e-Voucher From 1 Apr

0

Bhubaneswar : Odisha Government has decided to implement Paperless Processing of Financial Transactions in the Government Treasuries. Accordingly e-Voucher will be introduced in all the Treasuries across the State from 1 April, 2023. No Manual Vouchers will be accepted by the authorities of Treasuries. Vishal Dev, Principal Secretary Finance has recently issued Office Memorandum Notification in this regard stipulating the procedure. Department...

ଓଡିଶା ଦିବସ ପାଳନ ପ୍ରସ୍ତୁତି

ଭୁବନେଶ୍ୱର : ଚଳିତ ବର୍ଷ ଓଡିଶା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନ ୨ୟ ମହଲା ସମ୍ମିଳନୀ କକ୍ଷରେରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସବିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ଗୌରବ ବହନ କରୁଥିବା ଏହି ଉତ୍ସବକୁ ଅଧିକସରସ ସୁନ୍ଦର ଓ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ନେଇ ନୂଆ ନୂଆ ପଦକ୍ଷେପ ନେବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମସ୍ତଙ୍କଠାରୁ ପ୍ରସ୍ତାବ ଲୋଡିଥିଲେ । ବୈଠକରେ...

ଟ୍ରେଜେରୀରେ ଏଣିକି ଇ-ଭାଉଚର

0

ଭୁବନେଶ୍ୱର : ସରକାରୀ ଟ୍ରେଜେରୀରେ ଆଉ କାଗଜରେ କୌଣସି ନେଣ ଦେଣ ହେବନାହିଁ । ଏହାକୁ ସମ୍ପୂର୍ଣ୍ଣ ଭାବେ ପେପରଲେସ୍‍ ବା କାଗଜ ରହିତ ପାଇଁ ସରକାର ସ୍ଥିର କରିଛନ୍ତି । ଚଳିତ ବର୍ଷ ଏପ୍ରିଲ୍‍ ପହିଲାରୁ ରାଜ୍ୟର ସମସ୍ତ ଟ୍ରେଜେରୀରେ ଇ-ଭାଉଚର କାର୍ଯ୍ୟକାରୀ ହେବାକୁ ଯାଉଛି । ତେଣୁ ଟ୍ରେଜେରୀରେ ଆଉ କାଗଜ ଭାଉଚର ଗ୍ରହଣ ହେବ ନାହିଁ । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ନିକଟରେ ଏହି ମର୍ମରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅର୍ଥ ବିଭାଗ...

ମହିଳା ବିଶ୍ୱବିଦ୍ୟାଳୟରେ ନାହାନ୍ତି ଅଧା ଶିକ୍ଷକ

0

ଭୁବନେଶ୍ୱର : ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀରେ ଅଧାରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି । ଅନେକ ବିଭାଗରେ ପ୍ରଫେସର ନାହାନ୍ତି । ଏ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଅଧ୍ୟାପନା, ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି ବୋଲି ଅନେକ ଛାତ୍ରୀ ଅଭିଯୋଗ କରୁଛନ୍ତି । ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ୨୪ଟି ପ୍ରଫେସର ପଦବୀର ଆବଶ୍ୟକ ଥିବାବେଳେ ମାତ୍ର ୧୩ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ରହିଛି । ଏଥିରେ ଏବେ ମାତ୍ର ୫ଜଣ ପ୍ରଫେସର କାର୍ଯ୍ୟରତ ଥିବାବେଳେ ୮ଟି...

