Sahu Takes Forest Charge
Bhubaneswar: An Able Mandarin, Satyabrata Sahu has taken over as Additional Chief Secretary(ACS) of the Department of Forest, Environment and Climate Change here on 3 April. 1991 Batch IAS Shri Sahu is known for faster implementation of programs with special emphasis on 5T Framework in Government Sector. Shri Sahu received warm welcome by the Senior IFS Officers of the Department of...
CM Leads Japan Delegation
Bhubaneswar: In a continuing effort to be the country's leading investment destination, a high- level delegation led by Naveen Patnaik, Chief Minister of Odisha, will be visiting Japan from 4 April 2023 to promote investment opportunities in Odisha. The delegation includes the Minister of Industries, MSME, and Energy Pratap Keshari Deb, Chief Secretary, P K Jena , Principal Secretary, Industries,...
ସମବାୟ ବ୍ୟାଙ୍କ ସଫଳତାର ଏକ ପ୍ରତୀକ
ଭୁବନେଶ୍ୱର : ସମବାୟ ଏକ ଚେତନା, ଯାହା ଆମ ସଂସ୍କୃତି ଓ ପରମ୍ପରାର ଆଧାର । ଆମ ଚିନ୍ତନ ଓ ମନନ ସକଳ କଲ୍ୟାଣ ପାଇଁ ଅଭିପ୍ରେତ । ସମବାୟ ଭାବନା ପିଣ୍ଡଠୁ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ପରିବ୍ୟାପ୍ତ । ସ୍ଥିତିକୁ ପ୍ରଭାବିତ କରେ ସାମୂହିକ ଭାବନା ଏବଂ ଏଥିରେ ଥାଏ ବ୍ୟକ୍ତି ଓ ଗୋଷ୍ଠୀର ଉତ୍ତରଣ । ପାରସ୍ପରିକ ଅନୁକୂଳତା ମାଧ୍ୟମରେ ପ୍ରଗତି ସମ୍ଭବ ଏବଂ ସମବାୟ ଏହାର ବାସ୍ତବାୟନ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ଆଜି ଲୋକସେବା ଭବନ...
ବଢୁଛି ନିଶା କାରବାର
ଭୁବନେଶ୍ୱର : ଚୋରା ନିଶା ସାମଗ୍ରୀର କାରବାର ବଢିବା ସହ ଗତ କିଛିବର୍ଷ ମଧ୍ୟରେ ସ୍ୱୀକୃତିପ୍ରାପ୍ତ ଲାଇସେନ୍ସଧାରୀ ମଦ ଦୋକାନ ଗୁଡିକରେ ବିଭିନ୍ନ କିସମର ନିଶାଦ୍ରବ୍ୟ ବିକ୍ରୟ ବୃଦ୍ଧି ପାଇଛି । ସରକାରୀ ତଥ୍ୟ ମୁତାବକ ୨୦୧୬-୧୭ ବର୍ଷରେ ଓଡ଼ିଶାରେ ବିକ୍ରୟ ପାଇଁ ୪୫୫ଲକ୍ଷ ୭୯ ହଜାର ଲଣ୍ଡନ ପ୍ରୁଫ ଲିଟର (ଏଲ୍ପିଏଲ୍) ଭାରତ ତିଆରି ବିଦେଶୀ ମଦ ଉଠାଯାଇଥିବାବେଳେ ୨୦୨୦-୨୧ ବର୍ଷରେ କରୋନା ସତ୍ତ୍ୱେ ୪୦୬ଲକ୍ଷ ୨୦ହଜାର ଏଲ୍ପିଏଲ୍ ଉଠାଣ ହୋଇଥିଲା । ୨୦୨୨-୨୩ ବର୍ଷର ଜାନୁୟାରୀ ପର୍ଯ୍ୟନ୍ତ ଲାଇସେନ୍ସ ପ୍ରାପ୍ତ ମଦଦୋକାନ...
