କଟକରେ ୩ ଦିନିଆ ସାମୁଦ୍ରିକ ସମ୍ମିଳନୀ
ଭୁବନେଶ୍ୱର : ଆସନ୍ତା କାଲି ଠାରୁ କଟକରେ ଆରମ୍ଭ ହେବାକୁ ଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତିକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ୩ ଦିନିଆ ଜାତୀୟ ଧାରା ସମ୍ମିଳନୀର ଆୟୋଜନ କରାଯାଇଛି । ସହସ୍ର ବର୍ଷ ପୁରାତନ କଟକ ସହରରେ ଆୟୋଜିତ ହେବାକୁ ଥିବା “ସମୁଦ୍ରମନ୍ଥନ’ ଭାବେ ନାମିତ ଏହି ସମ୍ମିଳନୀରେ ଭାରତର ସମୃଦ୍ଧ ପ୍ରାଚୀନ ସାମୁଦ୍ରିକ ପରମ୍ପରା, ଏହାର ବର୍ତମାନର ସ୍ଥିତି ଏବଂ ଆଗାମୀ ଭବିଷ୍ୟତରେ ଏହାର ସମ୍ଭାବନା ଓ ସମସ୍ୟାକୁ ନେଇ ଆଲୋଚନା...
ଅଶୋକ ଲେଲାଣ୍ଡ ସହିତ ଚୁକ୍ତି ସ୍ଵାକ୍ଷର
କଟକ: ତିନୋଟି ନୂତନ ଇନଷ୍ଟିଚ୍ୟୁଟ୍ ଅଫ୍ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚର ବିକାଶ, ପରିଚାଳନା ଏବଂ କାର୍ଯ୍ୟ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଅଶୋକ ଲେଲାଣ୍ଡଙ୍କ ସହ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି | ଯୁଗ୍ମ ପରିବହନ କମିଶନର(ଟେକ୍ନିକାଲ) ଏବଂ ପ୍ରିନ୍ସିପାଲ୍ (ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲ୍) ପ୍ରଦିପ କୁମାର ମହାନ୍ତି ଓ ସାଦିକ୍ ହୁସେନ୍ ସୟଦ, (ଡିଭିଜନାଲ ମ୍ୟାନେଜର, ଡ୍ରାଇଭିଂ ଟ୍ରେନିଂ, ଅଶୋକ ଲେଲ୍ୟାଣ୍ଡ ଆଣ୍ଡ ପ୍ରିନ୍ସିପାଲ, ଏଚଏମଭି ଡ୍ରାଇଭର ଟ୍ରେନିଂ ଇନଷ୍ଟିଚ୍ୟୁଟ, ଛତିଆ) ମଧ୍ୟରେ ଏହି ଚୁକ୍ତି ବିନିମୟ...
Prep Begins For Padmapur
Bhubaneswar: Preparations are on for the December 5 by-election to Padmapur assembly constituency in Odisha's Bargarh district. The seat fell vacant after the death of BJD MLA Bijay Ranjan Singh Bariha on October 3. Members of Major political parties of the state have started lobbying for the bypoll ticket from their respective parties. The Congress has set up a committee headed by...
ଉପନିର୍ବାଚନରେ ଉତ୍ତରାଧିକାରୀଙ୍କ ବିଜୟ
ଭୁବନେଶ୍ୱର : ଏଯାବତ୍ ଧାମନଗର ବିଧାନସଭା କ୍ଷେତ୍ର ପାଇଁ ତିନି ଥର ଉପନିର୍ବାଚନ ହୋଇଥିବାବେଳେ ପ୍ରତି ଉପନିର୍ବାଚନରେ ଅନୁକମ୍ପା ଓ ସହାନୁଭୂତି ଆଧାରରେ ଦିବଙ୍ଗତ ବିଧାୟକମାନଙ୍କ ଉତ୍ତରାଧିକାରୀମାନେ ହିଁ ଜିଣିଛନ୍ତି । ସ୍ୱାଧୀନତା ପରେ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ସୃଷ୍ଟି ହୋଇଛି । ଏହା ପୂର୍ବରୁ ଧାମନଗର ଥିଲା ପୂର୍ବ ଭଦ୍ରକ ବିଧାନସଭା କ୍ଷେତ୍ରର ଅଂଶବିଶେଷ । ପ୍ରାକ୍ ସ୍ୱାଧୀନତା କାଳରେ ହୋଇଥିବା ଦୁଇଟି ନିର୍ବାଚନରେ ୧୯୩୭ରେ ଏଠାରୁ ବିପ୍ଳବୀ ଚକ୍ରଧର ବେହେରା ଓ ୧୯୪୬ରେ ହରେକୃଷ୍ଣ ମହତାବ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ...
ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ପାଣିପାଗ ଅନୁଧ୍ୟାନ
ଭୁବନେଶ୍ୱର : ରାଜ୍ୟରେ ମ୍ୟାଲେରିଆର ପ୍ରକୋପ ଏବେ ୬ଟି ଜିଲ୍ଲାକୁ ହ୍ରାସ ପାଇଥିବାବେଳେ ଏଠାରେ ଏହାକୁ ମୂଳପୋଛ ପାଇଁ ଜଳବାୟୁ ପରିବର୍ତ୍ତନକୁ ଅନୁଧ୍ୟାନ କରାଯାଉଛି । ମ୍ୟାଲେରିଆ ମଶାବଂଶ ବୃଦ୍ଧି କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରମୁଖ ଭୂମିକା ଥିବାରୁ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ପୂର୍ବରୁ ରାଜ୍ୟର ୧୯ଟି ଜିଲ୍ଲା ମ୍ୟାଲେରିଆ ପ୍ରବଣ ଥିବାବେଳେ ଏବେ ସେହି ସଂଖ୍ୟା ୬କୁ ଆସିଛି । ଏହି ଜିଲ୍ଲାଗୁଡିକ ହେଲା ମାଲକାନଗିରି, ରାୟଗଡା, କଳାହାଣ୍ଡି, କୋରାପୁଟ, ଫୁଲବାଣୀ ଓ କନ୍ଧମାଳ । ଏହି...
ଆକର୍ଷିତ କରିଛି ପିକକ୍ର ଜୀବିକା ଷ୍ଟଲ
ଭୁବନେଶ୍ଵର: କଳିଙ୍ଗ ପୁସ୍ତକ ମେଳାରେ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ କଲଚରାଲ ସେଣ୍ଟର (ପିକକ୍) ଦ୍ୱାରା ଆୟୋଜିତ ଜୀବିକା ଷ୍ଟଲ ଜନସାଧାରଣଙ୍କୁ ଆକର୍ଷିତ କରିଛି । ଏହି ଷ୍ଟଲ ରେ ମହିଳା ଗୋଷ୍ଟିର ସଦସ୍ୟ ମାନଙ୍କ ଦ୍ୱାରା ଘରୋଇ ହାତ ତିଆରି ଜିନିଷ, ହସ୍ତକଳା ଏବଂ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଛି ଓ ଏହି ସାମଗ୍ରୀ ଗୁଡିକ ପିକକ୍ ଉଦ୍ୟମରେ ବାଲିଅନ୍ତା ବ୍ଲକ ର ୭ ଟି ପଞ୍ଚାୟତର ୧୦ ଟି ଗ୍ରାମରେ ଗଠିତ ୧୬ ଟି ମହିଳା ଗୋଷ୍ଟିର ସଦସ୍ୟ ମାନଙ୍କ ଦ୍ୱାରା ପ୍ରସ୍ତୁତ...
ଛାତ୍ରଛାତ୍ରୀ ଆଇନ ବ୍ୟବସ୍ଥାକୁ ଅନୁଶୀଳନ କରିବା ଆବଶ୍ୟକ
ଭୁବନେଶ୍ୱର : ଆଇନ ଛାତ୍ରଛାତ୍ରୀ ମାନେ ଆଇନ ସଂକ୍ରାନ୍ତୀୟ ପୁସ୍ତକ ଅଧ୍ୟୟନ କରିବା ସହିତ ସେମାନଙ୍କ ଚର୍ତୁଦିଗରେ ଘଟୁଥିବା ବିଭିନ୍ନ ବିଷୟକୁ ଗଭୀର ଭାବେ ଅନୁଶୀଳନ କରିବା ଆବଶ୍ୟକ ବୋଲି ରବିବାର ଓଡିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ ଦେବବ୍ରତ ଦାଶ କହିଛନ୍ତି । ଏହାଦ୍ୱାରା ସମାଜର ସ୍ଥିତିକୁ ସେମାନେ ଭଲ ଭାବରେ ବୁଝିବା ସହିତ ସେମାନଙ୍କର ଜ୍ଞାନର ପରିସୀମା ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ’ ରେ ନୂତନ ଭାବେ ପ୍ରବେଶ କରିଥିବା...
ଗଡ ବଜାୟ ରଖିଲା ବିଜେପି
ଭୁବନେଶ୍ୱର : ଧାମନଗର ବିଧାନସଭା ଆସନଟିକୁ ବିଜେପି ନିଜ ପାଖରେ ରଖିବାରେ ସଫଳ ହୋଇଛି । ଏହି ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ କଡା ମୁକାବିଲାରେ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଅବନ୍ତୀ ଦାସଙ୍କୁ ୯୮୮୧ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଧାମନଗରର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ବିଜେପି ସ୍ୱର୍ଗତ ବିଧାୟକ ଶ୍ରୀ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀଙ୍କୁ ଦଳୀୟ ପ୍ରାର୍ଥୀ...
BJP Wins D’Nagar
Bhubaneswar: Beating the well-planned strategy of Governing BJD, BJP was able to retain its Dhamnagar MLA seat. BJP candidate Suryabanshi Suraj won the by-poll to Dhamnagar Assembly segment with a huge margin of 9881 votes, defeating BJD’s Abanti Das. As per Election Commission of India (ECI) website data, Suryabanshi, son of Bishnu Charan Sethi whose demise necessitated the bypoll, has...
Jatra Boost For Congress
Bhubaneswar: It seems political parties have taken cue from a particular aspect of human lifestyle - walking - which is generally believed to make one healthier. Almost all parties are resorting to foot-march, apparently with the mission of making their outfits healthier than the present condition. The foot-marches undertaken by the ruling BJD and the opposition Congress in Odisha seem...