ଆନ୍ତର୍ଜାତିକ ବର୍ଜ୍ୟ ପରିଚାଳନା ସମ୍ମେଳନରେ ଓଡ଼ିଶା

0

ଭୁବନେଶ୍ୱର : ଆଇଭରୀ କୋଷ୍ଟର ଆଵିଦଜାନ ଠାରେ ଅନୁଷ୍ଠିତ ୫ ଦିନିଆ ଆଫ୍ରିକାନ ୱାଟର ଆସୋସିଏସନର ଏକବିଂଶତମ ଆନ୍ତର୍ଜାତୀୟ କଂଗ୍ରେସ ଏବଂ ଶୌଚାଳୟ ବର୍ଜ୍ୟବସ୍ତୁ ପରିଚାଳନା (ଏଫଏସଏମ)ର ସପ୍ତମ ଆନ୍ତର୍ଜାତୀୟ ସମ୍ମିଳନୀରେ ରାଜ୍ୟ ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗର ଏକ ୫ ଜଣିଆ ପ୍ରତିନିଧି ଅଂଶଗ୍ରହଣ କରିଥିଲେ |  ପ୍ରତିନିଧୀମଣ୍ଡଳୀ ଏକାଧିକ ଅଧିବେଶନରେ ଅଂଶଗ୍ରହଣ କରିଥିଲେ ଏବଂ ଓଡିଶାରେ ଶୌଚାଳୟ ,ବର୍ଜ୍ୟବସ୍ତୁ ପରିଚାଳନା (ଏଫଏସଏମ ) ମଧ୍ୟରେ ପ୍ରବର୍ତ୍ତିତ ବିଭିନ୍ନ  କାର୍ଯ୍ୟକ୍ରମ କାର‌୍ୟ୍ୟକାରୀ କରିବାରେ ସେମାନଙ୍କର ଅଭିଜ୍ଞତା,ଶିକ୍ଷା ଏବଂ ସର୍ବୋତ୍ତମ ଅଭ୍ୟାସ ବିଷୟରେ...

2 Lakh RoRs Corrected

0

Bhubaneswar: Under the visionary leadership of Chief Minister Naveen Patnaik, incredible transformative initiatives have been undertaken in Revenue & Disaster Management Department. After the introduction of the 5T Charter & Mo Sarkar Programme, the Department has taken multiple initiatives to reduce physical interface & minimize the requirement of any visit to Revenue field offices. During 2022, approximately, two lakh RoRs have...

ଭ୍ରାମ୍ୟମାଣ ଟିକାକରଣ ଯାନ ଲୋକାର୍ପିତ

0

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସାର୍ବଜନୀନ ଟିକାକରଣ ନିମନ୍ତେ ଅଧିକ ୧୦ ଟି ତାପ ସଂରକ୍ଷିତ ଯାନ ଏବଂ ଗ୍ରାମାଞ୍ଚଳରେ ସ୍ୱେଚ୍ଛାକୃତ ରକ୍ତ ଦାନକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ୫ ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଲୋକାର୍ପଣ କରିଛନ୍ତି । ମଣିଷ ଶରୀରରେ ସୃଷ୍ଟି ହେଉଥିବା ରୋଗର ନିରାକରଣ ଟୀକକରଣ ଦ୍ୱାରା ସମ୍ଭବ ହେଉଥିବାବେଳେ ଏହା ଦ୍ୱାରା ମଧ୍ୟ ଅସୁସ୍ଥତା ଓ ମୃତ୍ୟୁହାରକୁ ମଧ୍ୟ ହ୍ରାସ କରାଯାଇ...

SOA Boosts Women Workforce

0

Bhubaneswar: With 47 per cent of Siksha ‘O’ Anusandhan (SOA)’s students being girls and women comprising 51 per cent of its workforce, the Deemed to be University has been endeavouring to provide a boost to women’s empowerment in the state, SOA Vice-President Ms. Saswati Das said on Tuesday. Women have been proving themselves in different professions while making notable contribution...

Odisha Joins Int’l FSM Meet

0

Bhubaneswar: A delegation from Odisha comprising five senior officials from the Housing & Urban Development Department, Odisha Government and representatives from Faecal Sludge Management (FSM) Technical Support Unit (TSU) participated in the 21st International Congress of the African Water Association and the 7th International FSM Conference held recently at Abidjan in Ivory Coast. The delegates participated in multiple sessions and...

ମହିଳାଙ୍କ ପ୍ରଗତିକୁ କାର୍ଯ୍ୟରେ ରୂପାନ୍ତରିତ କରିଛି ସୋଆ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୪୭ ପ୍ରତିଶତ ଝିଅ ଶିକ୍ଷା ଗ୍ରହଣ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ଇଞ୍ଜିନିୟରିଂରେ ୩୯ ପ୍ରତିଶତ ଛାତ୍ରୀ ଅଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ମହିଳା ହେଉଛନ୍ତି ୫୧ ପ୍ରତିଶତ ।  ତେଣୁ ମହିଳାଙ୍କ ପ୍ରଗତିକୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟରେ ରୂପାନ୍ତରିତ କରିଛି ବୋଲି କହିଛନ୍ତି ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ । ମଙ୍ଗଳବାର ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋଆରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ...