BJYM Members Get Bail

0

Bhubaneswar: As many as 22 Members of Bharatiya Janata Yuva Morcha (BJYM), who were arrested in connection to violence during a protest here on February 28, got bails from Orissa High Court. According to party sources, all the BJYM activists including State President Irasis Acharya got bail from the HC on Thursday. They were booked under various charges, including attempt to...

GPL Boosts Women Self Reliance

0

Gopalpur: In a bid to make women self-reliant, Gopalpur Port Limited (GPL) under its Corporate Social Responsibility (CSR) initiative inaugurated a training centre for beauticians at Gopalpur Port's CSR Complex in Dubuli Chowk. The unique initiative has been taken to boost the participation of women in the entrepreneurship ecosystem and empower the passionate rural women of the port peripheral.  In...

State To Train 1 Lakh

Bhubaneswar: To make Odisha youths ready for future job demand, the State Government has come with a new scheme Nua Odisha to train one lakh youths in future technologies like cloud computing, artificial technology, data sciences, and other futuristic knowledge. The State Government has kept a budgetary provision of Rs. 100 crores for the new scheme Nua Odisha to train one...

ବିୟୁଟିସିଆନ ଶିକ୍ଷା ଓ ତାଲିମ କେନ୍ଦ୍ର ଉଦଘାଟିତ

0

ଛତ୍ରପୁର : ଗୋପାଳପୁର ବନ୍ଦର ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ‘ମହିଳା ସଶକ୍ତିକରଣ ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ’ କାର୍ଯ୍ୟକ୍ରମରେ ବନ୍ଦରର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଉତ୍ସାହୀ ମହିଳାମାନଙ୍କୁ ରୋଜଗାରକ୍ଷମ ଓ ସ୍ଵାବଲମ୍ବୀ କରିବାପାଇଁ ଡୁବୁଲି ଛକଠାରେ ଥିବା ଗୋପାଳପୁର ବନ୍ଦରର ସିଏସଆର କମ୍ପଲେକ୍ସ ଠାରେ ଏକ ବିୟୁଟିସିଆନ ଶିକ୍ଷା ଓ ତାଲିମ କେନ୍ଦ୍ର ଉଦଘାଟିତ ହୋଇଯାଇଛି।   ପ୍ରାଥମିକ ପର୍ଯ୍ୟାୟରେ ନିକଟସ୍ଥ ପଞ୍ଚାୟତର ୩୦ ଜଣ ମହିଳା ପ୍ରାର୍ଥୀ ନାମ ପଞ୍ଜୀକୃତ କରାଇଛନ୍ତି । ଗୋପାଳପୁର ବନ୍ଦର ପକ୍ଷରୁ ମହିଳା ମାନଙ୍କୁ ସୌନ୍ଦର୍ଯ୍ୟ...

ସୋଆ ଓ ଜିମ୍ବାୱେ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା

0

ଭୁବନେଶ୍ୱର : ବିଭିନ୍ନ ଏକାଡେମିକ୍ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗ ଓ ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଜିମ୍ବାୱେର ବିନ୍ଦୁରା ବିଶ୍ୱବିଦ୍ୟାଳୟ ଅଫ୍ ସାଇନ୍ସ ଏଜୁକେସନ୍ ମଧ୍ୟରେ ଗୁରୁବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ବିନ୍ଦୁରା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏଡି ମ୍ବେଞ୍ଜେ ଏହି ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । ଏହି ଚୁକ୍ତି ୫ ବର୍ଷ ପର୍ଯ୍ୟନ୍ତ...

