CS Conclave On 16-17 June

Bhubaneswar: Team Odisha Administration headed by Chief Secretary Suresh Chandra Mohapatra will attend the All Chief Secretaries Conclave to be held at Dhramshala in Himachal Pradesh on 16-17 June. This is first of its’ kind Conclave of Top Mandarins across the country to discuss the key issues in detailed manner. The focus of the Conclave will be on key issues of...

BCCI Prez Meets CM

0

Bhubaneswar: Sourav Ganguly, President BCCI called on Chief Minister Naveen Patnaik on Sunday. Before leaving for Barabati Stadium in Cuttack for the India-South Africa T20I, Mr.Ganguly went to Naveen Niwas. Pankaj Lochan Mohanty, President Odisha Cricket Assocation accompanied Mr.Ganguly during his visit to CM's Residence.  A senior official in Naveen Niwas said "It was a courtesy call".  After the meeting, Mr.Ganguly went to...

CSR Introduction Scripts Success

0

New Delhi: Thousands of industry leaders have witnessed a revolutionary evolution of ESG and CSR at the campus of Indian Institute of Corporate Affairs (IICA), IMT Maneasr. About 30 top companies exhibited their practices in the sphere of sustainability, Environment-Social-Governance (ESG), and Corporate Social Responsibility (CSR). Rao Inderjit Singh, Union Minister of State for Corporate Affairs was the Chief Guest...

୧୬ରୁ ମୁଖ୍ୟ ସଚିବ ସମ୍ମିଳନୀ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଆସନ୍ତା ୧୬ ଏବଂ ୧୭ତାରିଖରେ ହିମାଚଳପ୍ରଦେଶର ଧର୍ମଶାଳା ଠାରେ ଆୟୋଜିତ ମୁଖ୍ୟ ଶାସନ ସଚିବ ସମ୍ମିଳନୀରେ ଯୋଗଦେବେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ପାଇଁ ଦେଶର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏହା ହେଉଛି ଏହି ଧରଣର ପ୍ରଥମ ସମ୍ମିଳନୀ । ଏହି ସମ୍ମିଳନୀରେ ଶିକ୍ଷା, ସହରାଞ୍ଚଳ ପ୍ରଶାସନ ଏବଂ କୃଷି ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...

ସମବାୟ ନିର୍ବାଚନରେ ୩୦ ଲକ୍ଷ ଭୋଟର

0

ଭୁବନେଶ୍ୱର : ଓଡ଼ିଶାରେ ପ୍ରାୟ ୩୦ ଲକ୍ଷ ମତଦାତା ସମବାୟ ନିର୍ବାଚନରେ ସେମାନଙ୍କ ମତଦାନର ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ୭୦୭୬ଟି ପ୍ରାଥମିକ ସମବାୟ ସମିତି ପାଇଁ ପ୍ରଥମ ପର୍ଯ୍ୟାୟରେ ଚଳିତ ମାସ ୧୯ ତାରିଖରେ ଓ ପରେ ପରେ ୨୬ ତାରିଖରେ ଭୋଟ ହେବାକୁ ଯାଉଛି । ବିରୋଧୀ ଦଳମାନଙ୍କର ସ୍ଥିତି ଏ କ୍ଷେତ୍ରରେ ଅତି ଦୁର୍ବଳ ଥିବାରୁ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ଅଧିକାଂଶ ସ୍ଥାନରେ ଏକପାଖିଆ ବିଜୟ ହାସଲ କରିବା ସମ୍ଭାବନା ଉଜ୍ଜ୍ୱଳ । ତେବେ ବହୁ ସ୍ଥାନରେ...

ସାମାଜିକ ସୁରକ୍ଷା ହିଁ ଶିଶୁ ଶ୍ରମକୁ ରୋକିବ

0

ଭୁବନେଶ୍ୱର : ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ ୨୦୨୨ ପାଳନ ନିମନ୍ତେ ଆନ୍ତର୍ଜାତୀୟ ଶ୍ରମ ସଂଗଠନ ଦ୍ୱାରା ଶିଶୁ ଶ୍ରମକୁ ରୋକିବା ପାଇଁ ସାର୍ବଜନିକ ସାମାଜିକ ସୁରକ୍ଷାକୁ ଏ ବର୍ଷର ବିଷୟବସ୍ତୁ ର୍ନିର୍ଦ୍ଧାରିତ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଶିଶୁ ଶ୍ରମକୁ ରୋକିବା ନିମନ୍ତେ ବିଶ୍ୱ ସ୍ତରରେ ସାମାଜିକ ସୁରକ୍ଷାକୁ ସୃଦୁଢ କରିବା କାରଣ କେବଳ ସାମାଜିକ ସୁରକ୍ଷା ଦ୍ୱାରା ହିଁ ସଙ୍କଟମୟ ପରିସ୍ଥିତିରେ ପରିବାର ଗୁଡିକୁ ଶିଶୁଶ୍ରମରୁ ନିବୃତ କରାଯାଇ ପାରିବ । ଯଦିଓ ୨୦୨୦ ର ଆରମ୍ଭ...

