State Favors DAMaN Show
Bhubaneswar: The Odia Movie namely "DAMaN" has been highly appreciated by the people of Odisha. The theme of the film is based on the State Government scheme for Malaria eradication namely "DAMaN"( Durgama Anchalare Malaria Nirakaran ). This movie chronicles success of the State Government health care scheme in a malaria endemic district of Malkangiri, said Shalini Pandit, Secretary Health &...
ସଂକ୍ରମଣକୁ ନିମନ୍ତ୍ରଣ
ଭୁବନେଶ୍ୱର : ରାଜ୍ୟ ରାଜଧାନୀରେ ଏବେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଉପୁଜିଲାଣି । ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଆଡେ ରାସ୍ତା ଉପରେ କୁଢ କୁଢ ଆବର୍ଜନା ଜମାହେବା ଯୋଗୁଁ ଏଭଳି ଆଶଙ୍କା ଉପୁଜିଲାଣି । ଅଳିଆ ପକାଇବାପାଇଁ ସହରର ବିଭିନ୍ନ ସ୍ଥାନରେ ଥିବା ଡଷ୍ଟବିନ୍ଗୁଡିକୁ ହଟାଇ ନିଆଯିବା ପରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବିଏମ୍ସି ପକ୍ଷରୁ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ ଗାଡି ଅଳିଆ ନେଉଥିବାବେଳେ ରାସ୍ତାଘାଟ ଓ ହାଟ ବଜାରରୁ ବାହାରୁଥିବା ବର୍ଜ୍ୟକୁ...
ରେଳ ବିକାଶ ପାଇଁ ୮୪୦୦ କୋଟି
ଭୁବନେଶ୍ୱର : ଓଡିଶାରେ ରେଳ ଭିତ୍ତିଭୂମିର ସାମଗ୍ରିକ ବିକାଶ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୮,୪୦୦ କୋଟି ଟଙ୍କା ଆବଶ୍ୟକ ରହିଛି ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି । ଯାହା ଗତବର୍ଷ ମିଳିଥିବା ଅର୍ଥ ଠାରୁ କମ୍ ଅଟେ । ଆସନ୍ତା ଆର୍ଥିକ ବର୍ଷରେ ରେଳ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ରରୁ ୮,୪୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ ଆକଳନ କରିଛି । ତେଣୁ ୨୦୨୩-୨୪ ବର୍ଷ ପାଇଁ ଆଗାମୀ କେନ୍ଦ୍ରୀୟ ବଜେଟରେ ରାଜ୍ୟର...
Sahu On Sahitya Sampan
Bhubaneswar: To promote Odia literature among school students, Odia Language, Literature and Culture Department ACS Satyabrata Sahu has asked District Culture Officers (DCOs) to organise Sahitya Sampan programme among the students of Class IX to XII from next year. Mr. Sahu gave this direction to all DCOs while chairing a high-level meeting with them here on virtual mode on Thursday....
Signal For Rail DPR
Bhubaneswar: The State Government has approved the Detailed Project Report (DPR) of Barbil-Bansapani electrified rail line project with an estimated cost of Rs 433.20 crores. According to official sources, the Department of Commerce &Transport(DoCT) has approved the much-awaited project of total length of 19.055 km in mineral rich Keonjhar district. The DoCT has informed the Managing Director of Odisha Rail Infrastructure...
ପୌର ପ୍ରତିନିଧିଙ୍କୁ ପ୍ରଶିକ୍ଷଣ
ଭୁବନେଶ୍ଵର : ଆଜି ନିର୍ବାଚିତ ପୌର ପ୍ରତିନିଧିଙ୍କ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଏଥିରେ କଟକ ,ଢେଙ୍କାନାଳ,ଯାଜପୁର,ଜଗତସିଂହପୁର ତଥା କେନ୍ଦ୍ରାପଡ଼ା ଆଦି ପାଞ୍ଚଟି ଜିଲ୍ଲାର ୧୨ଟି ପୌର ସଂସ୍ଥାର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ କାଉନସିଲର୍ ମାନେ ଯୋଗ ଦେଇଥିଲେ। ମନ୍ତ୍ରୀ ଉପସ୍ଥିତ ନିର୍ବାଚିତ ପୌର ପ୍ରତିନିଧିଙ୍କୁ ‘ସିଟି ଲିଡ଼ର୍ସ’ ରୂପେ ଦର୍ଶାଇବା ସହ ସେମାନେ ଲୋକଙ୍କ ଦ୍ଵାରା ନିର୍ବାଚିତ ଏବଂ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ...