କୋଚିଂ ସେଣ୍ଟର ପ୍ରତିଯୋଗିତା
ଭୁବନେଶ୍ୱର: ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ସରୁ ନସରୁଣୁ ବିଦ୍ୟାର୍ଥୀମାନଙ୍କୁ ଫୁର୍ସତ୍ ନଦେଇ ଏବେ ନିଜ କେନ୍ଦ୍ରକୁ ଟାଣିବା ପାଇଁ ବହୁ କୋଚିଂ ସଂସ୍ଥା ପ୍ରତିଯୋଗିତା ଚଳାଇଛନ୍ତି । ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଥିପାଇଁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସମ୍ପର୍କୀୟମାନଙ୍କୁ ଏମାନେ ଫୋନ୍ଯୋଗେ ଘନ ଘନ ଯୋଗାଯୋଗ କରିବା ସହ ସ୍ଥଳ ବିଶେଷରେ ଘରେ ବି ପହଞ୍ଚି ଯାଉଛନ୍ତି । ଇତିମଧ୍ୟରେ ଓଡ଼ିଶା ବୋର୍ଡ, ସିବିଏସ୍ଇ ଓ ଆଇସିଏସ୍ଇର ବୋର୍ଡ ପରୀକ୍ଷାମାନ ଶେଷ ହୋଇଛି ।...
Bio Bitumin For Roads
Nagpur: Union Minister of Road Transport and Highways, Nitin Gadkari has urged the scientists to do rural and agriculture oriented research by adopting the need based, regionwise as well as technology, research and entrepreneurship futuristic vision to make the country and the society prosperous. He was speaking as the Chief Guest in a seminar on Women In Science And...
Plea For Green Hydrogen
New Delhi: Secretary, MNRE, B S Bhalla said, “Creating policy mechanisms and regulatory frameworks along with establishing collaborations between countries, could accelerate a green hydrogen ecosystem. Developing consensus on a common framework for hydrogen certification would be extremely critical to enable global hydrogen trade. Achieving this will be of paramount importance as part of G20 deliberations and discussions, said...
ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପାଳିତ
ଭୁବନେଶ୍ୱର : ସ୍ୱପରାୟଣତା (ଅଟିଜିମ୍) ରହିଥିବା ଲୋକମାନଙ୍କୁ ସ୍ନାୟବିକ ସମସ୍ୟା କାରଣରୁ ସାମାଜିକ ଭାବବିନିମୟ ଏବଂ ଯୋଗାଯୋଗ ଅସୁବିଧା ହେଉଥିବାରୁ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ସଚେତନତା ଓ ବିଭିନ୍ନ ପଦକ୍ଷେପର ରୂପାୟନ ଦରକାର ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ବିଶ୍ୱ ଅଟିଜିମ୍ ସଚେତନତା ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ପକ୍ଷରୁ ଆଜି ସକାଳେ ଆୟୋଜିତ ଏକ ସଚେତନତା ରାଲିର ଶୁଭାରମ୍ଭ କରି ମନ୍ତ୍ରୀ...
New Tourism Policy Soon
Siliguri: Union Government is formulating a New Tourism Policy for the Country. Union Minister Tourism G Kishan Reddy has informed it in the Inaugural session of the Second Tourism Working Group Meeting under G20 hosted by the Ministry of Tourism was held at Siliguri, West Bengal today morning. Minister of State for Minority Affairs, John Barla. Raju Bista,...
ଜିଏସ୍ଟି ସଂଗ୍ରହରେ ୧୫.୧୪ ପ୍ରତିଶତ ଅଭିବୃଦ୍ଧି
ଭୁବନେଶ୍ୱର : ୨୦୨୩ ମସିହା ମାର୍ଚ୍ଚ ମାସରେ ଓଡ଼ିଶା ମୋଟ ଜିଏସ୍ଟି ବାବଦକୁ ୪୭୪୯.୦୨ କୋଟି ଟଙ୍କା ସଂଗ୍ରହ କରିଛି । ୨୦୨୨ ମସିହା ମାର୍ଚ୍ଚ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୪୧୨୪.୬୬ କୋଟି ଟଙ୍କା । ଏ କ୍ଷେତ୍ରରେ ଗତ ବର୍ଷର ମାର୍ଚ୍ଚ ମାସ ତୁଳନାରେ ୧୫.୧୪% ଅଭିବୃଦ୍ଧି ଘଟିଛି । ପୁନଶ୍ଚ ୨୦୨୩ ମସିହା ମାର୍ଚ୍ଚ ମାସର ମୋଟ ଜିଏସ୍ଟି ବାବଦକୁ ହୋଇଥିବା ସଂଗ୍ରହ ହେଉଛି ଦ୍ୱିତୀୟ ସର୍ବାଧିକ ସର୍ବକାଳୀନ ସଂଗ୍ରହ । ସେହିପରି ରାଜ୍ୟ ଜିଏସ୍ଟି (ଓଜିଏସ୍ଟି) ଓ...










