India To Join WTM

0

New Delhi: Ministry of Tourism, Government of India will participate in World Travel Market (WTM) 2022 from 7th to 9th November in London which is one of the largest international travel exhibitions. The theme of this year`s exhibition is ‘The Future of Travel Starts Now’. With the reopening of the country to foreign tourists, after a gap of almost...

FIH Hockey Prep On Track

0

Bhubaneswar: Team Odisha has decided to work in tandem to complete the projects aligned with the FIH Hockey Men’s World CUP-2023 well before the scheduled time. The meeting of the Organizing Committee of the Hockey Men’s World Cup 2023 was held here on 4 November. Chief Secretary Suresh Chandra Mahapatra chaired the meet. Hockey India President Dilip Tirkey was present. FIH...

ପିଜିଇନଷ୍ଟିଟ୍ୟୁଟରେ ପାଠପଢା ଆରମ୍ଭ

0

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ନୂତନ ଭାବେ ଆରମ୍ଭ ହୋଇଥିବା ପିଜି ଇନ୍‍ଷ୍ଟିଟ୍ୟୁଟରେ ପାଠପଢା ଆରମ୍ଭ ହୋଇଥିବାବେଳେ ଇତି ମଧ୍ୟରେ ଏହି ବହୁ ପ୍ରତୀକ୍ଷିତ ଶିକ୍ଷାନୁଷ୍ଠାନକୁ ତାହାର ନଜସ୍ୱ ଲୋଗୋ ମିଳିଯାଇଛି । ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଟ୍ୟୁଟ ଅଫ୍‍ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ ଆଣ୍ଡ କ୍ୟାପିଟାଲ ହସ୍ପିଟାଲର ନିଜସ୍ୱ ଲୋଗୋକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ପ୍ରସ୍ତୁତ ହୋଇଥିବା ଏହି ଲୋଗୋରେ କୋଣାର୍କର ଅଶ୍ୱ ସହିତ ଡାକ୍ତରୀ ଚିହ୍ନ ରହିଛି । ଏଣିକି ପିଜି...

ସମ୍ପତ୍ତି ପାଇଁ ସମାଜସେବୀ ଦମ୍ପତିଙ୍କ କଳିଗୋଳ

0

ଭୁବନେଶ୍ୱର : ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଶିଶୁ ଓ ମହିଳା ବିକାଶଠାରୁ ଆରମ୍ଭକରି ନିଶା ନିବାରଣ ସମେତ ଅନେକ ଜନହିତକାରୀ କାର୍ଯ୍ୟ ହାତକୁ ନେଇଥିବା ଉଚ୍ଚ ଶିକ୍ଷିତ ଦମ୍ପତି ପରିଣତ ବୟସରେ ଏବେ ପରସ୍ପର ବିରୋଧରେ ଅଭିଯୋଗ ଆଣି ଥାନା, ଫାଣ୍ଡିଠାରୁ ରାଜରାସ୍ତା ଓ ଆଇନ ଅଦାଲତ ପର୍ଯ୍ୟନ୍ତ ଲଢ଼େଇ କରିବା ପୋଲିସ୍‍ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏହି ଗଣ୍ଡଗୋଳ ପଛରେ ପରକୀୟା ପ୍ରୀତି ଓ ଧନସମ୍ପତ୍ତି ମୁଖ୍ୟ କାରଣ ବୋଲି କୁହାଯାଉଛି । ଜଗତସିଂହପୁର ଜିଲ୍ଲାର ଜଣେ...

