ବିପର୍ଯ୍ୟୟ ପରିଚାଳନାକୁ ଅଧିକ ଦୃଢ଼ିଭୁତ କରାଯିବ

0

ଭୁବନେଶ୍ୱର : ବିପର୍ଯ୍ୟୟ ପରିଚାଳନାରେ ଆନ୍ତର୍ଜାତିକ ସ୍ୱୀକୃତି ହାସଲ ସହ ରାଜ୍ୟ ସରକାର ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ିଭୁତ ଏବଂ ଶାଣିତ କରିବା ନିମନ୍ତେ ପଦକ୍ଷେପ ଆରମ୍ଭ କରିଛନ୍ତି ।  ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧିତ ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏ ବିଷୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ନିଆଯାଇଛି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର...

ସରକାରୀ ବୈଠକରେ ମାଣ୍ଡିଆ ସ୍ନାକ୍ସ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଆୟୋଜିତ ବୈଠକ ଏବଂ ସମ୍ମିଳନୀରେ ମାଣ୍ଡିଆରୁ ପ୍ରସ୍ତୁତ ସ୍ନାକ୍ସ ପରିବେଷଣ କରିବା ଦିଗରେ ବିଚାର କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିଂଦ କୁମାର ପାଢ଼ୀ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ସଚିବଙ୍କୁ ପତ୍ର ଲେଖିଛନ୍ତି । ପୁଷ୍ଟିରେ ଭରପୂର ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ଖୁରୁମା, ନିମିିକି, ସେଉ, ପିଠା,...

Empowering Disaster Management Capacity

0

Bhubaneswar: Considering the changing climatic scenario, Odisha Government has  decided to further strengthen the disaster management capacity of the State with latest modern equipment and intensive training to the front line organizations like ODRAF and Fire Service Units. Pradeep Jena, Development Commissioner and SRC spelt out the planning and discussions in the meeting showed that around Rs. 400 crore would...

ସମ୍‌ରେ ସୁସ୍ଥ ହେଲା ପୋଡି ଯାଇଥିବା ଶିଶୁ

0

ଭୁବନେଶ୍ୱର : ଏକ ଦୁର୍ଘଟଣାର ଶିକାର ହୋଇ ଶରୀରର ୩୦ ପ୍ରତିଶତ ପୋଡି ହୋଇଯାଇଥିବା ଏକ ୪ ବର୍ଷର ଶିଶୁ କନ୍ୟା ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛି । ହସ୍ପିଟାଲ୍‌ର ବର୍ନ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସଫଳ ଚିକିତ୍ସା ଯୋଗୁଁ ଶିଶୁଟି ସୁ୍‌ସ୍ଥ ହୋଇ ଘରକୁ ଫେରିଛି । ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ ନାମକ ଏହି ଶିଶୁ କନ୍ୟାଟିର ଏକ ଦୁର୍ଘଟଣାରେ ମୁହଁ, ବେକ ଓ ଶରୀରର ଉପର ଭାଗର ୩୦ ପ୍ରତିଶତ ପୋଡି ହୋଇଯାଇଥିବା ବେଳେ ତାଙ୍କ...

ରେଳପ୍ରକଳ୍ପକୁ ମିଳୁନି ଜଙ୍ଗଲ ଅନୁମତି

0

ଭୁବନେଶ୍ୱର : କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ପ୍ରଦାନ କରୁନଥିବାରୁ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳପଥ କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି । ମୋଟ୍‍ ୩୦୧ କିଲୋମିଟର ଦୈର୍ଘ୍ୟ ଏହି ରେଳପଥ ମଧ୍ୟରୁ ୯୧ କିଲୋମିଟର ଦୈର୍ଘ୍ୟ ଖୋର୍ଦ୍ଧାରେଡ-ନୂଆଗାଁରେ ରେଳ ଚଳାଚଳ କରୁଥିବାବେଳେ ୨୦୨୩ ମାର୍ଚ୍ଚ ସୁଦ୍ଧା ନୂଆଗାଁ ରୁ ଦଶପଲ୍ଲା ମଧ୍ୟରେ ରେଳ ଚଳାଚଳ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ତେବେ ଦଶପଲ୍ଲା ଠାରୁ ବୁଗୁଡା ପର୍ଯ୍ୟନ୍ତ ଥିବା ୧୫ କିଲୋମିଟର ରେଳପଥ କାର୍ଯ୍ୟ ଧିମେଇ ଯାଇଛି ।...