ବିଜେପି ଉଠାଇବ ମୌଳିକ ସମସ୍ୟା
ଭୁବନେଶ୍ୱର : ଶୀତକାଳୀନ ଅଧିବେଶନରେ ରାଜ୍ୟର ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଏବଂ ସାଂପ୍ରତିକ ପରିସ୍ଥିତିକୁ ନେଇ ବିଜେପି ବିଧାନସଭାରେ ଆଲୋଚନା କରିବ । ବିଶେଷ ଭାବେ ରାଜ୍ୟରେ କୃଷି ଏବଂ କୃଷକ ଯନ୍ତ୍ରଣା; ଅର୍ଚ୍ଚନା ନାଗ ଓ ଆର୍ଥୀକ ଅପରାଧ; ଦାଦନ ଶ୍ରମିକ ସମସ୍ୟା; ଠିକା ନିଯୁକ୍ତି କର୍ମଚାରୀଙ୍କ ଦୁଃଖ; ମନରେଗା ଦୁର୍ନୀତି; ଅସୁରକ୍ଷିତ ମହିଳା ଓ ଶିଶୁ; ବ୍ୟାପକ ପିସି କାରବାର କାରଣରୁ ବିକାଶ ବାଧାପ୍ରାପ୍ତ; ବିଫଳ ଯୁବନୀତି; ଲଘୁ ଖଣିଜରେ ମହାଦୁର୍ନୀତି; ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା; ପୋଲିସ ପ୍ରଶାସନ ଉପରେ...
ଧନ୍ଦାମୂଳକ ପ୍ରଶିକ୍ଷକ ଏବଂ ସଂଯୋଜକଙ୍କ ପାରିତୋଷିକ ବୃଦ୍ଧି
ଭୁବନେଶ୍ୱର : ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧିନରେ କାର୍ଯ୍ୟରତ ଧନ୍ଦାମୂଳକ ପ୍ରଶିକ୍ଷକ ଏବଂ ସଂଯୋଜକମାନଙ୍କ ପାରିତୋଷିକ ବୃଦ୍ଧି କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୦୬ଟି ମାଧ୍ୟମିକ ବିଦ୍ୟାଳୟ ଏବଂ ୫୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୧ଟି ବିଭାଗ ଯଥା କୃଷି, ଖାଦ୍ୟ ପ୍ରକିୟାକରଣ, ମୋଟରଯାନ, ପୋଷାକ, ପର୍ଯ୍ୟଟନ ଓ ଆତିଥ୍ୟ ଶିଳ୍ପ, ସୌନ୍ଦର୍ଯ୍ୟ ଓ ସୁସ୍ଥତା, ନିର୍ମାଣ, ପାଇପ୍ ମିସ୍ତ୍ରୀ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଖୁଚୁରା ବ୍ୟବସାୟ ପରିଚାଳନା, ଇଲେକ୍ଟ୍ରୋନିକ୍ସ ଓ ହାର୍ଡେୱୟାରଗୁଡ଼ିକରେ...
କୃତଜ୍ଞତା ଜଣାଇଲା ସଚିବାଳୟ ସେବାସଂଘ
ଭୁବନେଶ୍ୱର : ଆଜି ରାଜ୍ୟ ସଚିବାଳୟ ସେବାସଂଘର ସଭ୍ୟ, ସଭ୍ୟା ବହୁ ସଂଖ୍ୟାରେ ଲୋକସେବା ଭବନ ପରିସରରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ସମ୍ମୁଖ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେଇ , ନିକଟ ଅତୀତରେ ସରକାର ତା’ଙ୍କ କ୍ୟାଡ଼ରର ପ୍ରଥମ ଶ୍ରେଣୀ ପାହ୍ୟାରେ ପଦବୀ ସୃଷ୍ଟି କରି ପଦୋନ୍ନତି ପାଇଁ ପ୍ରଶସ୍ତ ସୁଯୋଗ ସୃଷ୍ଟି କରିଥିବାରୁ , ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ ଟି ସଚିବ , ଗୃହ ସଚିବଙ୍କୁ ଧନ୍ୟବାଦ ଜଣାଇବା ସହିତ ସଂଘ...
KL Pluckers Get Package
Bhubaneswar: Keeping in view the welfare of kendu pluckers and other employees, the State Government has announced Special Package for them. And echoing their demand Chief Minister Naveen Patnaik has demanded complete withdrawal of GST on the collection of the leaf. The package was announced a day after the Governing BJD blamed the BJP-led NDA government at the Centre over imposition...










