ଚଳିତ ବର୍ଷ ୧୭ଟି ଫସଲ ବୀମା ଅନ୍ତର୍ଭୁକ୍ତ ହେବ

ଭୁବନେଶ୍ୱର : ଚଳିତ ବର୍ଷ ଖରିଫ୍ ଋତୁରେ  ୮ ଟି ଫସଲ  ଏବଂ ରବି ଋତୁରେ  ୯ ଟି ଫସଲକୁ  ବୀମାଭୁକ୍ତ କରାଯିବ । ଆଜି ମୁଖ୍ୟ ଶାସନ ସଚିବ  ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ରାଜ୍ୟସ୍ତରୀୟ ଫସଲବୀମା ସମନ୍ୱୟ  କମିଟି ବୈଠକରେ ଏହା ସ୍ଥିର ହୋଇଛି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ  ସଶକ୍ତିକରଣ ବିଭାଗ ସ୍ୱତନ୍ତ୍ର  ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା ଚଳିତ ବର୍ଷ ପାଇଁ  ଫସଲ...

Vigilance In RTI Perview

0

Cuttack: The Orissa High Court on Monday asked the State Government to bring the State Vigilance under the purview of Right to Information (RTI) Act. The Court has asked the Government to come up with a notification within four weeks for this purpose. On August 11, 2016, the State Information and Public Relations Department had issued a notification to keep...

Fire Personnel Save Lives

Cuttack: The Directorate of Fire Service headed by DGP Santosh Upadhyay has saved 729 precious human lives from fire, drowning, accident and other incidents during the month of May. According to official data, the Fire Service officials have saved three human lives from fire accidents and 726 human beings from other incidents like drowning and road accidents.      The Directorate of...

Action Plan For Disasters

0

Bhubaneswar:Following the instruction of Chief Minister Naveen Patnaik, the Works Department has prepared a detailed action plan to deal with heavy rain, flood and cyclone during the current monsoon season. Starting from the EIC office to divisional office, an emergency cell has been formed equipped with telephone, e-mail and WhatsApp groups to collect data from the location of damage and...

ଇଟାଲୀରେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକ ଆଜି ଇଟାଲୀରେ ପହଞ୍ଚିଥିବାବେଳେ ସେଠାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲୋହୋତ୍ରା ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଉଲ୍ଲେଖନୀୟ ଯେ ୧୦ଦିନିଆ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀଙ୍କର ଇଟାଲୀରେ ଅନେକଗୁଡିଏ କାର୍ଯ୍ୟକ୍ରମ ରହିଛି । ସେଠାରେ ଶ୍ରୀ ପଟ୍ଟନାୟକ ଭାଟିକାନ ସିଟିର ପୋପଙ୍କୁ ସାକ୍ଷାତ କରିବା ସହିତ ସେଠାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ଓଡିଶାରେ ଖାଦ୍ୟ ନିରାପତ୍ତାର ସଫଳ କାର୍ଯ୍ୟକାରୀତା ଓ ଏଥିରେ...

Monsoon Covers Odisha

0

Bhubaneswar, June 20: Southwest monsoon has further advanced into remaining parts of Odisha on Monday and thus it covered the entire State, the IMD said. After a brief delay, the southwest monsoon reached the State on June 16. Now, the eastwest trough at mean sea level now runs from west Uttar Pradesh to Bangladesh across East Uttar Pradesh, Bihar and...

ଉତ୍କର୍ଷ ବଜାୟ ରଖିଲା ସୋଆ

0

ଭୁବନେଶ୍ୱର : ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜର ଉତ୍କର୍ଷ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌)ର ତୃତୀୟ ପର୍ଯ୍ୟାୟ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ କରିଛି । ମୋଟ ୪.୦୦ ସ୍କୋର୍‌ରୁ ସର୍ବାଧିକ ୩.୮୮ କ୍ୟୁମୁଲେଟିଭ୍ ଗ୍ରେଡ ପଏଂଟ ଆଭରେଜ (ସିଜିପିଏ) ହାସଲ କରି ଏହି କୃତିତ୍ୱ ହାସଲ କରିଛି ସୋଆ । ମେ ୧୦, ୨୦୨୨ରୁ ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ ନାକ୍‌ର ଏହି ସ୍ୱୀକୃତି ବଳବତର ରହିବ ।...

