ଅଗ୍ନିବୀର ପାଇଁ ଅନ୍‌ଲାଇନ୍‌ ପଞ୍ଜିକରଣ

0

ଭୁବନେଶ୍ୱର : ଅଗ୍ନିବୀର ଯୋଜନାରେ ନିଯୁକ୍ତି ନିମନ୍ତେ ଅନ୍‌ଲାଇନ୍‌ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଜ୍ଞପ୍ତିରେ ଦିଆଯାଇଥିବା ବିଭିନ୍ନ ବୟସ ବର୍ଗର ଯୋଗ୍ୟ ଆଶାୟୀମାନେ ସାଧାରଣ ପ୍ରବେଶିକା ପରୀକ୍ଷାରେ ଯୋଗଦେବା ପାଇଁ ଅନ୍‌ଲାଇନ୍‌ରେ ଚଳିତ ଫେବୃଆରୀ ୧୬ରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ www.joinindianarmy.nic.in ୱବ୍‌ସାଇଟ୍‌ରେ ଆବେଦନ କରିପାରିବେ । ପଞ୍ଜିକରଣ ପ୍ରକ୍ରିୟା ଏବଂ ଅଗ୍ନିବୀର ନିଯୁକ୍ତି ଯୋଜନାରେ ଆବେଦନର ଭିଡ଼ିଓ www.joinindianarmy.nic.in ୱବ୍‌ସାଇଟ୍‌ରେ ଉପଲବ୍ଧ ରହିଛି । ଚଳିତ ବର୍ଷଠାରୁ ଅଗ୍ନିବୀର ନିଯୁକ୍ତି ପ୍ର୍ରକି୍ରୟାରେ ପରିବର୍ତ୍ତନ କରାଯାଇଛି । ପ୍ରଥମେ ଆଶାୟୀଙ୍କୁ କମ୍ପୁ୍ୟଟର...

Paradip Port To Turn H2 Hub

0

Mumbai: Paradip Port Authority under the Green Shipping and Green Shipping initiative of MIV 2030 has implemented and initiated various activities that would help in reducing the GHG (Green House Gases) emissions from the Port and Shipping sector. Paradip Port and two other Major Ports have initiated action and will be Hydrogen Hubs and help in achieving the targets set...

Books For Young Mind

0

Bhubaneswar: Two alumni of Siksha ‘O’ Anusandhan (SOA) have authored books to help graduates navigate through the professional world and find their feet in a highly competitive environment. ‘Corporate Brahmastra’, authored by Arvind Das and published by Aelin Publishers, is a book which encourages students passing out from universities and institutions to be skilled first and move with the times...

House Begins On Stormy Note

0

Bhubaneswar: The Budget Session of Odisha Legislative Assembly began with a stormy note on Tuesday with Opposition BJP and Congress created a ruckus in the House over Minister Naba Kisore Das’s murder case and staged walk out during Governor’s address. Both the opposition parties also criticised the BJD Government over the assassination of Minister in his home constituency of Jharsuguda...

ସୋଆ ପକ୍ଷରୁ ଛତୁଚାଷ ପ୍ରଶିକ୍ଷଣ ଶିବିର

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ଚନ୍ଦକା ପଂଚାୟତ କୁଜିମହଲ ଠାରେ ଉନ୍ନତ ଭାରତ ଯୋଜନା ପରିପ୍ରେକ୍ଷୀରେ ଏକ ଛତ୍‌ୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଦଶ ଜଣ ଚାଷୀ ଓ ଏନଏସ୍‌ଏସ୍‌ର ସ୍ୱେଚ୍ଛା ସେବୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏବଂ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଯୋଗ ଦେଇ ଏହି...

ଆରମ୍ଭରୁ ହଟଗୋଳ, ଧାରଣା ଓ କକ୍ଷତ୍ୟାଗ

0

ଭୁବନେଶ୍ୱର : ଚଳିତ ବଜେଟ୍‍ ଅଧିବେଶନର ଆଜି ପ୍ରଥମ କାର୍ଯ୍ୟଦିବସରୁ ବିଧାନସଭାରେ ବିରୋଧି ସଦସ୍ୟଙ୍କ ଗୃହ ମଧ୍ୟଭାଗରେ ହଟଗୋଳ, ଧାରଣା ଓ କକ୍ଷତ୍ୟାଗ ଦେଖିବାକୁ ମିଳିଥିଲା । ଉଭୟ ବିଜେପି ଓ କଂଗ୍ରେସ ଏଭଳି ପ୍ରଦର୍ଶନ କରିଥିବାବେଳେ ଶାସକ ବିଜେଡି ସଦସ୍ୟମାନେ କିନ୍ତୁ ନିଜ ନିଜ ଆସନରେ ଶାନ୍ତ ଭାବେ ବସି ରହିଥିଲେ । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ...

Mantra For PRI Members

0

Bhubaneswar: Chandra Shekhar Kumar, Additional Secretary, Ministry of Panchayati Raj, Government of India has said that constant efforts are taken up to sensitize Members of Panchayati Raj Institutions (PRI) about achievement of Major Goals under Sustainable Development Goals(SDG). Dr.Kumar was addressing the National Workshop on Localization of Sustainable Development Goals in Gram Panchayats through Adopting Thematic Approaches. He elaborated that this...

Adivasi Mela Open

0

Bhubaneswar: Chief Minister Naveen Patnaik inaugurated the Adivasi Mela and Sanskrutika Utsav-2023 this evening. This Festival will continue till 1 March. On this occasion  Jagannath Saraka, Minister, ST & SC Development and Law, Pradeep Majhi, Advisor, Special Development Council, Mayor, BMC, Sulochana Das, Chief Advisor to CM R. Balkrishnan and Secretary to CM, V K Pandian graced the occasion. Secretary,...

More Teachers For HE

0

Bhubaneswar: As many as 914 Asst professors and lecturers today joined various colleges in the state. While 321 Lecturers joined the Teachers Training Colleges, 126 Lecturers joined in Government Colleges and 467 numbers of Lecturers joined in various Aided Non-Government Colleges.  An orientation program for the new college teachers were organized at the state convention centre in Lok Seva...

ବଢୁଛି ବିଶ୍ୱବିଦ୍ୟାଳୟ ଦାବି

0

ଭୁବନେଶ୍ୱର : କେନ୍ଦୁଝର ଓ କୋରାପୁଟ ଜିଲ୍ଲାର ଦୁଇଟି କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବାପାଇଁ ରାଜ୍ୟ ସରକାର ଘୋଷଣା କରିବାପରେ ଏବେ ଅନ୍ୟୁନ ଆଉ ୧୦ଟି ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ଲାଗି ଦାବି ଜୋରଦାର ହୋଇଛି । ପୂର୍ବରୁ ରାଜ୍ୟ ସରକାର ରମାଦେବୀ ମହିଳା କଲେଜକୁ ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟରେ ପରିଣତ କରିଛନ୍ତି । ରେଭେନ୍ସା, ଖଲିକୋଟ, ଗଙ୍ଗାଧର ମେହେର, ରାଜେନ୍ଦ୍ର ଓ ଭବାନୀପାଟଣା କଲେଜକୁ ମଧ୍ୟ ବିଶ୍ୱବିଦ୍ୟାଳୟ କରାଯାଇଛି । ଏମିତିକି ମଧୁସୂଦନ ଆଇନ୍‍ କଲେଜକୁ ବି ସରକାର ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିସାରିଛନ୍ତି...