ଯଥା ପୂର୍ବଂ ତଥା ପରଂ
ଭୁବନେଶ୍ୱର : ଭୁବନେଶ୍ୱର ସହରରେ କୁକୁର ବଂଶବୃଦ୍ଧିକୁ ନେଇ ବିଏମ୍ସିରେ ତୁମ୍ବିତୋଫାନ ହେବାପରେ ଏବେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । କୁକୁର ମାଲିକମାନେ ପୂର୍ବଭଳି ସେମାନଙ୍କ ପୋଷା କୁକୁରଙ୍କୁ ଆଣି ରାସ୍ତା କଡରେ ମଳତ୍ୟାଗ କରାଉଥିବାବେଳେ ବୁଲା କୁକୁର ବି ମାଳ ମାଳ ହୋଇ ପଇଁତରା ମାରୁଛନ୍ତି । ଦେଶର ଦୁଇ ତିନିଟି ସ୍ଥାନରେ ବୁଲା କୁକୁରମାନେ ଛୋଟ ଛୋଟ ପିଲାଙ୍କୁ ଝୁଣି ମାରିଦେବା ଖବର ପ୍ରକାଶ ପାଇବାପରେ ବିଏମ୍ସି କର୍ତ୍ତୃପକ୍ଷଙ୍କ ଚେତା ପଶିଥିଲା । ରାଜଧାନୀ ରାସ୍ତାରୁ କୁକୁରମାନଙ୍କୁ ହଟାଇବାପାଇଁ...
ସମ୍ମମ୍ରେ ସଂକ୍ରମଣ ନିରାକରଣ କର୍ମଶାଳା
ଭୁବନେଶ୍ୱର : ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ନେଇ ସମ୍ ଅଲ୍ଟିମେଟ ମେଡିକେୟାରରେ ଶନିବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ହସ୍ପିଟାଲ୍ର ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସମେତ ନର୍ସ, ପାରାମେଡିକ୍ସ ଓ ଲାବାରେଟୋରୀ ଟେକ୍ନିସିଆନ୍ମାନେ ଯୋଗ ଦେଇଥିଲେ । ଆଡଭାନ୍ସଡ ଷ୍ଟେରିଲାଇଜେସନ୍ ପ୍ରଡକ୍ଟସ୍ (ଏଏସ୍ପି) ଓ ସମ୍ମମ୍ର ମିଳିତ ସହଯୋଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଥିଓରେଟିକାଲ୍ ଲେକ୍ଚର ଓ ପ୍ରାକ୍ଟିକାଲ୍ ସେସନ୍ ଆୟୋଜନ କରାଯାଇଥିଲା । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସମ୍ମମ୍ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ନିଜ...
ବିଜେପିର ବିଜେଡି ମୁକ୍ତ ଓଡ଼ିଶା ଗଠନ ଯୋଜନା
ଭୁବନେଶ୍ୱର : ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟରେ ‘ଅନ୍ୟାୟ-ଦୁର୍ନୀତି-ଭ୍ରଷ୍ଟାଚାର-ବ୍ୟଭିଚାର’ ମୁକ୍ତ ଓ ‘ବିଜେଡି ମୁକ୍ତ’ ଶାସନର ଆବଶ୍ୟକତା ରହିଛି ବୋଲି ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୯ବର୍ଷର ସଫଳତାକୁ ନେଇ ମଇ ୨୯ ରୁ ଜୁନ୍ ୩୦ପର୍ଯ୍ୟନ୍ତ ଗାଁ ଗାଁ ଘର ଘରକୁ ଯାଇ ପ୍ରଚାର କରିବେ । ଆଗାମୀ ୨୦୨୪ରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପାଇଁ ସମସ୍ତ କାର୍ଯ୍ୟ କରିବ । ଆଗାମୀ...
ଲିଙ୍ଗଗତ ସମାନତା ଓ ଭିନ୍ନକ୍ଷମ କର୍ମଶାଳା
ଭୁବନେଶ୍ୱର : ଲିଙ୍ଗଗତ ଅସମାନତା ଓ ଭିନ୍ନକ୍ଷମ ସଂକ୍ରାନ୍ତୀୟ ରାଜ୍ୟ ସ୍ତରୀୟ କର୍ମଶାଳାରେ ସମସ୍ୟାର ସମାଧାନ ପାଇଁ ସିଭିଲ ସୋସାଇଟିର ପ୍ରତିନିଧିମାନେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି । ଲିଙ୍ଗଗତ ସମାନତା ଏବଂ ଭିନ୍ନକ୍ଷମମାନଙ୍କ ପ୍ରସଙ୍ଗକୁ ଜି-୨୦ ସ୍ୱୀକୃତିପ୍ରାପ୍ତ ସିଭିଲି-୨୦ (ସି-୨୦) କର୍ମଶାଳାରେ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଉତ୍ଥାପନ ପାଇଁ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲସ କଲଚରାଲ ସେଣ୍ଟର (ପିକକ) ସହୟତାରେ ଝାଡଖଣ୍ଡର ବାଲ୍ କଲ୍ୟାଣ ସଂଘ ପକ୍ଷରୁ ଦି ଏସିଆ ଫାଉଣ୍ଡେସନ ସହାୟତାରେ ସିଭିଲି ସୋସାଇଟି...
