Monsoon Reaches Odisha
Bhubaneswar: The Bhubaneswar Meteorological Centre on Thursday informed that the southwest monsoon has reached Odisha. After a brief delay, the southwest monsoon has advanced into some parts of southern Odisha. Under its influence, few southern districts experienced rainfall activities today, said the Met Centre. The southwest monsoon has advanced into the entire Malkangiri, Nabarangpur and Malkangiri districts of Odisha and partially...
ନିଜେ ଜାରି କରିଥିବା କଟକଣାକୁ ଭୁଲିଗଲେଣି
ଭୁବନେଶ୍ୱର : ରାଜଧାନୀରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୁଲିସ୍ ମଦୁଆଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଥିବାବେଳେ ମଦ ଦୋକାନପାଇଁ ନିଜେ ଜାରି କରିଥିବା କଟକଣାକୁ ଏକ ପ୍ରକାର ଭୁଲିଗଲାଣି । ଏହା କଡାକଡି ଭାବେ ପାଳନ ହେଲେ କେବଳ ଅପରାଧ କମିବ ନାହିଁ, ଅନକେ ଅପରାଧି ଅତି ସହଜରେ ପୁଲିସ୍ ହାତରେ ଧରାପଡିବେ । ମଦୁଆଙ୍କ ଲାଗି ରାଜଧାନୀରେ ଅପରାଧ ବେକାବୁ ହେବା ଦେଖି ତତ୍କାଳୀନ ପୁଲିସ୍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ମଦ ଦୋକାନ ପାଇଁ କେତେକ ନିୟମାବଳୀ ଜାରି କରିଥିଲେ...
ଶିକ୍ଷକଙ୍କ ମଧ୍ୟାହ୍ନ ଭୋଜନ ଚିନ୍ତା
ଭୁବନେଶ୍ୱର : ରଜ ଛୁଟି ପରେ ବିଦ୍ୟାଳୟ ଖୋଲିବାକୁ ଯାଉଥିବାବେଳେ ମଧ୍ୟାହ୍ନଭୋଜନ ଚିନ୍ତାରେ ଏବେ ଶିକ୍ଷକଙ୍କ ରକ୍ତଚାପ ବଢିବାରେ ଲାଗିଲାଣି । ଖାଦ୍ୟ ସାମଗ୍ରୀର ଦର ଉପରମୁହାଁ ହୋଇଥିବାବେଳେ ସେମାନେ ସରକାରୀ ଧାର୍ଯ୍ୟ ଦରରେ କିଭଳି ପିଲାଙ୍କୁ ଦୈନିକ ପେଟପୁରା ଖାଦ୍ୟ ସହିତ ସପ୍ତାହରେ ଦୁଇଦିନ ଅଣ୍ଡା ତରକାରୀ ଯୋଗାଇବେ ସେହି ଚିନ୍ତାରେ ପଡିଛନ୍ତି । ବିଦ୍ୟାଳୟ ଖୋଲିବା ମାତ୍ରେ ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯିବ । ଯେଉଁସବୁ ସ୍ଥାନରେ ଅକ୍ଷୟପାତ୍ର ଭଳି ସଂସ୍ଥା ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେଇଛନ୍ତି...
Monsoon In 48 hours
Bhubaneswar: The southwest monsoon is likely to make an onset over Odisha during the next 48 hours, the India Meteorological Department (IMD) said on Wednesday. Chitrakonda in Malkangiri district and some other places in the southern part of Odisha have already started experiencing pre-monsoon rainfall, the Meteorological Department said. “Condition is favorable for onset of the southwest monsoon in Odisha within...
FIFA U-17 In Kalinga Stadium
Bhubaneswar: Iconic Kalinga Stadium is set to host India’s matches of FIFA U-17 Women’s World Cup India 2022 on 11th, 14th and 17th October this year. FIFA and the Local Organising Committee (LOC) of the FIFA U-17 Women’s World Cup India 2022 have officially announced the schedule for the biennial youth tournament on Wednesday. Meanwhile, Goa will play home to both...
ଓଡିଶା ମୁହାଁ ମୌସୁମୀ
ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଏବେ ଓଡିଶାର ନିକଟତର । ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବା ସହିତ ବର୍ଷା ଆରମ୍ଭ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ ବାୟୁ ଏବେ ଆନ୍ଧ୍ରରେ ପ୍ରବେଶ କରିଥିବାବେଳେ ଓଡିଶା ମୁହାଁ ହୋଇଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ମୌସୁମୀ ପ୍ରବାହରେ ଗତ ୨୪ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି...
