ବରଗଡରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ଶଯ୍ୟା
ଭୁବନେଶ୍ୱର : ପଶ୍ଚିମ ଓଡିଶାରେ କୋଭିଡ୍-୧୯ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଶୁକ୍ରବାର କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବରଗଡ ଜିଲ୍ଲା ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ(ଭିଏମ୍ଏସ୍ଏଚ)ରେ ୧୦୦ଟି ଭେଂଟିଲେଟର ସହ ଆଇସିୟୁ ବେଡ୍ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ସମଗ୍ର ଦେଶ କୋଭିଡ -୧୯ର ଦ୍ୱିତୀୟ ଲହରୀରେ ପ୍ରଭାବିତ ହୋଇଥିବା ବେଳେ ପଶ୍ଚିମ ଓଡିଶା ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ...
ଟିକା ଉତ୍ପାଦନ ୟୁନିଟ୍ର ନିର୍ମାଣ ଆରମ୍ଭ
ଭୁବନେଶ୍ୱର : ଭୁବନେଶ୍ୱରର ଅନ୍ଧାରୁଆଠାରେ ଟିକା ଉତ୍ପାଦନ ଶିଳ୍ପାନୁଷ୍ଠାନର ନିର୍ମାଣ କାର୍ଯ୍ୟ ଇତି ମଧ୍ୟରେ ଆରମ୍ଭ ହୋଇଛି । ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକୀୟ ବୈଧାନିକ ଏବଂ ଆଇନ୍ଗତ ଅନୁମତି ମଧ୍ୟ ଦିଆସରିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାଇଓଟେକ୍ କାର୍ଯ୍ୟାନ୍ୱୟନ କମିଟିର ଆଲୋଚନାରୁ ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ବିଜ୍ଞାନ ଓ ବୈଷୟିକଜ୍ଞାନ ବିଭାଗ ଶାସନ ସଚିବ ଶ୍ରୀ ମନୋଜ ମିଶ୍ର ରାଜ୍ୟରେ ବାଇଓଟେକ୍ ...
97 PC HCWs & FLWs Get VAX
Bhubaneswar: Additional Chief Secretary, Health & Family Welfare, Pradipta Kumar Mohapatra said around 97 Percent of Health Care Workers (HCW) has received the first dose of COVID vaccine while a total 87 Percent have received the second dose of the Coronavirus vaccine. Similarly, 97 Percent of FLWs have got the first dose and 85 Percent among them have received the...
କୋଭିଡ୍ ପରିଚାଳନା ସମୀକ୍ଷା
ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ସଂଗଠନ, ବ୍ୟାଙ୍କିଂ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ ଓଡ଼ିଶାରେ କୋଭିଡ୍ ପରିଚାଳନା ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟ ଭିତିଭୂମି ଉପରେ ସମୀକ୍ଷା କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ରାଜ୍ୟରେ ଟେଷ୍ଟି, ଭେଂଟିଲେଟର, ଟିକାକରଣ ଓ ଅକ୍ସିଜେନ ବ୍ୟବସ୍ଥା ବଢାଇବା ସହ...
Odisha Urges GST Exempt On Vax
Bhubaneswar: Chief Minister Naveen Patnaik Thursday urged the Centre for exemption on GST for purchase of COVID 19 vaccine to facilitate the State Government intensifying its fight against the pandemic. In a letter to Union Finance Minister Niramala Sitharaman, Chief Minister Mr.Patnaik said the states have been asked to purchase vaccines out of their own resources to cover the 18...
Vax Unit Construction Begins
Bhubaneswar: Because of IDCO’s smooth land allotment process and ‘ease of doing business’ reforms, the construction of vaccine production unit has started at Andharua in Bhubaneswar. The required statutory clearances and permissions have also been granted for setting up the unit. This was known from State level Bio-Tech implementation committee meeting held on digital mode under the Chairmanship of Chief...
ଅନଲାଇନ କ୍ଳାସ ବନ୍ଦ କରିବା ଦୁର୍ଭାଗ୍ୟଜନକ
ଭୁବନେଶ୍ୱର : କରୋନା ପରିସ୍ଥିତିରେ ଅନ୍ଲାଇନ୍ ପାଠପଢା ବନ୍ଦ କରି ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ସହ ଖେଳୁଛନ୍ତି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ନୀତି ନିଷ୍ପତିରେ ସାରା ରାଜ୍ୟର ଛାତ୍ର ଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନଲାଇନ ପାଠପଢ଼ା ଯାହାକି କରୋନା ସମୟରେ ଉପଯୋଗୀ ହୋଇପାରିବ ତାହା ଉପରେ ସରକାର ଗୁରୁତ୍ୱ ଦେଉ ନାହାଁନ୍ତି । ଏ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୂଷୁଡ଼ି ପଡ଼ିଲାଣି ।...
Plea For Private Security Guards As FLWs
Bhubaneswar: Private Security Guards, who are an important constituent of the State’s security setup, have now requested the State Government that they be treated as Front Line Workers (FLW)s and vaccinated at the earliest. At present, there are around 2 lakh Private Security Personnel working across the State. They are present at the hospitals, malls, factories, hotels, market complex, and residential...
୫ଲକ୍ଷ ଟପିଲା କରୋନା
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ୫ଲକ୍ଷକୁ ଟପିଯାଇଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୫,୦୧,୧୬୨ ହୋଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୧,୫୮୫ ରେ ପହଞ୍ଚିଛି । ତେବେ ଲଗାତାର ଭାବେ ସୁସ୍ଥରୋଗୀଙ୍କ ସଂଖ୍ୟା ଦୈନିକ ୬ହଜାର ଉପରେ ରହିବା ସହିତ ରାଜ୍ୟରେ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୪,୧୬,୪୦୩ରେ ପହଞ୍ଚିଛି । ସେହିଭଳି ପାଞ୍ଚ ଦିନ ପରେ କରୋନା ସଂକ୍ରମଣ ପୁଣିଥରେ ରାଜ୍ୟରେ ୧୦ହଜାରକୁ ଟପିଛି । ଚଳିତମାସ ଏକ ତାରିଖରେ ୧୦,୪୧୩ ଜଣ ଚିହ୍ନଟ ହୋଇଥିବେଳେ ଗତ ୨୪ଘଣ୍ଟାରେ ରାଜ୍ୟରେ ସର୍ବାଧିକ...
ତୃତୀୟ ଲହରୀ ଚେତାବନୀ
ଭୁବନେଶ୍ୱର : ଭାରତରେ ଏବେ କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ଭାବେ ବ୍ୟାପୁଥିବାବେଳେ କିଛିଦିନ ମଧ୍ୟରେ ପୁଣି ତୃତୀୟ ଲହର ଆସିପାରେ । ଏଥିପାଇଁ ଏବେ ଠାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ସାଧାରଣ ଲୋକେ ମନସ୍ଥିର କରି ପ୍ରସ୍ତୁତ ରହିବାକୁ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ଦୀର୍ଘ ବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଉପରେ ଗଭୀର ଗବେଷଣା ସହ ମଡେର୍ଣ୍ଣା ଟିକା ତିଆରିରେ ସମ୍ପୃକ୍ତ ଥିବା ଓଡିଆ ବୈଜ୍ଞାନିକ ଡକ୍ଟର ସ୍ୱୟଂପ୍ରକାଶ ଏଭଳି ସତର୍କବାଣୀ ଶୁଣାଇଛନ୍ତି । ସେ...










