ଡେମୋନଷ୍ଟ୍ରେଟର ପାଇବେ ୟୁଜିସି ବେତନ
ଭୁବନେଶ୍ୱର : ସରକାରୀ ଡିଗ୍ରୀ କଲେଜଗୁଡିକରେ କାମ କରୁଥିବା ଡେମୋନଷ୍ଟ୍ରେଟରମାନଙ୍କୁ ୟୁଜିସି ହାରରେ ଦରମା ଦେବା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ ରହିଛି । ଫଳରେ ବର୍ଷ ବର୍ଷ ଧରି ନ୍ୟାଯ୍ୟ ପ୍ରାପ୍ୟରୁ ବଞ୍ôଚତ ଥିବା ଏହି କର୍ମଚାରୀମାନଙ୍କ ଦରମା ହାର ବଢ଼ିବା ସହିତ ସେମାନେ ପିଛିଲା ତାରିଖରୁ ବକେୟା ମଧ୍ୟ ପାଇବେ । ମାମଲାର ବିବରଣୀରୁ ପ୍ରକାଶ ଯେ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଆଦି ବିଭିନ୍ନ ବିଷୟରେ ରାଜ୍ୟ ସରକାରଙ୍କ ଭିନ୍ନ ଭିନ୍ନ କଲେଜରେ ଡେମୋନଷ୍ଟ୍ରେଟର...
ବିଏମସି ନିଷ୍ପତ୍ତି ପାଇଁ ରାସ୍ତା ଉପରେ ଅଳିଆ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ‘ଡଷ୍ଟବିନ୍ ହଟାଅ’ ନିଷ୍ପତ୍ତି ଏବେ ରାଜଧାନୀବାସୀଙ୍କୁ କାଳ ହୋଇଛି । ଯେଉଁ ଅଳିଆ ଆବର୍ଜନା ଡଷ୍ଟବିନ୍ରେ ପଡିବାକଥା ତାହା ରାସ୍ତାଉପରେ ଗଦାହେବା ଫଳରେ କୁକୁର ଓ କାଉମାନେ ତାକୁ ନେଇ ରାସ୍ତାଘାଟରେ ପକାଇ ସହରକୁ ଅପରିଷ୍କାର କରିବାରେ ଲାଗିଛନ୍ତି । ରାସ୍ତାପାଶ୍ୱର୍ରେ ଆଉ ଡଷ୍ଟବିନ୍ ରହିବନାହିଁ ବୋଲି ବିଏମ୍ସି ନିଷ୍ପତ୍ତି ନେବାପରେ ସଫେଇ ଦାୟିତ୍ୱରେ ଥିବା ସଂସ୍ଥାମାନେ ସେମାନଙ୍କର ଡଷ୍ଟବିନ୍ ହଟାଇ ନେଇଛନ୍ତି । ଏହାପରେ ଯେଉଁ ଅଳିଆସବୁ ଡଷ୍ଟବିନ୍ରେ ପଡୁଥିଲା ତାହାକୁ ସଫେଇ କର୍ମଚାରୀମାନେ...
Sahu Visits Culture Varsity
Bhubaneswar: Additional Chief Secretary (ACS), Odia Language, Literature and Culture Department, Satyabrata Sahu on Saturday visited Utkal University of Culture at Madanpur near Bhubaneswar. He inaugurated the annual art exhibition of the University. More than 200 students from art, architecture and other departments of the university participated in this exhibition. During the visit, the ACS inquired about the issues and problems...
ପ୍ରେସର କୁକର ଫେରସ୍ତ ଆଣିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) କ୍ଲାଉଡଟେଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପ୍ରେସର କୁକର (ଗୁଣବତ୍ତା ନିୟନ୍ତ୍ରଣ) ନିର୍ଦ୍ଦେଶ, ୨୦୨୦ ଅନୁଯାୟୀ ଧାର୍ଯ୍ୟ ବାଧ୍ୟତାମୂଳକ ମାନଦଣ୍ଡକୁ ଉଲ୍ଲଂଘନ କରି ଉପଭୋକ୍ତା ଅଧିକାରର ଉଲ୍ଲଂଘନ କରିବା ସହିତ ଅନୁଚିତ ବାଣିଜ୍ୟ କାରବାର କରି ଥିବାରୁ କମ୍ପାନୀ ବିରୁଦ୍ଧରେ ଏହି ଆଦେଶ ପ୍ରଦାନ କରିଛନ୍ତି । ବାଧ୍ୟତାମୂଳକ ମାନକର ଉଲ୍ଲଂଘନ କରି ଇ - କମର୍ସ ପ୍ଲାଟଫର୍ମରେ ଘରୋଇ ପ୍ରେସର କୁକର ବିକ୍ରୟ କରା ଯାଉଥିବାରୁ ଏହା ବିରୋଧରେ ସିସିପିଏ ନିଜ ତରଫରୁ...
