ଖସିବ ରାତିର ପାରଦ

0

ଭୁବନେଶ୍ୱର : ରାଜ୍ୟରେ ଅକ୍ଟୋବର ୩୦ ତାରିଖ ଯାଏଁ ରାତିର ତାପମାତ୍ରା କମ୍ ରହିବା ସହ ଅଧିକାଂଶ ସ୍ଥାନରେ ନ୍ୟୁନତମ ତାପମାତ୍ରା ୨୦ ଡିଗ୍ରୀରୁ କମ୍ ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସିଇସି ବୁଲେଟିନ୍ ଅନୁଯାୟୀ ବଙ୍ଗୋପ ସାଗରରୁ ଆସୁଥିବା ଜଳୀୟ ବାଷ୍ପ ଉପକୂଳ ମୁହାଁ ହେଉଥିôବା ବେଳେ ଅକ୍ଟୋବର ୩୦ ତାରିଖ ପରେ ରାତିର ତାପମାତ୍ରା ବୃଦ୍ଧି ପାଇବ । ସେହିପରି ନଭେମ୍ବର ୧ ଏବଂ ୨ ତାରିଖରେ...

ସୋଆ ସହିତ ସହଭାଗିତା ପାଇଁ ତାଇୱାନ୍ ଆଗ୍ରହୀ

0

ଭୁବନେଶ୍ୱର : ଯୁଗ୍ମ ଡିଗ୍ରୀ ପ୍ରୋଗ୍ରାମ୍ ସହିତ ତାଇୱାନ୍ କମ୍ପାନୀଗୁଡ଼ିକରେ ନିଯୁକ୍ତି ନିମନ୍ତେ ସୋଆ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡାରିନ୍ ଶିକ୍ଷା ପ୍ରଦାନ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସହିତ ସହଭାଗିତା କରିବା ପାଇଁ ତାଇୱାନ୍ ଇଚ୍ଛା ପ୍ରକାଶ କରିଛି । ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଶିକ୍ଷା ନିମନ୍ତେ ବେଶ ପ୍ରତିଷ୍ଠା ଲାଭ କରିଥିବା ସୋଆ ସହିତ ଆମେ ସହଭାଗିତା କରିବା ପାଇଁ ଚାହୁଁଛୁ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଯେଭଳି ମାଣ୍ଡାରିନ୍ ଶିକ୍ଷା ଗ୍ରହଣ କରିପାରିବେ ସେ ନିମନ୍ତେ ତାଇୱାନ୍ ଏଜୁକେସନ୍ ସେଂଟର ପ୍ରତିଷ୍ଠା କରିବା...

ସୈନିକ ସ୍କୁଲରେ ନାମଲେଖା ଆବେଦନ ଆରମ୍ଭ

0

ଭୁବନେଶ୍ୱର : ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (ଏଆଇଏସଏସଇଇ) ୨୦୨୩ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ୨୧ ଅକ୍ଟୋବର, ୨୦୨୨ ଠାରୁ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ https://aissee.nta.nic.in ୱେବସାଇଟରେ ଏଆଇଏସଏସଇଇ ୨୦୨୩ ପାଇଁ ଆବେଦନ କରିପାରିବେ । ଅନଲାଇନରେ ଆବେଦନ କରାଯାଇନଥିଲେ ଆବେଦନ ପତ୍ରକୁ ଗ୍ରହଣ କରାଯିବ ନାହିଁ । ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ନିମନ୍ତେ ୩୦ ନଭେମ୍ବର ୨୦୨୨ ଅପରାହ୍ଣ ୫ଟା ସୁଦ୍ଧା ଆବେଦନ କରିପାରିବେ । ଚଳିତ ବର୍ଷ ଭୁବନେଶ୍ବର ସୈନିକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମଲେଖା ଲାଗି...

ଅକ୍ଟୋବର ୩୧ରୁ ଓଡିଶାରେ ଭାରତ ଯୋଡ଼ ଯାତ୍ରା

0

ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଅନୁକରଣରେ ଓଡ଼ିଶାରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ “ଭାରତ ଯୋଡ଼ ଯାତ୍ରା- ଓଡ଼ିଶା” କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ଯୋଡ଼ ଯାତ୍ରା- ଓଡ଼ିଶା କାର୍ଯ୍ୟାନ୍ୱୟନ କମିଟିର ଅଧ୍ୟକ୍ଷ ବିଧାୟକ ସନ୍ତୋଷ ସିଂହ ସାଲୁଜା ସୂଚନା ଦେଇଛନ୍ତି । ଏହା ଓଡ଼ିଶାରେ ୨୭ ଟି ଜିଲ୍ଲା, ୧୯ ସଂସଦୀୟ କ୍ଷେତ୍ର, ୨୨୫୦ କି.ମି. ରାସ୍ତାକୁ ପ୍ରାୟ ୧୦୦ ଦିନରେ ଅତିକ୍ରମ...

