ଜବରଦଖଲ ଉଚ୍ଛେଦ କଥା ଭୁଲିଗଲେ

0

ଭୁବନେଶ୍ୱର : ମଶା ଦାଉରୁ ରକ୍ଷା ସହିତ ଜବରଦଖଲକାରୀଙ୍କ କବଳରୁ ସୁରକ୍ଷା ପାଇଁ କନଜରଭେନ୍ସିରୁ ଜବରଦଖଲ ଉଠାଇବା ପାଇଁ ବିଏମ୍‍ସିର ଘୋଷଣା ଏବେ ନାଲିଫିତା ତଳେ । ବିଏମ୍‍ସି କିମ୍ବା ସାଧାରଣ ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉନଥିବାରୁ କନଜରଭେନ୍ସିରେ ଜବରଦଖଲ ଦିନକୁ ଦିନ ବଢିବା ସହିତ ଏଠାରେ ଲକ୍ଷ ଲକ୍ଷ ଟଙ୍କାର ଜମି କିଣା ବିକା ବେଧଡକ ଭାବେ ଚାଲିଛି । ରାଜଧାନୀରେ ମଶାବଂଶ ବୃଦ୍ଧିର ଅନ୍ୟତମ କାରଣ କନଜରଭେନ୍ସିଂ ପାଲଟିଛି । ସରକାରୀ କ୍ୱାଟର୍ସ ପଛପଟେ ଥିବା ଏହି ଇଲାକାକୁ ଲୋକେ...

ବିଧାୟକ ଅତିଥିଭବନ ଏବେ ଭୂତକୋଠି

0

ଭୁବନେଶ୍ୱର : ବହୁ କୋଟି ଟଙ୍କା ବ୍ୟୟରେ ବିଧାୟକମାନଙ୍କ ପାଇଁ ପ୍ରାୟ ୧୨ବର୍ଷ ତଳେ ଶ୍ରୀକ୍ଷେତ୍ର ପୁରୀରେ ନିର୍ମାଣ କରାଯାଇଥିବା ଅତିଥି ଭବନକୁ ବ୍ୟବହାର କରିବା ପରିବର୍ତ୍ତେ ମନ୍ତ୍ରୀ ଓ ବିଧାୟକମାନେ ସର୍କିଟ୍‍ ହାଉସ୍‍ ଉପରେ ଅଧିକ ନିର୍ଭର କରୁଛନ୍ତି । ଫଳରେ ଯେଉଁ ଉଦ୍ଦେଶ୍ୟରେ ପୁରୀରେ ବିଧାୟକମାନଙ୍କ ଲାଗି ସ୍ୱତନ୍ତ୍ର ଅତିଥି ଭବନ ନିର୍ମାଣ କରାଯାଇଛି ତାହା ସଫଳ ହେଉନାହିଁ । ୨୦୦୯ ମସିହାରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ଏହି ବିଧାୟକ ଅତିଥି ଭବନ ସମୂଦ୍ର କୂଳରେ ପେଣ୍ଠକଟାଠାରେ ନିର୍ମାଣ...

ଓଡିଶାକୁ ୪୧ଟି ଖଣିଜ ପ୍ରକଳ୍ପ

0

ଭୁବନେଶ୍ୱର : ଖଣିଜ ସମ୍ପଦ ଭରା ରାଜ୍ୟ ଓଡିଶାକୁ ଗତ ୫ବର୍ଷ ମଧ୍ୟରେ ଏକାଧିକ ଖଣିଜ ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଛି । ଅତି କମ୍‍ରେ ୪୧ଟି ପ୍ରକଳ୍ପକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିବା ଜଣାଯାଇଛି । ୨୦୧୭-୧୮ ରେ ୨ଟି ଖଣିଜ ବ୍ଲକ ଘରୋଇ କ୍ଷେତ୍ରକୁ ମିଳିଥିବାବେଳେ ରାଷ୍ଟ୍ରାୟତ ସଂସ୍ଥାକୁ ଗୋଟିଏ ଖଣିଜ ପ୍ରକଳ୍ପ ପାଇଁ କେନ୍ଦ୍ରରୁ ସବୁଜ ସଙ୍କେତ ମିଳିଥିଲା । ୨୦୧୯-୨୦ ରେ ଓଡିଶାର ୨୩ଟି ଖଣିଜ ବ୍ଲକକୁ ଘରୋଇ କ୍ଷେତ୍ର ସପକ୍ଷରେ ଅନୁମୋଦନ ମିଳିଥିବାବେଳେ ରାଷ୍ଟ୍ରାୟତ ସଂସ୍ଥାକୁ...

ଜୟନାରାୟଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର

0

ଭୁବନେଶ୍ୱର : ବିଜେପି ବିଧାୟକ ତଥା ବିରୋଧୀ ଦଳର ନେତା ଶ୍ରୀ ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମ ସହ କଥା ହେବାବେଳେ କହିଛନ୍ତି ଯେ ତାଙ୍କ ପୂର୍ବରୁ ନେତାମାନେ ଶାସକ ଦଳ ଦ୍ୱାରା ପରିଚାଳିତ (ମାନେଜ୍‍ଡ) ହୋଇଥିଲେ କିନ୍ତୁ ସେ ସେଭଳି ହୋଇପାରିବେ ନାହିଁ; ତେଣୁ ଶାସକ ଦଳ ତାଙ୍କ ପଛରେ ପଡିଛନ୍ତି । ଏଭଳି ଅଭିଯୋଗ ପାଇଁ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ...

Political Heat On Rise

0

Bhubaneswar: January 29, 2023 has emerged as an important day for the state. Since then, the political mercury is on the rise after the assassination of a sitting Cabinet Minister Naba Kishore Das. Peaceful Odisha has witnessed sloganeering, demonstrations, agitations and effigy burning since the murder of a stalwart of ruling BJD allegedly by a policeman. Though the BJD leaders...

CM Padampur Visit On 19 Feb

0

Bhubaneswar: For the first time after completion of Padampur by-poll, Chief Minister Naveen Patnaik is scheduled to visit the Assembly segment tomorrow.  All eyes are on his visit, as there is a buzz in the political circle that CM may declare Padampur as a district. The Chief Minister would attend three public meetings at Padampur, Paikamal and Jharbandh tomorrow. Shri Patnaik...

Nod For Mine Projects

0

Bhubaneswar: At least 41 mining projects received nod of Government of India in Odisha during the past five years. While approval for two mineral blocks in the private sector was given in Odisha in 2017-18, one mining project of a PSU was given green signal. In 2019-20, Odisha received approval for 23 mining blocks in the private sector, while one mineral...

Eco Tourism In Mayurbhanj

0

Baripada: Chief Secretary Suresh Chandra Mohapatra Saturday said that ecotourism will be developed in Deo Dam, Khadkhai &  Similipal areas of Mayurbhanj. The Chief Secretary said this during his visit to Mayurbhanj district to review various projects. Mahapatra visited Karanjia and reviewed the progress of Deo Dam work there. The dam work has been completed and by next March the canal work...

529 Cr GST Compensation Soon

0

Bhubaneswar: The Union Government will soon release pending GST compensation of Rs 529 crore to the Odisha Government. This was decided at the 49th GST Council meeting held under the chairpersonship of Union Finance Minister Nirmala Sitharaman in New Delhi on Saturday. Since, there is no amount in the GST Compensation Fund, the Centre decided to release this amount from its...

Job Fraud Racket Busted

0

Bhubaneswar: The Economic Offence Wing (EOW) of Odisha Police has busted an Inter-State Job Fraud Racket, which was operating in 17 states including Odisha. Dharampal Singh, the Mastermind behind the fraud racket was arrested from Bihar, said Inspector General, EOW, Jai Narayan Pankaj here on Saturday. The job racket was operating by the name Gramin Rojgar Kalyan Sansthan in 17 states...