ନୂତନ ଭୋଟର ତାଲିକା ପାଇଁ ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ୱର : ୨୦୨୩ ମସିହା ପାଇଁ ନୂତନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଧିକାରୀ ତଥା ଉପଜିଲ୍ଲାପାଳମାନଙ୍କ ସହ ଭିଡ଼ିଓ କନ୍ଫେରେନ୍ସିଙ୍ଗ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଥିଲେ । ୨୦୨୩ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସାରାଦେଶରେ ନଭେମ୍ବର ୯ ତାରିଖରେ ପ୍ରଚାରପ୍ରସାର ମାଧ୍ୟମରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାହେବ...
ଗଣତି ପାଇଁ ପ୍ରସ୍ତୁତି ଶେଷ
ଭୁବନେଶ୍ୱର : ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନ ପରେ ଆସନ୍ତାକାଲି ଭୋଟଗଣନା କାର୍ଯ୍ୟ ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହେବ ବୋଲି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶମତେ ସକାଳ ୮ ଘଟିକା ସମୟରେ ଭୋଟଗଣନା କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା କରାଯିବ ଓ ୮.୩୦ମି. ସମୟରେ ଇଭିଏମ୍ ଭୋଟଗଣନା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ...
ସମ୍ରେ ପେଡିଆଟ୍ରିକ୍ ସଲିଡ ଟ୍ୟୁମର୍ କର୍ମଶାଳା
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଆଇ.ଏମ୍.ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଅଙ୍କୋଲୋଜି ସାଇନ୍ସେସ୍ ବିଭାଗ ଆନୁକୂଲ୍ୟରେ ଏକ ଦୁଇ ଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ଧରି ‘ମ୍ୟାନେଜମେଂଟ ଅଫ୍ ଉଇଲମସ ଟ୍ୟୁମର୍ ଆଣ୍ଡ ନ୍ୟୁରୋବ୍ଳାଷ୍ଟୋମା’ ଶୀର୍ଷକ ଏହି କର୍ମଶାଳାଟି ଆୟୋଜିତ ହୋଇଥିଲା । ମେଡିକାଲ ଅଙ୍କୋଲୋଜି, ପେଡିଆଟ୍ରିକ୍ ସର୍ଜରୀ ଓ ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗରେ କାର୍ଯ୍ୟରତ ଓଡିଶାର ବିଭିନ୍ନ ସ୍ଥାନରୁ ୬୦ରୁ ଉର୍ଦ୍ଧ୍ୱ ଡାକ୍ତର ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ...
More Profs For Health Edu
Bhubaneswar: Chief Minister Naveen Patnaik Saturday approved the appointment of 130 Assistant Professors of Odisha Medical Education Service (OMES) Cadre in 9 Broad-Speciality disciplines. This approval is on the basis of recommendation of the Odisha Public Service Commission. Earlier, appointments were given to 65 Assistant Professors in 7 Broad- Speciality disciplines in the month of September and October 2022, thus making...
Prez Lauds Organic State
Gangtok: President of India, Shrimati Droupadi Murmu, attended the civic reception hosted in her honour by the Government of Sikkim and virtually inaugurated/laid the foundation stone for various projects related to education, health, road infrastructure and tourism at Gangtok on 4 November. Speaking on the occasion, the President said that Sikkim, situated in the eastern Himalayan region, is one of the most beautiful states of...
All Eyes On Verdict
Bhubaneswar: The verdict of voters of Dhamnagar Assembly constituency in Bhadrak district will be known on Sunday as the Election Commission is all set to declare the results following counting of votes. The voting was conducted on November 3 at 252 polling booths and 68.98 per cent polling recorded in the by-poll. Though the number of female voters in the Assembly...










