ମାଇଁ ୱାଲର୍ଡ ଅଫ୍ ୱାର୍ଡସ୍ ର ସଂସ୍କୃତ ଅନୁବାଦ ଲୋକାର୍ପିତ
ଭୁବନେଶ୍ୱର : ଶବ୍ଦ ହେଉଛି ବ୍ରହ୍ମ । ଶବ୍ଦବ୍ରହ୍ମର ଉପାସନା ହେଉଛି ଶୀର୍ଷସ୍ତରୀୟ ସାଧନା । ଯେଉଁମାନେ ଏହି ସାଧନାରେ ସିଦ୍ଧହସ୍ତ ସେମାନେ ଯୋଗଜନ୍ମା ଓ ଆମ ସମସ୍ତଙ୍କର ନମସ୍ୟ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନରେ ବରିଷ୍ଠ ପ୍ରଶାସକ ତଥା କବି ବିଷ୍ଣୁପଦ ସେଠୀଙ୍କ ଇଂରାଜୀ କବିତା ସଂକଳନ ‘ମାଇଁ ୱାଲର୍ଡ ଅଫ୍ ୱାର୍ଡସ୍’ର ସଂସ୍କୃତ ଅନୁବାଦ ‘ମମ ଶବ୍ଦବିଶ୍ୱମ୍’କୁ ଲୋକାର୍ପଣ କରି ରାଜ୍ୟପାଳ ପ୍ରଫେସର ଲାଲ କବି ଶ୍ରୀ ସେଠୀଙ୍କ ମନନ, ଚିନ୍ତନ ଓ...
Guv Releases ‘My World Of Words’
Bhubaneswar: Governor Ganeshi Lal released a bilingual poetry book titled “My World of Words (MoMoSabdaVishwam)”, originally written in English by Insigtful Author Bishnupada Sethi and translated into Sanskrit by Rabindra Kumar Panda. In a simple ceremony at Raj Bhavan on 4 April Prof.Lal released the Book in presence of dignitatries, authors and writers. Shri Sethi, belongs to the 1995 batch of...
BJD Observers For By-Poll
Bhubaneswar: Governing Biju Janata Dal (BJD) has appointed three senior leaders Prasanna Acharya, Debi Prasad Mishra and Sarada Prasad Nayak as observers for ensuing by-poll to Jharsuguda Assembly Constituency. Lawmaker and ex-Minister Sarada Prasad Nayak is the BJD’s Jharsuguda district observer while Shri Acharya and Shri Mishra are veteran leaders and ace organisers. So, the party has appointed them for...
ଅଧାରେ ରହିଗଲା କାଫେଟେରିଆ
ଭୁବନେଶ୍ୱର : ଯାତ୍ରୀ ଓ ନାଗରିକଙ୍କୁ ସେବା ଯୋଗାଣ ପାଇଁ ରାଜପଥ ପାଶ୍ୱର୍ରେ ପ୍ରସ୍ତାବିତ କାଫେଟେରିଆ ନିର୍ମାଣ ଶୀତଳଭଣ୍ଡାରରେ । ଏଥିପାଇଁ ୧୫କୋଟି ଟଙ୍କାର ବ୍ୟୟବରାଦ ସହିତ ସ୍ଥାନ ଚିହ୍ନଟ ହୋଇଥିଲେ ଏହି ଯୋଜନାଟି ଆଗେଇ ପାରିନାହିଁ । ରାଜପଥ ପାଶ୍ୱର୍ରେ ଲୋକଙ୍କୁ ସେବା ଯୋଗାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୫୦ଟି କାଫେଟେରିଆ ନିର୍ମାଣ ପାଇଁ ୨୦୧୬-୧୭ମସିହାରେ ଯୋଜନା ହୋଇଥିଲା । ଏଥିପାଇଁ ୧୫କୋଟି ଟଙ୍କାର ବ୍ୟୟବରାଦ ସହିତ କାଫେଟେରିଆ ପାଇଁ ସ୍ଥାନ ଚିହ୍ନଟ ବି ସରିଥିଲା । ହେଲେ ଅର୍ଥ ବରାଦ ସତ୍ୱେ...