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀଙ୍କ ସମୀକ୍ଷା

0

ଭୁବନେଶ୍ୱର : କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡିରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ତାଙ୍କର ଏହି ସରକାରୀ ଗସ୍ତ ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ରବିବାର କେନ୍ଦ୍ର ମନ୍ତ୍ରୀ କଳାହାଣ୍ଡିର କେସିଙ୍ଗା ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହିତ ମତ ବିନିମୟ କରିଛନ୍ତି । ପକ୍କା ଘର ମିଳିବା ପରେ ସେମାନଙ୍କର ଅଭିଜ୍ଞତା, ସଶକ୍ତିକରଣ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ହିତାଧିକାରୀଙ୍କୁ ପଚାରି ବୁଝିଥିଲେ...

State Consults Financial Experts

0

Bhubaneswar: Experts in the Finance Sector have advised the mineral rich Odisha State Administration to take up the issue of “Duty on Mineral Exports” with the Government of India so that the export of minerals, which has hit the road block, will ease. Unless such duty is reduced, Odisha will not be able to generate bumper resources from mineral sector...

କନ୍ଧମାଳରେ ବିପୁଳ ନକ୍ସଲ ସାମଗ୍ରୀ ଜବତ

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲାରେ ନକ୍ସଲ ଦମନ ଅଭିଯାନକୁ ବଡ ସଫଳତା ମିଳିଛି । ଜିଲ୍ଲାର ଗୋଛପଡା ଥାନା ଅଞ୍ଚଳରେ ଏସ୍‍ଓଜି ଓ ଡିଭିଏଫ୍‍ ପକ୍ଷରୁ ହୋଇଥିବା ମିଳିତ ଚଢଉରେ ବିପୁଳ ପରିମାଣର ଗୁଳିଗୋଳା ଓ ନକ୍ସଲ ସାଗ୍ରୀ ଜବତ ହୋଇଛ । ବିଶେଷ ସୂତ୍ରରୁ ସୂଚନା ପାଇବାପରେ ଏସ୍‍ଓଜି ଓ ଡିଭିଏଫ୍‍ ମିଳିତ ଅଭିଯାନ ଆରମ୍ଭ କରିଥିଲେ । ତେବେ ନକ୍ସଲମାନେ ଚଢଉ ସମୟରେ ନିଜ ନିଜର ସାମଗ୍ରୀକୁ ସ୍ଥାନୀୟ ଶଶୀକେତ ଗ୍ରାମର ଏକ ଗୁମ୍ଫାରେ ଲୁଚାଇ ରଖିଥିଲେ । ମିଳିତ ବାହିନୀ...

ପ୍ରାଚୀ ଏନକ୍ଲେଭରେ ଡେଙ୍ଗୁ ମଶା

0

ଭୁବନେଶ୍ୱର : ରାଜଧାନୀର ଅନ୍ୟତମ ଭିଆଇପି ଅଞ୍ଚଳ ପ୍ରାଚୀ ଏନ୍‍କ୍ଲେଭ ଓ ଏହାର ଆଖପାଖ ଅଞ୍ଚଳ ଏବେ ଡେଙ୍ଗୁ ସୃଷ୍ଟିକାରୀ ଏଡିସ୍‍ ମଶାଙ୍କ ବାସସ୍ଥଳୀ । ରାଜ୍ୟସ୍ତରୀୟ କୀଟ ବିଶେଷଜ୍ଞଦଳ ଏହି ଅଞ୍ଚଳ ଗସ୍ତ କରିବାବେଳେ ଏଡିସ୍‍ ମଶା ଥିବା ଠାବ କରିଛନ୍ତି । କୀଟ ବିଶେଷଜ୍ଞ ଡି.ଆର,ମହାପାତ୍ର ଓ ମିହିର ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଗୋଟିଏ ଟିମ୍‍ ଚନ୍ଦ୍ରଶେଖରପୁର ଅଞ୍ଚଳ ଗସ୍ତ କରିଥିଲେ । ଏହି ଟିମ୍‍ରେ ଚନ୍ଦ୍ରଶେଖରପୁର ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ଫର୍ମାସିଷ୍ଟ, ଆଶାର୍କମୀ, ବିଏମ୍‍ସିର ୩ଜଣ ମଶା ଲାର୍ଭା ମରା ସୁପରଭାଇଜର...