ଇଏସ୍ଆଇ ହସ୍ପିଟାଲ ନୁହେଁ ମେଡିକାଲ କଲେଜ କର
ଭୁବନେଶ୍ୱର : ଭୁବନେଶ୍ୱରରେ ଇଏସ୍ଆଇର ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ବଦଳରେ ପୂର୍ବ ଘୋଷଣା ଅନୁଯାୟୀ ଇଏସ୍ଆଇ ମେଡିକାଲ କଲେଜ ପାଇଁ ଦାବି କରିଛନ୍ତି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା । ଶ୍ରୀ ବେହେରା କହିଛନ୍ତି ଯେ ଅନୁଗୋଳଠାରେ ଇ.ଏସ୍.ଆଇ. ହସ୍ପିଟାଲ୍ ଓ ଝାରସୁଗୁଡାଠାରେ ଇ.ଏସ୍.ଆଇ.ର ଆଞ୍ଚଳିକ କାର୍ଯ୍ୟାଳୟ ଆଜି ଉଦ୍ଘାଟନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଶ୍ରମ ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି ଘୋଷଣା କରିଛନ୍ତି ଯେ, ଓଡ଼ିଶାରେ ଆଉ ୩ଟି ଇ.ଏସ୍.ଆଇ. ହସ୍ପିଟାଲ୍...
ଖୁବଶୀଘ୍ର ୫ଜି ସେବା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଏମଟି/୫ଜି ସ୍ପେକ୍ଟ୍ରମ ନିଲାମ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ନିଲାମ ଜରିଆରେ ସର୍ବୋଚ୍ଚ ମୂଲ୍ୟ ଦେବାକୁ ପ୍ରସ୍ତାବ ଦେଇଥିବା ସଂସ୍ଥା/ବିଡରଙ୍କୁ ୫ଜି ସେବା ଦେଶରେ ପ୍ରଦାନ କରିବାର ଅଧିକାର ମିଳିବ । ଜନସାଧାରଣ ଓ ଉଦ୍ୟୋଗ ସମୂହ ଏହି ସେବା ପାଇ ପାରିବେ । ଭାରତ ସରକାର ତାଙ୍କର ପ୍ରମୁଖ କାର୍ଯ୍ୟକ୍ରମ ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ ଇଣ୍ଡିଆ ଓ ମେକ ଇନ ଇଣ୍ଡିଆରେ ଡିଜିଟାଲ ସଂଯୋଗକୁ ଗୁରୁତ୍ୱ ଦେଉଛନ୍ତି...
ସିଏଜି ଫୁଟବଲ ଦଳ ବିଜୟୀ
ଭୁବନେଶ୍ୱର : ଭାରତର ମହାଲେଖା ନିୟନ୍ତ୍ରକ ଓ ମହାପରୀକ୍ଷକ (ସିଏଜି ) ଆନୁକୂଲ୍ୟରେ ଓ ଭାରତୀୟ ଫୁଟବଲ ମହାସଂଘ ସହଯୋଗରେ ସିଏଜି ଓ ଭାରତୀୟ ଯୁବ ଫୁଟବଲ ଦଳ ମଧ୍ୟରେ ଏକ ବନ୍ଧୁତାପୂର୍ଣ୍ଣ ଦିବା ରାତ୍ର ଫୁଟବଲ ମ୍ୟାଚ ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଅଛି l ଏହି ମ୍ୟାଚକୁ ପ୍ରଧାନ ମହାଲେଖାକାର ରାଜ କୁମାର ମୁଖ୍ୟ ଅତିଥି, ମହାଲେଖାକାର ବିଶ୍ୱନାଥ ସିଂହ ଜାଡୋନ, ଭାରତୀୟ ଫୁଟବଲ ମହାସଂଘର ବୈସୟିକ ନିର୍ଦେଶକ ଦୀପଙ୍କର ବିଶ୍ୱାସ ସମ୍ମାନିତ ଅତିଥି ଭାବେ ଯୋଗ...
Lord Alarnath Darshan Begins
Puri: Special arrangements have been made at Alarnath temple in Brahmagiri for devotees as Srimandir has been closed down for the devotees following Debasnan Purnima. Shree Jagannath and his siblings Lord Balabhadra and Devi Subhadra in Srimandir, Puri are now down with fever and in Anasar Ghar (sick room). They have become ill after the ceremonial bath with 108 pots...