ରଥଯାତ୍ରାବେଳେ ଲାଇନ୍ କଟିବନି
ଭୁବନେଶ୍ୱର : ରଥଯାତ୍ରା ସମୟରେ ବିଦ୍ୟୁତ୍ କାଟ୍ ହେବ ନାହିଁ । ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ରଥଯାତ୍ରା ସମୟରେ ବିଦ୍ୟୁତ୍ ଯୋଗାଣ ନେଇ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏହି ସମୟରେ ବିଦ୍ୟୁତ୍ କାଟ୍ ନକରିବାପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରା ସମୟକୁ ମୌସୁମୀ ଆଗମନ ହୋଇଥିଲେ ବି ପିକ୍ ଆୱାର ମେଗାୱାଟ୍ ବିଦ୍ୟୁତ୍ ଯୋଗାଣ କରାଯିବ । ଆବଶ୍ୟକ ପଡ଼ିଲେ ଅଧିକ ପାୱାର କିଣାଯାଇ ଡିଷ୍ଟି୍ରବୁ୍ୟସନ୍ କମ୍ପାନୀମାନେ ଅଧିକ ପାୱାର ମଧ୍ୟ ଯୋଗାଣ କରିବେ । ପାୱାର...
Bargarh Gets Special Rail
Bhubaneswar: The Ministry of Railways has notified construction of two new railway line projects in Odisha including the Bargarh Road to Nawapara Road line via Padampur as Special Railway Project. For this project only both the Centre and State Government had locked their horns during the Padampur by-poll. “In exercise of the powers, conferred by Clause (37A) of Section-2 of...
Round Table@Climate Resilient Odisha
Bhubaneswar: Eminent experts lauded Odisha Government efforts for bringing Green Public Finance Management and Climate Budgeting. In fact Odisha has taken lead among the Indian States to bring together experts and officials to design innovative climate friendly policies. Government of Odisha in Department of Finance on Saturday organized a Round Table meeting on building climate resilient Odisha here at Hotel Mayfair. Finance...
Pink Note Withdrawal Lauded
Bhubaneswar: Ace Analyst of the Banking Sector, Rajib Sekhar Sahoo has lauded the move of Reserve Bank of India (RBI) to take Rs 2,000 notes out of circulation, only 7 years after they were first introduced. Known for his impartial and mature opinion on financial sector, Shri Sahoo said the Government of India has been taking various steps including modification...
ହାଇକୋର୍ଟରେ ଗ୍ରୀଷ୍ମାବକାଶ ବେଞ୍ଚ
କଟକ : ଗ୍ରୀଷ୍ମାବକାଶ ପାଇଁ ଓଡିଶା ହାଇକୋର୍ଟ ପ୍ରାୟ ୩୨ଦିନ ପାଇଁ ବନ୍ଦ ରହିବ । ଏହି ସମୟ ମଧ୍ୟରେ ୮ଦିନ ଅବସରକାଳୀନ ବେଞ୍ଚରେ ଜରୁରୀକାଳୀନ ମାମଲାଗୁଡିକ ବିଚାର ପାଇଁ ଗ୍ରହଣ କରାଯିବ । ଏହି ଦିନଗୁଡିକରେ ଗୋଟିଏ କରି ଦୁଇ ଜଣିଆ ଖଣ୍ଡପୀଠ ଓ ଦୁଇଟି କରି ଜଣିକିଆ ଖଣ୍ଡପୀଠରେ ବିଚାରପତିମାନେ ମାମଲାଗୁଡିକର ଶୁଣାଣି କରିବେ । ମଇ ୧୩ତାରିଖରୁ ଜୁନ୍ ୨୦ତାରିଖ ପର୍ଯ୍ୟନ୍ତ ନିୟମିତ ଅଦାଲତ କାର୍ଯ୍ୟ ହାଇକୋର୍ଟରେ ବନ୍ଦ ରହୁଥିଲେ ମଧ୍ୟ ଅବସରକାଳୀନ ବେଞ୍ଚଗୁଡିକ ହାଇବ୍ରିଡ୍ ମୋଡ୍ରେ ଶୁଣାଣି କରିବେ...
ଚାରି ଜିଲ୍ଲାରେ ଅଧିକ ମିଶନ ଶକ୍ତି ଋଣ
ଭୁବନେଶ୍ୱର : ମିଶନ ଶକ୍ତିର ମହିଳା ଗୋଷ୍ଠିଙ୍କୁ ଅଧିକରୁ ଅଧିକ ଋଣ ପ୍ରଦାନ ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ୪ଟି ଜିଲ୍ଲାର ମହିଳା ଗୋଷ୍ଠି ଶତ ପ୍ରତିଶତରୁ ଅଧିକ ଋଣ ଉଠାଣ କରିଛନ୍ତି । ଏହି ୪ଟି ଜିଲ୍ଲା ହେଲା ଅନୁଗୁଳ, କଳାହାଣ୍ଡି, କେନ୍ଦ୍ରାପଡା ଓ କେନ୍ଦୁଝର । ଏହି ଚାରି ଜିଲ୍ଲାର ମହିଳା ସ୍ୱୟଂ ସହାୟିକ ଗୋଷ୍ଠିକୁ ଋଣ ପ୍ରଦାନ ପାଇଁ ଯେଉଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା ତାହାଠାରୁ ଅଧିକ ଋଣ ସେମାନେ ନେଇଛନ୍ତି । ଗତବର୍ଷ ଡିସେମ୍ବର ଶେଷ ସୁଦ୍ଧା ଅନୁଗୁଳ...










