ଠିକା ନିଯୁକ୍ତିକୁ ଡାକ୍ତରୀ ଶିକ୍ଷକ ଅମଙ୍ଗ

0

ଭୁବନେଶ୍ୱର : ଓଡ଼ିଶାର ସରକାରୀ ମେଡିକାଲ କଲେଜଗୁଡିକରେ ଶହ ଶହ ଡାକ୍ତରୀ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଖୋଲା ବିଜ୍ଞାପନ ସତ୍ତ୍ୱେ ବି ଏହି ପଦବୀରେ ଠିକା ନିଯୁକ୍ତି ପାଇଁ ଯୋଗ୍ୟ ଡାକ୍ତରମାନେ ଆଗ୍ରହ ପ୍ରକାଶ କରୁନଥିବାରୁ ପଦବୀ ପୂରଣରେ ସମସ୍ୟା ଉପୁଜୁଛି । ନିୟମିତ ପଦୋନ୍ନତି ଓ ସିଧାସଳଖ ନିଯୁକ୍ତି ଭିତ୍ତିରେ ଏହି ପଦବୀ ସବୁ ନିୟମିତ ବ୍ୟବଧାନରେ ପୂରଣ କରାଯାଉ ନଥିବା ଯୋଗୁଁ ଡାକ୍ତରୀ ଶିକ୍ଷା, ଚିକିତ୍ସା ଓ ଗବେଷଣା କ୍ଷେତ୍ର ବହୁ ମାତ୍ରାରେ ପ୍ରଭାବିତ ହେଉଛି ବୋଲି...

ଡିଆରଡିଏ ଜିଲ୍ଲା ପରିଷଦ ମିଶ୍ରଣ ବିଜ୍ଞପ୍ତି ଜାରି

Panchayati Raj Department

ଭୁବନେଶ୍ୱର : ଜିଲ୍ଲା ପରିଷଦ ସହିତ ଡିଆରଡିଏର ମିଶ୍ରଣ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାର ପଞ୍ଚାୟତିରାଜ ଅନୁଷ୍ଠାନକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ ଏହାକୁ ଅଧିକ ସଶକ୍ତ କରିବାଲାଗି ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜିଲ୍ଲା ପରିଷଦ ସହିତ ଡିଆରଡିଏର ମିଶ୍ରଣ ପ୍ରସ୍ତାବ ଦୀର୍ଘଦିନରୁ ରାଜ୍ୟ ସରକାରଙ୍କର ବିଚାରାଧିନ ଥିଲା । ଡିଆରଡିଏ ସୋସାଇଟି ଆକ୍ଟ ୧୮୬୦ ଅନୁଯାୟୀ ପଞ୍ଜିକୃତ ହୋଇଥିବାବେଳେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ କରିଥାଏ । ସେହିଭଳି...

ରବିବାର ନୂଆ ମନ୍ତ୍ରୀମଣ୍ଡଳ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପଞ୍ଚମ ପାଳି ଶାସନରେ ଆସନ୍ତା କାଲି (ରବିବାର) ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ରାଜ୍ୟର ସମସ୍ତ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିଥିବାବେଳେ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାକୁ ଥିବା ବିଧାୟକଙ୍କ ମାନଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଆଜି ସଂଧ୍ୟାରେ ଫୋନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରବିବାର ଦିନ ଲୋକସେବା ଭବନର କନଭେନସନ ହଲରେ ପୂର୍ବାହ୍ନ ୧୧.୪୫ରେ ନୂଆ ମନ୍ତ୍ରୀମାନେ ଶପଥଗ୍ରହଣ କରିବେ । ରାଜ୍ୟପାଳ ପ୍ରଫେସର ଗଣେଶୀ...

ଜୁନ ୬ ରୁ ସମ୍‌ରେ କୋଭାକ୍ସିନ୍ ଟୀକାକରଣ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇ.ଏମ.୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ କରୋନା ମହାମାରୀକୁ ପ୍ରତିହିତ କରିବା ନିମନ୍ତେ ଜୁନ୍ ୬ ତାରିଖରୁ ପୁଣି ଥରେ କୋଭାକ୍ସିନ୍ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ସବୁ ବୟସର ବ୍ୟକ୍ତିଙ୍କୁ ଏହି ଟୀକା ପ୍ରଦାନ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ହସ୍ପିଟାଲ୍‌ରେ କୋଭିସିଲ୍ଡ ଟୀକାକରଣ ଜାରୀ ରହିଥିବା ବେଳେ କୋଭାକ୍ସିନ୍ ଟୀକାକରଣ ସାମୟିକ ଭାବେ ବନ୍ଦ ଥିଲା । ତେବେ ଆସନ୍ତା ସୋମବାର ଠାରୁ ଏହି ଟୀକାକରଣ ପ୍ରକ୍ରିୟା...

