Duty Cut On Edible Oil

0

New Delhi: The Central Board of Indirect Taxes and Customs (CBIC) has extended existing concessional import duties on specified edible oils up to 31 March, 2023. The move is aimed at increasing domestic supply and keeping prices under control. The concessional customs duty on edible oil import has been extended by another 6 months, which means that the new deadline will now be...

Food Stock Comfortable; Center

0

New Delhi: The retail and wholesale prices of wheat and rice reported a decrease and prices of wheat atta remained stable during last week. During last two years prices of wheat and rice has gone up more or less corresponding to the MSP increase during the relevant years. During 2021-22 the prices were comparatively on lower side because approximately 80...

ଗାନ୍ଧୀଙ୍କ ଅହିଂସା ମନ୍ତ୍ରରେ ଦୀକ୍ଷିତ ପାଇଁ ଆହ୍ୱାନ

0

ଭୁବନେଶ୍ୱର : ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସ୍ୱାଧିନତା ର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ୱରାଜର ମହୋତ୍ସବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ପରିସରରେ ପବିତ୍ର ଅଶ୍ବତ୍ଥ ବୃକ୍ଷକୁ ସ୍ୱରାଜ ବୃକ୍ଷ ଭାବରେ ରୋପଣ କରିଛନ୍ତି । ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପବିତ୍ର ମାଟି ଓ ଜଳ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ସ୍ୱରାଜ...

ଓଡ଼ିଶାରୁ କେହି ନାହାନ୍ତି କଂଗ୍ରେସ ସଭାପତି

0

ଭୁବନେଶ୍ୱର : କଂଗ୍ରେସ ସଂଗଠନ ଜନ୍ମ ନେବାର ୧୩୭ବର୍ଷ ମଧ୍ୟରେ ଓଡ଼ିଶାରୁ ଏଯାବତ୍‍ ଜଣେ ହେଲେ କେହି ଅଖିଳ ଭାରତ କଂଗ୍ରେସ କମିଟିର ସର୍ବଭାରତୀୟ ସଭାପତି ହୋଇପାରି ନାହାନ୍ତି । ଦୁଇ ଦଶନ୍ଧି ପରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ପଦବୀ ଲାଗି ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଥିପାଇଁ ଓଡ଼ିଶାର କୌଣସି ଦଳୀୟ ନେତା ପ୍ରାର୍ଥୀ ମଧ୍ୟ ହୋଇନାହାନ୍ତି । ତେବେ ପ୍ରାକ୍‍ ସ୍ୱାଧୀନତା କାଳରେ ଓ ସ୍ୱାଧୀନତା ପ୍ରାପ୍ତି ପରେ ଓଡ଼ିଶାର କେତେକ ନେତା କଂଗ୍ରେସ ସଂଗଠନର ଜାତୀୟ ସ୍ତରରେ ବିଭିନ୍ନ...

ପ୍ରକୃତ ଚାଷୀଙ୍କୁ ରେକର୍ଡରେ ଦରଜ କର

0

ଭୁବନେଶ୍ୱର : ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ପ୍ରକୃତ ଚାଷୀଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ୟ ଥିବାବେଳେ ଏମାନଙ୍କ ନାମ ରେକର୍ଡ ଅଫ୍‍ ରାଇଟ୍‍ରେ ଦରଜ ପାଇଁ ରାଜ୍ୟ ସରକାର ଜିଲ୍ଲପାଳମାନଙ୍କୁ କହିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ମର୍ମରେ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି । ରାଜ୍ୟର ବିଭିନ୍ନ ତହସିଲରେ ଜମି ମାଲିକଙ୍କ ଚୂଡାନ୍ତ ରେକର୍ଡ ଅଫ୍‍ ରାଇଟ୍‍ସ ତାଲିକା ୧୯୬୦ ଓ ୧୯୯୦ ରେ ହୋଇଥିବା ବନ୍ଦୋବସ୍ତରେ ପ୍ରକାଶ ପାଇଥିଲା ଏବଂ...

No Naming; Only Criticism

0

Bhubaneswar: 29 September, 2022 could be a memorable day for the politicians in Odisha as both the ruling BJD and Opposition BJP held separate congregations. There were many similarities and differences in both the events as well. The Opposition Bharatiya Janata Party (BJP) which was all along considered as a friendly opposition attempted to give a message to the...

State Asks For Tenant Listing

Bhubaneswar: In an aim to extend benefits of various welfare schemes to the actual tenant of land, the State Government has asked all Collectors to update the name of the actual tenant in Record of Rights (RoR). Satyabrata Sahu, Additional Chief Secretary (ACS), Revenue & Disaster Management Department has written a letter to all Collectors for this purpose. In many Tahasils...

GST Up By 13 PC

0

Bhubaneswar: Odisha has recorded a growth of 13 per cent in collection of Goods and Services Tax (GST) during the month of September 2022 against the collection of September 2021.   According to official data released by the Ministry of Finance on Saturday, the State has collected total GST revenue of Rs 3,765 crore during last month while it has...

ସବୁ ଜିଲ୍ଲାରେ ହେବ ଫିଜିଓଥେରାପି ସେଣ୍ଟର

0

ଭୁବନେଶ୍ୱର : ବରିଷ୍ଠ ନାଗରିକମାନଙ୍କ ପାଇଁ ରାଜ୍ୟର ସବୁ ଜିଲ୍ଲାରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ ସୁବିଧା ସହ ଫିଜିଓଥେରାପି ସେଣ୍ଟରମାନ କାର୍ଯ୍ୟ କରିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ର ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ସାମାଜିକ ସୁରକ୍ଷା ଭତ୍ତା ହିତାଧିକାରୀଙ୍କ ମଧ୍ୟରେ ପ୍ରାୟ ୩୦ ଲକ୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକ ରହିଛନ୍ତି । ଆଜି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ...

ପୂଜା ପୂର୍ବରୁ ଜୋରଦାର ଅବକାରୀ ଧରପଗଡ

0

ଭୁବନେଶ୍ୱର : ଦଶହରାର ଅବ୍ୟବହିତ ପୂର୍ବରୁ ରାଜ୍ୟରେ ଅବକାରୀ ଧରପଡଗ ଜୋରଦାର ହୋଇଛି । ପାର୍ବଣ ସମୟରେ ଯେଭଳି ବେଆଇନ୍‍ ନିଶା କାରବାର ନହୁଏ ସେଥିପାଇଁ ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶରେ ସମଗ୍ର ରାଜ୍ୟରେ ଅବକାରୀ ଅଧିକାରୀମାନେ ଚଢଉକୁ ଜୋରଦାର କରିଛନ୍ତି । ସେପ୍ଟେମ୍ବର ୨୧ ରୁ ୩୦ ତାରିଖ ମଧ୍ୟରେ ରାଜ୍ୟରେ ଅବକାରୀ ଅଧିକାରୀମାନେ ଚଳାଇଥିବା ଚଢଉ ସମୟରେ ୧୫୪ ନାର୍କୋଟିକ୍ସ ମାମଲା ସହିତ ନକଲି ବିଦେଶୀ ମଦ ଜବତ ହୋଇଛି । ଏହି ଚଢଉ ସମୟରେ ୨୪୮୪...