State Asks For Vax Intensification

0

Bhubaneswar: With the Covid cases starting rising in Odisha, the State Government on Thursday asked all collectors and municipal commissioners to intensify vaccination of 18-59 age group on campaign mode from Friday. Chief Secretary SC Mahapatra has given this instruction to the officers while holding a high-level review meeting on Covid-19 situation in the state through virtual mode this evening. Taking...

ହ୍ୟାକରଙ୍କ ୪୧୮୨ ଆଇପି ବ୍ଲକ

0

ଭୁବନେଶ୍ୱର : ସାଇବର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଗତ ମଇ ମାସରେ ପ୍ରତିଷ୍ଠା ହୋଇଥିବା ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର ଦ୍ୱାରା ବର୍ତ୍ତମାନ ସୁଦ୍ଧା ୪୧୮୨ଟି ସନ୍ଦେହଜନକ ଆଇପି ଠିକଣାକୁ ଚିହ୍ନଟ କରାଯିବା ସହିତ ତାହାକୁ ‘ବ୍ଲକ୍‍’ କରାଯାଇଛି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର ଚଳିତବର୍ଷ ମଇ...

ମୁଣ୍ଡପିଛା ଆୟ ବାର୍ଷିକ ୧ଲକ୍ଷକୁ ଟପିଛି

0

ଭୁବନେଶ୍ୱର : ରାଜ୍ୟରେ ବାର୍ଷିକ ହାରାହାରି ମୁଣ୍ଡ ପିଛା ଆୟ ୧ ଲକ୍ଷ ଟଙ୍କାକୁ ଟପିଛି । ଗତ ୨୦ବର୍ଷ ମଧ୍ୟରେ ମୁଣ୍ଡପିଛା ଆୟ ୯୬ ହଜାର ଟଙ୍କାରୁ ଅଧିକ ବୃଦ୍ଧି ପାଇଥିବା ବିଧାନସଭାରେ ସୂଚନା ଦିଆଯାଇଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୦୦-୦୧ ବର୍ଷରେ ରାଜ୍ୟର ବାର୍ଷିକ ମୁଣ୍ଡପିଛା ଆୟ ୧୨,୬୯୮ ଟଙ୍କା ଥିବାବେଳେ...

୨୨ଲକ୍ଷ ୪୬ହଜାର ହେକ୍ଟର ଜମି ଜଳସେଚିତ

ଭୁବନେଶ୍ୱର : ରାଜ୍ୟରେ ୬୧ଲକ୍ଷ ୮୦ ହଜାର ହେକ୍ଟରରୁ ଅଧିକ ଚାଷପଯୋଗୀ ଜମି ଥିବାବେଳେ ଇତିମଧ୍ୟରେ ୨୨ଲକ୍ଷ ୪୬ ହେକ୍ଟରରୁ ଅଧିକ ଜମିରେ ଜଳ ସେଚନ ସୁବିଧା କରାଯାଇଛି । ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଶ୍ରୀମତୀ ସାହୁ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ୬୧,୮୦,୨୪୬ ହେକ୍ଟର ଚାଷ ଜମି ଥିବାବେଳେ ସେଥିମଧ୍ୟରୁ ବୃହତ୍‍ ଓ ମଧ୍ୟମ ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ...

ରକ୍ଷକ ଯୋଜନାରେ ୪୦ଲକ୍ଷ ଖର୍ଚ୍ଚ

0

ଭୁବନେଶ୍ୱର : ରକ୍ଷକ ଯୋଜନାରେ ୮ ମାସ ମଧ୍ୟରେ ୪୦ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ ହେଲାଣି । ଏହି ଅର୍ଥରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କୁ ବଞ୍ଚାଇବା ଲାଗି ବିଭିନ୍ନ ବର୍ଗର ଲୋକଙ୍କୁ ତାଲିମ ଦିଆଯାଇଛି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରକ୍ଷକ ଯୋଜନା ୨୦୨୧ ନଭେମ୍ବର ୧୦ ତାରିଖରେ ଆରମ୍ଭ ହୋଇଥିଲା । ଦୁର୍ଘଟଣାରେ...

