ରାଜସ୍ୱ ସଂଗ୍ରହ ୧,୬୨,୦୦୦ କୋଟି ଛୁଇଁବ
ଭୁବନେଶ୍ୱର : ନିଜସ୍ୱ ଟିକସ ରାଜସ୍ୱ ଆଦାୟର ଯେଉଁ ହାର ଜାରି ରହିଛି ଓ ଯେଭଳି ଭାବେ କେନ୍ଦ୍ରୀୟ ଭାଗ ଆସୁଛି ସେଥିରୁ ୨୦୨୨-୨୩ ବର୍ଷରେ ମୋଟ୍ ୧,୬୨,୦୦୦ କୋଟି ଟଙ୍କାର ରାଜସ୍ୱ ମିଳିବ ବୋଲି ଓଡିଶା ଆଶା ରଖିଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ନିଜସ୍ୱ ଟିକସ ରାଜସ୍ୱ ଆଦାୟ ୯୩,୦୦୦ କୋଟି ଛୁଇଁବ ବୋଲି ଆଶା କରାଯାଉଥିବାବେଳେ କେନ୍ଦ୍ରରୁ ୬୯,୦୦୦ କୋଟି ଟଙ୍କା ମିଳିଯିବ । ନଭେମ୍ବର ମାସ ସୁଦ୍ଧା ରାଜ୍ୟର ଆର୍ଥିକ ସ୍ଥିତି ଏହି ଦିଗକୁ ସୂଚିତ କରୁଛି...
CM Lauds Tribal Students
Bhubaneswar: Chief Minister Naveen Patnaik on Friday said that the children of Odisha are not less talented or below anyone. Inaugurating the Sargiful festival here, he exhorted the tribal students to continue with a competitive attitude. Motivating the children in this unique program of schools under the SC & ST Development Department, the Chief Minister said that children of Odisha are...
Enforcement Drive on Spurious Drugs
Bhubaneswar: Secretary Health & Family Welfare Shalini Pandit has directed the enforcement squads to intensify the enforcement machinery. She has asked the authorities to intensify enforcement in coordination of other State Governments through appropriate authority for breaking the supply chain and completion of formalities for legal action against the fraudsters. In the continued drive against the sale of spurious drugs by...
Covid Norms Back In State
Bhubaneswar: In view of rise in Covid-19 cases in foreign countries, the State Government has advised the people to follow Covid appropriate behaviour voluntarily. After holding a meeting to review the Covid situation in the State, Secretary Health & Family Welfare, Shalini Pandit said all people should have to adhere to Covid appropriate behaviour like use of mask, hand washing, avoid spitting...
Guv Bats For Values
Bhubaneswar: Personal values and principles can provide students with a foundation for success in learning, said Governor and Chancellor of Utkal University, Ganeshi Lal, here on Friday. Addressing a hall full of academics, intellectuals, scholars, and students at the 52nd Convocation of Utkal University, Professor Lal urged the awardees to introspect about the values and principles that they stand for. Stressing...
ସର୍ବେକ୍ଷଣ ଓ ପରୀକ୍ଷା ଉପରେ ଗୁରୁତ୍ୱ
ଭୁବନେଶ୍ୱର : କୋଭିଡ୍-୧୯ ପୁଣିଥରେ କାୟା ବିସ୍ତାର କରୁଥିବାବେଳେ ଭାରତରେ ସେମିତି ପରିସ୍ଥିତି ଉପୁଜି ନାହିଁ । ରାଜ୍ୟରେ ଏବେ ସୁଦ୍ଧା ଏହାର ବିଶେଷ କିଛି ପ୍ରଭାବ ନାହିଁ । ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ୍-୧୯ ମହାମାରୀ ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ ପ୍ରଚଳିତ ବ୍ୟବସ୍ଥାର ପରିସର ବ୍ୟାପକ ଥିବାବେଳେ ଏବେ ଆଇସିଏମ୍ଆର୍ର ମାର୍ଗଦର୍ଶନ ଉପରେ...
ଭାଷା ଗୋଟିଏ ଜାତିର ଶ୍ରେଷ୍ଠ ସଂପଦ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଆ ‘ଭାଷା ଆଇନ’ ପୁସ୍ତକ ଉନ୍ମୋଚନ କରିଛନ୍ତି। ଓଡିଆ ଭାଷା ଆନ୍ଦୋଳନର ଆବାହକ ଶ୍ରୀ ପବିତ୍ର ମହାରଥାଙ୍କ ଦ୍ବାରା ସଂପଦିତ ତଥା ପ୍ରକାଶିତ ଏହି ପୁସ୍ତକରେ ୧୯୪୮ରୁ ୨୦୧୯ ପର୍ଯ୍ୟନ୍ତ ଓଡିଆ ସରକାରୀ ଭାଷା ଆଇନ ପ୍ରସ୍ତାବ ଠାରୁ ଆରମ୍ଭ କରି ସଂଶୋଧିତ ଦଣ୍ଡବିଧାନ ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଧେୟକ, ଅଧିନିୟମ, ବିଜ୍ଞପ୍ତି, ନଥି ଓ ଚିଠିପତ୍ର ସ୍ଥାନିତ ହୋଇଛି। ପୁସ୍ତକଟିରେ ସମୁଦାୟ ୨୦ଟି ବିଷୟ ସ୍ଥାନିତ ହୋଇଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ...
କଟକ ଏବଂ ବରଗଡରୁ ନକଲି ଔଷଧ ଜବତ
ଭୂବନେଶ୍ବର : ନକଲି ଔଷଧ ବିରୁଦ୍ଧରେ ରାଜ୍ୟବ୍ୟାପୀ ଲଢେଇ ଜାରି ରହିଛି । ଏହି କ୍ରମରେ ଆଜି କଟକ ଓ ବରଗଡର ଦୁଇଟି ଗୋଦାମରୁ ନକଲି ଔଷଧ ଜବତ କରାଯାଇଛି । ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ୍ କହିଥିଲେ ଯେ ସନ୍ଦେହାତ୍ମକ ଔଷଧ ପ୍ରସ୍ତୁତିରେ ଲିପ୍ତ ସଂସ୍ଥାକୁ ଔଷଧର ପରୀକ୍ଷା ବିବରଣୀ ସହ ସବିଶେଷ ତଥ୍ୟ ଦେବା ପାଇଁ କୁହାଯାଇଥିଲା । ତାଙ୍କଠାରୁ ମିଳିଥିବା ତଥ୍ୟର ବୈଧତା...
ସବୁଠୁ ଭରସାଯୋଗ୍ୟ ଉତ୍ସ ଗଣମାଧ୍ୟମ
ଯାଜପୁର : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଯାଜପୁର ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି। ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ‘‘ବାର୍ତ୍ତାଳାପ’’ କର୍ମଶାଳା ତୃଣମୂଳ ସ୍ତରରେ ଲୋକମାନଙ୍କ ନିକଟରେ ପହଞ୍ଚିବା ଲାଗି ଗଣମାଧ୍ୟମ ଏବଂ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ଏକ ମାଧ୍ୟମ। କର୍ମଶାଳାରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣମାଧ୍ୟମର...
Tech For Facial Recognition
New Delhi: Minister of State for Electronics and Information Technology, Rajeev Chandrasekhar has said that the policies of the Union Government are aimed at ensuring an Open, Safe and Trusted and Accountable Internet for its users. Shri Chandrasekhar in a written reply to a question in Rajya Sabha today said that with the expansion of the Internet, more and...