Call For World Peace

0

Bhubaneswar: It was a golden moment at Dhauli Peace Pagoda. An aura of peace and harmony was emanating through the mantras and sermons as Chief Minister Naveen Patnaik joined hundreds of monks from Japan, America, Ukraine and Kazakhstan to celebrate the golden jubilee of the peace pagoda. Speaking on the occasion, as Chief Guest the Chief Minister, giving a clarion...

Scanner On Health Touts

Bhubaneswar: State Government has issued instructions for strict monitoring and necessary crackdown on brokers indulged in diverting patients to private clinics and hospitals in Out Patient Department (OPD)s of Government Hospitals Secretary Health & Family Welfare, Shalini Pandit has asked the authorities of the Medical and Health Institutions to be alert over unwanted elements operating in the premises of the...

୩୦ ବର୍ଷ ଘରର ଜମି ମାଲିକ ଜଙ୍ଗଲ ବିଭାଗ

0

ଭୁବନେଶ୍ୱର : ସାଧାରଣ ପ୍ରଶାସନ ବିଭାଗରୁ ଜମି ଆଣି ଭୁବନେଶ୍ୱର ଭୁବନେଶ୍ୱର କର୍ତ୍ତୃପକ୍ଷ (ବିଡିଏ) ଲୋକଙ୍କୁ ବିକି ଦେଲେ । ସରକାରୀ ଜମି ହୋଇଥିବାରୁ ଲୋକେ ବି ଆଗପଛ ନବିଚାରି ଜମି ନେଇ ଘର କରିଦେଲେ । ହେଲେ ଘର କରି ରହିବାର ୩୦ ବର୍ଷ ପରେ ବି ଜମିର ମାଲିକ ହୋଇପାରୁ ନାହାନ୍ତି । ଏବେ ବି ଜମିର ମାଲିକ ହେଉଛନ୍ତି ରାଜ୍ୟ ଜଙ୍ଗଲ ବିଭାଗ । ଏଭଳି ଜମି ରହିଛି ରାଜଧାନୀର ବରମୁଣ୍ଡା ଅଞ୍ଚଳରେ । ବରମୁଣ୍ଡା ବିଡିଏ କଲୋନୀରେ ଥିବା...

ପଦ୍ମପୁର ଉପନିର୍ବାଚନ ପାଇଁ ତତ୍ପରତା

0

ଭୁବନେଶ୍ୱର : ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଶେଷ ହେବା ପରେ ପରେ ପଦ୍ମପୁର ଆସନ ଲାଗି ଉପନିର୍ବାଚନ ତାରିଖ ଘୋଷଣା କରାଯାଇପାରେ । ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବର ମାସରେ ଏହି ଉପନିର୍ବାଚନ ହେବାର ସମ୍ଭାବନା ଥିବାରୁ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ବେଶ୍‍ ତତ୍ପରତା ଲକ୍ଷ୍ୟ କରାଯାଉଛି । ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲି ପଡିଛି । ଏ ସଂକ୍ରାନ୍ତାରେ ବିଧାନସଭା ସଚିବାଳୟ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଜଣାଇ...

ଦଲାଲଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

0

ଭୁବନେଶ୍ୱର : ରାଜ୍ୟର କେତେକ ଡାକ୍ତରଖାନାରେ ନିକଟରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନରେ ଦଲାଲମାନେ ଧରାପଡିବାପରେ ସ୍ୱାସ୍ଥ୍ୟ ବିଭାଗ କଠୋର ହୋଇଛି । ସରକାରୀ ଡାକ୍ତରଖାନାରେ ଏଭଳି ଦଲାଲଙ୍କୁ ଦେଖିଲାମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତ ଆଜି ସମସ୍ତ ସରକାରୀ ମେଡିକାଲ କଲେଜ ଅଧୀକ୍ଷକ, ଡିନ୍‍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ପତ୍ର ଲେଖିଛନ୍ତି । ଲେଖିଥିବା ପତ୍ରରେ ସ୍ୱାସ୍ଥ୍ୟ ସଚିବ ଦର୍ଶାଇଛନ୍ତି ଯେ ଦୂର ଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ ସରକାରୀ ଡାକ୍ତରଖାନାରେ ସାହାଯ୍ୟ କରିବା...

BJD Slams Illegal Poll Practice

0

New Delhi: Governing Biju Janata Dal (BJD) Thursday approached Chief Election Commissioner (CEC) here alleging ‘illegal electoral practices’ of the Bharatiya Janata Party (BJP) in the By-Poll of Dhamnagar Assembly constituency and demanded the intervention of the Election Commission of India to ‘stop’ such things while the BJP said that its workers engaged in campaigning were being harassed in...