୨୧ରୁ ଓବିସି ଜନ ଜାଗରଣ ଯାତ୍ରା

ଭୁବନେଶ୍ୱର : ସାରା ଦେଶରେ ଶିକ୍ଷା ଓ ନିଯୁକ୍ତିରେ ଓବିସି ବର୍ଗଙ୍କୁ ୨୭ପ୍ରତିଶତ ସଂରକ୍ଷଣ ମିଳୁଥିବାବେଳେ ଓଡ଼ିଶାରେ ଏହା ମିଳୁନାହିଁ । ବିଶେଷକରି ଶିକ୍ଷା ଅନୁଷ୍ଠାନରେ ନାମଲେଖାରେ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଆଦୌ ସଂରକ୍ଷଣ ମିଳୁନାହିଁ । ରାଜ୍ୟରେ ଓବିସିଙ୍କ ଜନସଂଖ୍ୟା ହେଉଛି ୫୪ପ୍ରତିଶତ । ସାରା ଦେଶରେ ଅନ୍ୟ ରାଜ୍ୟମାନଙ୍କରେ ଓବିସିବର୍ଗମାନଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଯଥେଷ୍ଟ ସଂରକ୍ଷଣ ସୁବିଧା ମିଳୁଥିବାବେଳେ ଓଡ଼ିଶାରେ ବିଜୁ ଜନତା ଦଳ ସରକାର ଓବିସି ବର୍ଗର ଲୋକମାନଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରିଛନ୍ତି । ରାଜ୍ୟରେ...

ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭ୍‌ ଉଦ୍‌ଘାଟିତ

ଭୁବନେଶ୍ୱର : 'ସ୍କିଲ୍‌ଡ-ଇନ୍‌-ଓଡ଼ିଶା’ ବ୍ରାଣ୍ଡ ସାରା ବିଶ୍ୱକୁ ଆଲୋକିତ କରିବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭ୍‌-୨୦୨୩’ ଉଦ୍‌ଘାଟନ କରି ଦେଶରେ ନୂତନ ଯୁଗର ବୈଷୟିକ ଦକ୍ଷତା ନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସହଯୋଗିତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କ୍ଲାଉଡ୍‌ କମ୍ପୁ୍ୟଟିଂ, କୃତି୍ରମ ବୈଷୟିକ ବିଦ୍ୟା, ଡାଟା ବିଜ୍ଞାନ ଏବଂ ଅନ୍ୟାନ୍ୟ ଭବିଷ୍ୟତବାଦୀ ଜ୍ଞାନ ନିମନ୍ତେ ଯୁବକମାନଙ୍କୁ ତାଲିମ ଦେଇ...

ମୟୁରଭଞ୍ଜ ଗସ୍ତରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

0

ବାରିପଦା : ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ  ମୟୁରଭଞ୍ଜ ଗସ୍ତରେ ଆସି ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ଭିତ୍ତିଭୂମି କାର୍ଯ୍ୟ ର ଅଗ୍ରଗତି ସମ୍ଭନ୍ଧ ରେ ଭିଡ଼ିଓ କନଫରେନସିଙ୍ଗ ଜରିଆରେ ସମୀକ୍ଷା କରିଥିଲେ ।   ଜିଲ୍ଲା ରେ  ରେଳବାଇ, ହାଇୱେ, ଜାତୀୟ ରାଜପଥ, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଶକ୍ତି,ଗମନା ଗମନ, ବସଷ୍ଟାଣ୍ଡ ନିର୍ମାଣ, ମେଡିକାଲ କଲେଜ ଗୃହ, ଜିଲ୍ଲା ଅଦାଲତ ଗୃହ ନିର୍ମାଣ ଇତ୍ୟାଦି...

Summer Vacation From 21 APR

0

Bhubaneswar: In view of prevailing extreme heatwave condition across the State, Chief Minister Naveen Patnaik on Thursday declared summer vacation of all Schools upto Class-XII from April 21. The Chief Minister has ordered summer vacation of both government and private schools from Class-I to XII across the State from Friday. The School and Mass Education Department has been asked to...

ଆଗୁଆ ଖରାଛୁଟି ଘୋଷଣା

0
Naveen Patnaik Photo

ଭୁବନେଶ୍ୱର : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦ୍ୟାଳୟଗୁଡିକ ପାଇଁ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି । ତଦନୁଯାୟୀ ୨୧ତାରିଖରୁ ଯୁକ୍ତ ଦୁଇ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ, ଘରୋଇ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକ ବନ୍ଦ ରହିବ । ଉଲ୍ଲେଖନୀୟ ଯେ ପ୍ରତିବର୍ଷ ମଇ ପ୍ରଥମ ସପ୍ତାହରୁ ରାଜ୍ୟରେ ଖରଛୁଟି ଆରମ୍ଭ ହୋଇଥାଏ ଏବଂ ରଜ ପରେ ବିଦ୍ୟାଳୟଗୁଡିକ ଖୋଲିଥାଏ । କିନ୍ତୁ ଚଳିତବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ବିଦ୍ୟାଳୟ...