ଶିଳ୍ପରେ ରୋବୋଟିକ୍ସର ବ୍ୟବହାର ପାଇଁ ବୁଝାମଣା

0

ଭୁବନେଶ୍ୱର : ଅଟୋମେସନ୍‌ କ୍ଷେତ୍ରରେ ଶିଳ୍ପରେ ରୋବୋଟିକ୍ସର ବ୍ୟବହାର ଉଦ୍ଦେଶ୍ୟରେ ଆଜି ମଞ୍ଚେଶ୍ୱରସ୍ଥିତ ୱାଲର୍ଡ ସ୍କିଲ୍‌ ସେଣ୍ଟର ଏବଂ ଏ.ବି.ବି. ଇଣ୍ଡିଆ ଲିମିଟେଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ଥିବା ୱାଲର୍ଡ ସ୍କିଲ୍‌ ସେଣ୍ଟରର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ରୋବୋଟିକ୍ସ ଟେକ୍‌ନୋଲୋଜି ଦକ୍ଷତା ବୃଦ୍ଧି କାର୍ଯ୍ୟରେ ଏହା ସହାୟକ ହେବ । ଯେଉଁ ପ୍ରଶିକ୍ଷାର୍ଥୀଙ୍କୁ ଏ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ସେମାନେ ଭବିଷ୍ୟତରେ ଅନ୍ୟ କର୍ମଚାରୀମାନଙ୍କୁ...

Secure Fishing App Launched

0

Bhubaneswar: Odisha Government and United Nations World Food Program (WFP) in India today launched a mobile application, “Secure Fishing App” in the State Capital. Department of Fisheries and Animal Resources Development (DoFARD)  with the support of WFP have taken up this initiative empower the fisher folks by providing real-time information, insights, and analytics that directly contribute to their livelihood thus...

ଆଉ ୭ ଡାକ୍ତରଖାନାରେ ଟ୍ରମା କେୟାର ସୁବିଧା

0

ଭୁବନେଶ୍ୱର: ସଡକ ଦୁର୍ଘଟଣା ଜନିତ ମୃତ୍ୟୁହାର ହ୍ରାସ କରିବାକୁ ତଥା ସଡକ ସୁରକ୍ଷା ଉପରେ ମାନ୍ୟବର ସୁପ୍ରିମକୋର୍ଟ କମିଟିର ପର୍ଯ୍ୟବେକ୍ଷଣ ଅନୁଯାୟୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ରମା କେୟାର ସୁବିଧା (ଟିସିଏଫ୍‍)କୁ ମଜବୁତ କରିଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟରେ ଟିସିଏଫ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଓ ଆଉ ୭ ଟି ଘରୋଇ ଡାକ୍ତରଖାନାରେ ପ୍ରଥମ ସ୍ତରର ଟ୍ରମା କେୟାର...

ବହୁଭାଷୀ ଶିକ୍ଷକମାନଙ୍କ ଦରମା ବୃଦ୍ଧି

0

ଭୁବନେଶ୍ୱର : ରାଜ୍ୟ ସରକାର ବହୁଭାଷୀ ଶିକ୍ଷକମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କର ମାସିକ ପାରିଶ୍ରମିକ ୩୨୦୦ ଟଙ୍କାରୁ ୫୩୭୯ ଟଙ୍କାକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ମାସିକ ୩୨୦୦ ଟଙ୍କାରେ ବହୁଭାଷୀ ଶିକ୍ଷକମାନେ ଅସୁବିଧାରେ ଚଳୁଥିବା ଏବଂ ସେମାନେ ନିଜର ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କରୁଥିବା ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରକାଶଯୋଗ୍ୟ ଯେ ରାଜ୍ୟରେ ୨୦୦୭-୦୮ ମସିହାରେ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଭିମୁଖୀ କରିବା ଏବଂ ବିଦ୍ୟାଳୟରେ ଯୋଗଦାନ କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ...

State On Trauma Care

0

Bhubaneswar: In order to decrease the cases of fatality due to road traffic accidents, and in pursuance to the observations of Hon’ble Supreme Court Committee on Road Safety, Government in Department of Health & Family Welfare (DoHFW) have strengthened the Trauma Care Facilities (TCF) in the state. Secretary Health & Family Welfare, Shalini Pandit has reviewed the TCF arrangement in...

Plea For Kotia Resolve

0

Bhubaneswar: Union Minister Dharmendra Pradhan has written a letter to Chief Minister Naveen Patnaik for conveying an all party meeting to resolve border dispute with Andhra Pradesh. He sought personal intervention of the Chief Minister in addressing emerging issues in the border villages in South Odisha, namely Kotia Gram Group of villages in Pottangi Block in Koraput District and Manikapatna...