ଜୁନ୍ ୧୧ ଯାଏଁ ପ୍ରଚଣ୍ଡ ରୌଦ୍ର ତାପ

ଭୁବନେଶ୍ୱର : ଜୁନ୍ ୧୧ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ର ତାପ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟମ ଧରଣର ରୌଦ୍ର ତାପ ସହ ଅସହ୍ୟ ଗୁଳୁଗୁଳି ଲାଗି ରହିବ । ତେବେ ଜୁନ୍ ୧୧ ତାରିଖ ପରେ ମୌସୁମୀର ଆଗମନର ସମ୍ଭାବନା ଯୋଗୁଁ ହଠାତ୍ ତାପମାତ୍ରା କମିଯାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି । ତେବେ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ତାତି ସହ...

New Ministry Tomorrow

 Bhubaneswar: Just a day after winning the major case related to Jagannath temple in Supreme Court and Brajarajnagar by-poll, BJD Supremo Naveen Patnaik started the process for complete revamp of its face in Government. According to sources, all the Ministers have been asked to step down from their positions with immediate effect. Almost all members of the Council of Ministers...

OFDRA On Quality Training Mode

0

Bhubaneswar: Ramesh Chandra Majhi, Director (Chief Fire Officer), Odisha Fire and Disaster Response Academy, Bhubaneswar is happy as currently 55 Sub Officers came from Rajasthan, Maharastra, Chhatisgarh, Mandhya Pradesh, Jammu & Kashmir, Karnanatka and personnel from Indian Army and Indian Air Force to undergo training at OFDRA for a duration of Six months. They will be passing out in...

Central Team For Cleanliness

0

Bhubaneswar: The Centre has asked Odisha Government to ensure high levels of cleanliness during upcoming RathaJatra in Puri. Ministry of Housing and Urban Affairs has advised the State Government in this regard in categorical terms. National Team of MoHUA will be visiting Puri soon to take stock of arrangements, sources said. Union Secretary Housing and urban Affairs Manoj Joshi has written to...

ପୁରୀ ଆସିବେ କେନ୍ଦ୍ରୀୟ ଟିମ୍‍

ଭୁବନେଶ୍ୱର : ଆସନ୍ତା ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ପୁରୀ ଯେଭଳି ପରିଷ୍କାର ପରିଚ୍ଛନ୍ନ ରୁହେ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ପକ୍ଷରୁ ଓଡିଶା ସରକାରଙ୍କୁ କୁହାଯାଇଛି । ଏହି ମର୍ମରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପର ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିବାବେଳେ ଖୁବ୍‍ଶୀଘ୍ର ମନ୍ତ୍ରାଳୟର ଏକ ଟିମ୍‍ ପୁରୀ ଗସ୍ତରେ ଆସି ସ୍ଥିତି ପରଖିବେ ବୋଲି ସୂଚନା ମିଳିଛି । ଏ ସଂକ୍ରାନ୍ତରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ସଚିବ ମନୋଜ ଯୋଶୀ ମୁଖ୍ୟ ଶାସନ ସଚିବ ସୁରେଶ...

୩୦ ପ୍ରତିଶତ ମହିଳା ଲିଙ୍ଗଗତ ହିଂସାର ଶିକାର

ଭୁବନେଶ୍ୱର : ଓଡିଶାରେ ୩୦ ପ୍ରତିଶତରୁ ଅଧିକ ମହିଳା ଲିଙ୍ଗଗତ ହିଂସାର ଶିକାର ହେଉଛନ୍ତି । ଏ କ୍ଷେତ୍ରରେ ଜାତୀୟ ହାର ଠାରୁ ଓଡିଶାରେ ମହିଳାଙ୍କ ପ୍ରତି ଘଟୁଥିବା ହିଂସା ପରିମାଣ ସାମାନ୍ୟ ଅଧିକ ରହିଛି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସଦ୍ୟ ପ୍ରକାଶ କରିଥିବା ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟର ତଥ୍ୟରେ ଦର୍ଶାଯାଇଛି ଯେ ଜାତୀୟ ସ୍ତରରେ ୧୮ ରୁ ୪୯ ବର୍ଷ ବୟସ୍କା ବିବାହିତା ମହିଳାଙ୍କ ମଧ୍ୟରୁ ୨୯.୩ ପ୍ରତିଶତ ଶାରିରୀକ ଓ ଯୌନ ହିଂସାର...