ଲିଭର ପ୍ରତିରୋପଣ ପାଇଁ ବୁଝାମଣା

0

ଭୁବନେଶ୍ୱର : ଶିଶୁମାନଙ୍କ କ୍ଷେତ୍ରରେ ଲିଭର ପ୍ରତିରୋପଣ କରିବା ପାଇଁ ଆଜି ବେଙ୍ଗାଲୁରୁର ଆସ୍ତର ସିଏମ୍‌ଆଇ ହସ୍ପିଟାଲ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ ଆସ୍ତର ସିଏମ୍‌ଆଇ ହସ୍ପିଟାଲ ପକ୍ଷରୁ ଆଞ୍ଚଳିକ ନିର୍ଦ୍ଦେଶକ ଡା. ନିତିଶ ସେଟ୍ଟି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଡିଏମ୍‌ଇଟି ଡା. ରମାରମଣ ମହାନ୍ତି ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି...

8970 Cr DMF Funds Unspent

0

Bhubaneswar: Planning & Convergence Minister Rajendra Dholakia has admitted that the District Mineral Foundations (DMF) fund of Rs 8970.88 crore collected in all 30 districts of Odisha has remained unspent till May, 2022. Mr.Dholkia presented a written statement in the Odisha Legislative Assembly here on Thursday in this regard. District Mineral Foundations have been constituted in each district of the State...

Uproar Over Murmu Remark

0

Bhubaneswar: Odisha Legislative Assembly on Thursday witnessed uproar over Congress Spokesperson Ajoy Kumar's alleged remarks against NDA Presidential candidate Droupadi Murmu. The pre-lunch session of the House was completely washed away due to strong protest by BJP Members. As soon the House assembled for the day at 10.30 AM, Opposition BJP Members with holding placards raised anti-Congress slogans and trooped into...

ଦ୍ରୌପଦୀଙ୍କ ବିରୁଦ୍ଧରେ ମନ୍ତବ୍ୟକୁ ନେଇ ଗୃହ ଅଚଳ

ଭୁବନେଶ୍ୱର : ଏନ୍‍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ କଂଗ୍ରେସ ନେତା ଦେଇଥିବା ଟିପ୍ପଣିକୁ ବିରୋଧିକରି ବିଜେପି ସଦସ୍ୟମାନେ ଆଜି ଗୃହରେ ହଟଗୋଳ କରିବାରୁ ବିଧାନସଭାର ପ୍ରଥମାର୍ଦ୍ଧ ଏକ ପ୍ରକାର ଅଚଳ ରହିଛି । ଏହି ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃ ମଧ୍ୟଭାଗରେ ହଟଗୋଳ କରିବା ଯୋଗୁଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି । ଆଜି ପ୍ରଶ୍ନକାଳ ଆରମ୍ଭ ମାତ୍ରେ ବିଜେପି ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ...

ବୋଲବମକୁ କରୋନା ଭୟ

0

ଭୁବନେଶ୍ୱର : ରଥଯାତ୍ରା ପରେ ଓଡ଼ିଶାରେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଶ୍ରାବଣ ମାସରେ ବୋଲବମ୍‍ ଯାତ୍ରା ଯୋଗୁଁ ସ୍ଥିତି ଅଧିକ ଗମ୍ଭୀର ହେବାର ଆଶଙ୍କା ରହିଛି । ଏ ପରିପ୍ରେକ୍ଷୀରେ ଏବେଠାରୁ ପ୍ରତିକାରାତ୍ମକ ବ୍ୟବସ୍ଥାକୁ କଡାକଡି କରାନଗଲେ ଆଗାମୀ ଦିନରେ ସ୍ଥିତି ବିଗିଡିପାରେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି । ପଶ୍ଚିମବଙ୍ଗ, ତାମିଲନାଡୁ, ମହାରାଷ୍ଟ୍ର, ଦିଲ୍ଲୀ ଆଦି ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହି ରାଜ୍ୟଗୁଡିକ ସହ ଓଡ଼ିଶାକୁ ଆକାଶ, ସଡକ ଓ ରେଳପଥରେ ବହୁ...