କ୍ଷତିରେ ସରକାରୀ ସଂସ୍ଥା
ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ଓ ବିତରଣ ସହିତ ଜଡିତ ଦୁଇଟି ସରକାରୀ ସଂସ୍ଥା କ୍ଷତିରେ ଚାଲୁଛନ୍ତି । ଲଗାତାର ଭାବେ କ୍ଷତିରେ ଚାଲିଥିବା ଏହି ଦୁଇଟି ସରକାରୀ ସଂସ୍ଥା ହେଉଛନ୍ତି ବିଦ୍ୟୁତ୍ ସରବରାହ ଦାୟିତ୍ୱରେ ଥିବା ଗ୍ରିଡ୍କୋ ଓ ବିଦ୍ୟୁତ୍ ଉତ୍ପାଦନ କରୁଥିବା ଓପିଜିସି । ମିଳିଥିବା ସୂଚନା ଅନୁଯାୟୀ ଗ୍ରିଡ୍କୋ ଲଗତାର ଭାବେ କ୍ଷତିରେ ଚାଲୁଥିବାବେଳେ ୨୦୨୧-୨୨ରେ ଏହା କ୍ଷତି କିଛିଟା ହ୍ରାସ ପାଇଛି । ୨୦୧୯-୨୦ ମସିହାରେ ଗ୍ରିଡ୍କୋର କ୍ଷତି ୧୩୫୨ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ରେ ତାହା...
Mantra To Expedite Spending
Bhubaneswar: Following the passage of Appropriation Bill 2023 allowing the State Government to use Rs 2.30 lakh crore from consolidated fund, Principal Secretary Finance, Vishal Dev has instructed all the departments to expedite the pace of expenditure during the first quarter of the financial year before the onset of the monsoon. In a recent letter to all department, Principal Secretary...
ଆକର୍ଷଣୀୟ ହେବ ରାଜଧାନୀ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର : ଆଗାମୀ ଅପ୍ରେଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠାର ପ୍ଲାଟିନମ୍ ଜୟନ୍ତୀ ପାଳନ କରାଯାଉଥିବାରୁ ଏହି ଉତ୍ସବକୁ ସରସ ସୁନ୍ଦର, ଆନନ୍ଦ ଉଲ୍ଲାସ ଏବଂ ଅଧିକ...
ଖାଦ୍ୟରେ ମିଲେଟ ସାମିଲ କଲା ଏମ୍ସ
ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱର ଏହାର ଛାତ୍ରଛାତ୍ରୀ ଏବଂ ଏଠାରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ଖାଦ୍ୟରେ ମିଲେଟସ୍ ସାମିଲ କରିଛି । ଛାତ୍ର ତଥା ଚିକିତ୍ସାଧିନ ରୋଗୀଙ୍କୁ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଏହି ଜାତୀୟ ପ୍ରତିଷ୍ଠାନ ଖାଦ୍ୟରେ ମିଲେଟ ସାମିଲ କରିଛି । ଏମ୍ସ ଭୁବନେଶ୍ୱରର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ‘ଉତ୍କଳ ଦିବସ’ ଏବଂ ଜି -୨୦ ଜନ ଭାଗିଦାରୀ ଅଭିଯାନର ଶୁଭ ଉତ୍ସବ ପାଳନ ପାଇଁ ଏହି ପଦକ୍ଷେପ ଆରମ୍ଭ କରିଥିଲେ । ଡାକ୍ତର...
State Signs Pact With IRMA
Bhubaneswar: Odisha Government in Department of Co-operation has signed Memorandum of Understanding (MoU) with Institute of Rural Management, Anand to scale up training and development in the Co-operative Sector. Principal Secretary Co-operation, Sanjeev Chadha singed the MoU on behalf of the Department of Co-operation, while Umakanta Dash Director IRMA signed the Pact on behalf of IRMA. Registrar Co-operative Societies of Odisha,...
TRAI Seeks Rule Response
New Delhi: Telecom Regulatory Authority of India (TRAI) today released draft Telecom Regulatory Authority of India Repealing Regulations, 2023; for inviting comments of stakeholders. The TRAI notified regulation on quality of service of dial-up and leased line internet access service, 2001 (4 of 2001) on 10th December 2001. This regulation is applicable to all the Basic Service Operators and Internet...










