Sarat Patnaik; New OPCC Chief
New Delhi: Veteran Congress Leader Sarat Patnaik has been appointed as new PCC President of Odisha. This is his second term as OPCC Chief as he was PCC President from 2001-04. Most loyal and confidant of 10Janpath, New Delhi, Mr.Patnaik has been appointed by All India Congress Committee (AICC) President Sonia Gandhi, said K C Venugopal in a Press Note. While accepting...
ଉପନିର୍ବାଚନରେ ମନ୍ତ୍ରୀ, ବିଧାୟକ ହାଉ ଜାଉ
ଭୁବନେଶ୍ୱର : ବ୍ରଜରାଜନଗର ବିଧାନସଭା ଆସନପାଇଁ ହେଉଥିବା ଉପନିର୍ବାଚନ ଲାଗି ଅଧାରୁ ଅଧିକ ମନ୍ତ୍ରୀ ଓ ବିଧାୟକ ଏବେ ରାଜଧାନୀରେ ନାହାନ୍ତି । କେବଳ ମନ୍ତ୍ରୀ ବିଧାୟକ ନୁହନ୍ତି ବିଭିନ୍ନ ଦଳର ଶହ ଶହ କାର୍ଯ୍ୟକର୍ତ୍ତା ଓ କର୍ମୀ ଏବେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଗଳିକନ୍ଦିରେ ହାଉ ଜାଉ ହେଉଛନ୍ତି । ଲୋକସେବା ଭବନରେ ଥିବା ମନ୍ତ୍ରୀମାନଙ୍କ ଦପ୍ତର ଏବେ ପ୍ରାୟ ଖାଁ ଖାଁ ଲାଗୁଛି । ସେହିଭଳି ଏମଏଲ୍ଏ କଲୋନି ସମେତ ଅନ୍ୟ ସ୍ଥାନରେ ଥିବା ସଂଖ୍ୟାଧିକ ବିଧାୟକଙ୍କ କ୍ୱାଟର୍ସରେ ବି ଗହଳି ଚହଳି...
ବିଜୁଳି କାଟ୍ରୁ ନିସ୍ତାର ନାହିଁ
ଭୁବନେଶ୍ୱର : ବିଜୁଳି କାଟ୍ ନକରିବାପାଇଁ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭକରି ଶକ୍ତି ସଚିବଙ୍କ ତାଗିଦା କରିବା ଓ ବିଧାନସଭାର ଶକ୍ତି ସଂକ୍ରାନ୍ତୀୟ ଷ୍ଟାଣ୍ଡିଂ କମିଟି ଅସନ୍ତୋଷ ପ୍ରକଟ କଲେ ମଧ୍ୟ ଲୋକଙ୍କୁ ବିଜୁଳି କାଟ୍ରୁ ନିସ୍ତାର ମିଳୁନାହିଁ । ଗତକାଲି ରାଜଧାନୀ ସମେତ ରାଜ୍ୟର ବିଭନ୍ନ ସ୍ଥାନରେ ହୋଇଥିବା କାଳବୈଶାଖୀ ବର୍ଷାରୁ ଏହା ସ୍ପଷ୍ଟ ହୋଇଛି । ରାଜ୍ୟର ଏବେ ଯେଉଁସବୁ ସ୍ଥାନଗୁଡିକରେ ସାମାନ୍ୟ ବର୍ଷା କିମ୍ବା ପବନ ଆରମ୍ଭ ହେଉଛି ସେଠାରେ ତୁରନ୍ତ ବିଦ୍ୟୁତ୍ କାଟି ଦିଆଯାଉଛି । ଖୋଦ...
ଜୈବବିବିଧତାକୁ ସମ୍ମାନ ଦେବାକୁ ପଡ଼ିବ
ଭୁବନେଶ୍ୱର : ଓଡ଼ିଶା ଜୈବବିବିଧତା ବୋର୍ଡ ଆନୁକୂଲ୍ୟରେ ‘ଅନ୍ତର୍ଜାତୀୟ ଜୈବବିବିଧତା ଦିବସ’ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଭୁସଂପତ୍ତି ଅଧିକାର ପ୍ରାଧିକରଣର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ କହିଛନ୍ତି ଯେ ମଣିଷ ସମାଜ ପାଇଁ ସମଗ୍ର ଜୀବଜଗତ ବିପଦ ମଧ୍ୟକୁ ଟାଣି ହୋଇଆସୁଛି । ଆମେ ହେଉଛୁ ସୃଷ୍ଟିର ଗୋଟିଏ ଅଂଶ ଓ ଆମ ଯୋଗୁଁ ସୃଷ୍ଟି ରହିନି । ଜୈବବିବିଧତାର ସଂରକ୍ଷଣ ଓ ସୁରକ୍ଷା ବଳରେ ଆମେ ନିଜେ ହିଁ ଆମ ନିଜକୁ ବଞ୍ଚାଇବାକୁ ପଡ଼ିବ । ପରିବେଶକୁ...
Odisha Turns “Temple For Sportsperson” ; Singh Deo
Cuttack: With World Class Sports Infrastructure made available in a big way, Odisha has turned as “Temple for Sportspersons”, said former Minister and President of Odisha State Fencing Association, A U Singh Deo. Chairing the Preparatory Meeting of State Fencing Association here at Union Club Cuttack, on Sunday, Mr.Singh Deo said Odisha Government under leadership of Chief Minister Naveen Patnaik,...
Cage Fish Culture Scripts Success
Sambalpur: “Cage Fish Culture in Hirakud Reservoir is a successful model, and it will soon substantially augment inland fresh water fish production in the State”, said Chief Secretary Suresh Chandra Mahapatra. He said this after a assessing its progress both through high level official review, and review recent spot visit to the cage culture site in Hirakud reservoir. During this...
OBB Celebrates Int’l Biodiversity Day
Bhubaneswar: Odisha Biodiversity Board (OBB) Sunday celebrated the “International Day for Biological Diversity” here in a befitting manner to spread message for “Building a shared future for all life”. The United Nation Secretariat of Convention on Biological Diversity has announced the theme for this year as “Building a shared future for all life”. Chairperson, Odisha Real Estate Regulatory Authority and former...
ହୀରାକୁଦର କେଜ୍ ଫିସ୍ କଲ୍ଚର ଏକ ସଫଳ ମୋଡେଲ୍
ଭୁବନେଶ୍ୱର : ହୀରାକୁଦ ଜଳଭଣ୍ଡାରରେ ଆବଦ୍ଧ ମାଛ ଚାଷ (କେଜ୍ ଫିସ୍ କଲ୍ଚର) ଏକ ସଫଳ ମୋଡେଲ୍ ଏବଂ ଏହା ଖୁବ୍ ଶିଘ୍ର ରାଜ୍ୟର ମଧୁର ପାଣି ମାଛ ଉତ୍ପାଦନକୁ ବହୁପରିମାଣରେ ବୃଦ୍ଧି କରିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଉଭୟ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚସ୍ତରୀୟ ସମୀକ୍ଷାପରେ ଶ୍ରୀ ମହାପାତ୍ର ଏହା କହିଛନ୍ତି । ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ହୀରାକୁଦ ଜଳଭଣ୍ଡାରରେ ସ୍ଥାପିତ କେଜ୍ ଗୁଡିକରେ ମାଛ ଚାଷ ସ୍ଥିତି...
PM On Tokyo Visit
New Delhi: Prime Minister Narendra Modi will be visiting Tokyo, Japan from 23-24 May 2022 at the invitation of Fumio Kishida, Prime Minister of Japan. In March 2022, PM Mr.Modi will be hosting Prime Minister Kishida for the 14th India-Japan Annual Summit. During PM's visit to Tokyo, he will look forward to continuing our conversation further, with an aim to strengthen...
ମୋ ବସ୍ କୁ ସରକାରୀ ସହାୟତା
ଭୁବନେଶ୍ୱର : ରାଜଧାନୀରୁ ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ଚକଚକିଆ ‘ମୋ ବସ୍’ ବର୍ତ୍ତମାନ ସୁଦ୍ଧା ଆତ୍ମନିର୍ଭରଶୀଳ ହୋଇପାରିନାହିଁ । ଫଳରେ ରାଜ୍ୟ ସରକାର ଏହାର ଚଳାଚଳ ଓ ଭିତ୍ତିଭୂମି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି । ଗତ ତିନିବର୍ଷ ଭିତରେ ରାଜ୍ୟ ସରକାର ୩୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଯୋଗାଇ ଦେଇଥିବା ଜଣାଯାଇଛି । ୨୦୧୦ ମସିହାରୁ ରାଜଧାନୀରେ ଚଳାଚଳ କରୁଥିବା ବିପିଟିସ୍ ବସ୍ ୨୦୧୮ ମଇ ୪ ତାରିଖରୁ ‘ମୋ ବସ୍’ ନାମରେ ନାମିତ ହେବା...