ଦାୟିତ୍ୱ ନେଲେ ସଂଜୟ କୁମାର ସିଂହ

ଭୁବନେଶ୍ୱର : ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଜଣାଇଥିଲେ । ଦାୟିତ୍ୱ ଗ୍ରହଣ ପରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ...

୨୦ ଜିଲ୍ଲାରେ ହେବ ସନ୍ତରଣାଗାର

ଭୁବନେଶ୍ୱର : ପିଲାମାନଙ୍କୁ ସନ୍ତରଣ ଶିଖାଇବା ସହିତ ସେମାନଙ୍କୁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଜଣେ ଜଣେ ସଫଳ କ୍ରୀଡାବିତ୍‍ ଭାବେ ପରିଚୟ ଦେବାପାଇଁ ରାଜ୍ୟର ୨୦ଟି ଜିଲ୍ଲାରେ ସନ୍ତରଣାଗାର (ସୁଇମିଙ୍ଗ୍‍ ପୁଲ୍‍) ପ୍ରତିଷ୍ଠା କରାଯିବ । ବର୍ତ୍ତମାନ ସୁଦ୍ଧା ୯ଟି ଜିଲ୍ଲାରେ ଏହା ପ୍ରତିଷ୍ଠା ସରିଲାଣି । ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଏବଂ ଜେଏସ୍‍ଡବ୍ଲ୍ୟୁର ମିଳିତ ପ୍ରୟାସରେ ରାଜ୍ୟରେ ଏହି କ୍ରୀଡାକୁ ପ୍ରୋତ୍ସାହନ ଦିଆଯାଉଛି । କଳିଙ୍ଗ ଷ୍ଟାଡିୟମରେ ଏବେ ପିଲାମାନଙ୍କୁ ସନ୍ତରଣ ତାଲିମ ଦିଆଯାଉଥିବାବେଳେ ସେମାନଙ୍କ ଅଭିଭାବକଙ୍କ...

ଖଣିରୁ ଆୟ ପାଇଁ ଅଣଟିକସ ରାଜସ୍ୱ ବୃଦ୍ଧି

0

ଭୁବନେଶ୍ୱର : ରାଜ୍ୟର ଅଣଟିକସ ରାଜସ୍ୱ ଆଦାୟ ମଇମାସ ଶେଷ ପର୍ଯ୍ୟନ୍ତ ପାଖାପାଖି ୫୦.୭୦ ପ୍ରତିଶତ ବୃଦ୍ଧି ପାଇଛି । ଖଣିଜ କ୍ଷେତ୍ରରୁ ଆଦାୟ ରାଜସ୍ୱ ବୃଦ୍ଧି ଫଳରେ ଏହା ସମ୍ଭବ ହୋଇପାରିଛି । ମଇ ଶେଷ ସୁଦ୍ଧା ଖଣି ଓ ଖଣିଜ କ୍ଷେତ୍ରରୁ ଅଣଟିକସ ରାଜସ୍ୱ ବାବଦରେ ୮୧୯୬.୧୮ କୋଟି ଟଙ୍କା ଆଦାୟ ହୋଇଛି । ଗତବର୍ଷର ଏହି ସମୟରେ ଏ ବାବଦରେ ମିଳିଥିଲା ୫୭୬୮.୭୭ କୋଟି ଟଙ୍କା । ସେହିଭଳି ଖଣି ଏବଂ ଖଣିଜ ଶିଳ୍ପରୁ ମଇ ଶେଷ ସୁଦ୍ଧା ଆଦାୟ...