସେମାନେ ବିଭିନ୍ନ ଜିଲ୍ଲାକୁ ଯାଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ । ଏ ନେଇ ବିଜେପିର ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ସିଂହ ଏକ ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ଶ୍ରୀ ଅର୍ଜୁନ ମୁଣ୍ଡା ଯାଜପୁର, ଶ୍ରୀ ନିତ୍ୟାନନ୍ଦ ରାୟ କଟକ, ଶ୍ରୀ ଅଶ୍ୱନୀ ଚୈାବେ...