ବାବୁଙ୍କ ମନୋଭାବ ଯୋଗୁଁ ମାମଲା ବଢୁଛି

0

ଭୁବନେଶ୍ୱର : ଅନୁକମ୍ପାମୂଳକ ନିଯୁକ୍ତି ସମ୍ପର୍କରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଏକାଧିକ ମାମଲାରେ ସ୍ପଷ୍ଟ ରାୟ ଦେଇସାରିଥିଲେ ମଧ୍ୟ ସରକାରଙ୍କ ବିରୁଦ୍ଧରେ ମୋକଦ୍ଦମା ରୁଜୁକରି ଅଦାଲତରୁ ନିର୍ଦ୍ଦେଶ ନଆଣିଲେ ନିଯୁକ୍ତି ମିଳିବନାହିଁ ବୋଲି ଚାକିରି ପ୍ରତ୍ୟାଶୀଙ୍କୁ ରୋକଠୋକ୍‍ ଭାବେ ବିଭାଗୀୟ କର୍ତ୍ତୃପକ୍ଷ ଶୁଣାଉଥିବାରୁ ଏ ସଂକ୍ରାନ୍ତୀୟ ମାମଲା ସଂଖ୍ୟା ବଢିବାରେ ଲାଗିଛି । ୧୯୯୦ ମସିହାରେ ପ୍ରଣୟନ କରାଯାଇଥିବା ଅନୁକମ୍ପାମୂଳକ ନିଯୁକ୍ତି ଆଇନରେ ବ୍ୟାପକ ସଂଶୋଧନ ଆଣି ରାଜ୍ୟ ସରକାର ୨୦୨୦ରେ ନୂଆ ଆଇନ୍‍ ଜାରି କରିଛନ୍ତି । ଆଗରୁ ଯେତେସବୁ ଅନୁକମ୍ପାମୂଳକ ନିଯୁକ୍ତି...

KRB Rail Miss Forest Signal

0

Bhubaneswar: The much-awaited Khurda Road-Bolangir (KRB) Railway line project is being delayed due to non-issue of Stage-I forest clearance by the Union Government. Out of the total length of 301 km of the Khurda Road-Bolangir new railway project, 91 km from Khurda Road to Nuagaon has been commissioned while work is in progress from Nuagaon to Daspalla (91 km to...

Susanta Nanda; New PCCF Nodal

0

Bhubaneswar: Veteran IFS Officer, Susanta Nanda has been appointed as Principal Chief Conservator of Forests (PCCF) Nodal in Odisha. State Government has notified the new assignment of 1989 Batch IFS Officer Mr.Nanda here on 20 September. Mr.Nanda has also given additional charge of Chief Executive of Chilika Development Authority (CDA). He has also been assigned additional job of Project Director ICZMP Odisha. Mr.Nanda...

୩ ମାସରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ସମସ୍ୟା ସମାଧାନ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଅପରାହ୍ନରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ, ଫୁଡ ପାର୍କ, ଆଇ.ଆଇ.ଡି ଖୋର୍ଦ୍ଧା ଓ ଜୟମଙ୍ଗଳ ଶିଳ୍ପାଞ୍ଚଳ ପ୍ରଭୃତି ଗସ୍ତ କରି ଶିଳ୍ପଦ୍ୟୋଗୀ, କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି । ଆଲୋଚନା ପରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ସମସ୍ତ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ପାଇଁ ଶିଳ୍ପ ବିଭାଗ ଓ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା ଶିଳ୍ପାଞ୍ଚଳର ପ୍ରାୟ ୫୦...

Jay Floats Cultivation Theory

0

Bhubaneswar: Ahead of the BJP National President JP Nadda’s visit to Odisha, Leader of Opposition lJayanarayan Mishra on Tuesday floated paddy cultivation theory while briefing media persons about BJP’s preparation for Mission 2024.   Comparing the election preparation with the cultivation of paddy crop, Shri Mishra, who comes from a farmer background, said, “Crop can be cultivated in one single...