Pilots Alive & Stable

0

Bhubaneswar,: Three days after the tragic triple train accident in Odisha’s Bahanaga, Railway officials on Monday informed that the loco pilot and assistant loco pilot of the accident-hit Coromandel Express are alive, stable and under treatment in a hospital in Bhubaneswar. Coromandel Express loco pilot Gunandhi Mohanty and assistant loco pilot Hajari Behera have suffered injuries in the mishap and...

ବିଶ୍ଵ ପରିବେଶ ଦିବସରେ ପ୍ଲାଷ୍ଟିକ ବର୍ଜ୍ୟ ସଫେଇ 

ଭୁବନେଶ୍ଵର :  ପ୍ଲାଷ୍ଟିକର ବହୁଳ ବ୍ୟବହାର ଆମ ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି । ବିଶ୍ଵରେ ଏବେ ୮.୩ ବିଲିଅନ ଟନ ପ୍ଲାଷ୍ଟିକ ଅଛି, ସେଥିରୁ ୬.୩ ବିଲିଅନ ଟନ କେବଳ ବର୍ଜ୍ୟ । ପୃଥିବୀରୁ ନିର୍ଗତ ହେଉଥିବା ଗ୍ରୀନହାଉସ ଗ୍ୟାସ ର ୩.୪% ହେଉଛି ପ୍ଲାଷ୍ଟିକ ଜନିତ । ବିଶ୍ଵରେ ପ୍ରତି ମିନିଟରେ ୨ ନିୟୁତ ପ୍ଲାଷ୍ଟିକ ବ୍ୟାଗ ବ୍ୟବହୃତ ହେଉଛି । ୭୩% ସମୁଦ୍ର ଉପକୂଳର ଅଳିଆ କେବଳ ପ୍ଲାଷ୍ଟିକ । ଭରତରେ ପ୍ରତିବର୍ଷ ୩.୪ ନିୟୁତ ପ୍ଲାଷ୍ଟିକ...

ସୋଆ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ୨୦୨୩ ନିମନ୍ତେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ରାଙ୍କିଙ୍ଗ୍‍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୫ ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) । ସୋମବାର ନୂଆଦିଲ୍ଲୀ ଠାରେ ଏହି ରାଙ୍କିଙ୍ଗ୍‍ସ କେନ୍ଦ୍ର ଶିକ୍ଷା ଏବଂ ବର୍ହିବ୍ୟାପାର ରାଜ୍ୟମନ୍ତ୍ରୀ ଶ୍ରୀ ରାଜକୁମାର ରଞ୍ଜନ ସିଂଙ୍କ ଦ୍ୱାରା ଉନ୍ମୋଚନ ହୋଇଛି । ଏକ ବହୁବିଧ ବିଶ୍ୱବିଦ୍ୟାଳୟ ଭାବେ ସୋଆ ଗତ ୨୦୨୨ ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗ୍‍ସରେ ୧୬ ତମ ସ୍ଥାନରେ ରହିଥିବା ବେଳେ ୨୦୧୬ ଠାରୁ କେନ୍ଦ୍ର ଶିକ୍ଷା...

Dalai Lama Extends Solidarity

0

Bhubaneswar: His Holiness the Dalai Lama was deeply saddened to see reports of the tragic train collision that took place at Bahanaga Bazar Railway Station in Balasore on 2 June, leading to the loss of many precious lives and many injuries. 275 People are left dead and 1200 are injured due to this massive train accident. His Holiness has written a...

Railways Require Odisha Acumen

0

Bhubaneswar: When the Odisha Government’s rescue operations in the train crash incident at Bahanaga in Balasore district was praised by none other than Prime Minister Narendra Modi, time has come for the Ministry of Railways to stress on the human resources development along with upgrading technology. Indian Railways need to skill its manpower after its Minister Ashiwini Vaishnaw revealed that...

ଖର୍ଚ୍ଚ ହୋଇପାରୁନି ଆରଜିଏସଏ ଅର୍ଥ

0

ଭୁବନେଶ୍ୱର : ପଞ୍ଚାୟତଗୁଡିକୁ ସଶକ୍ତ କରିବାପାଇଁ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ (ଆରଜିଏସଏ) ରେ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ଅର୍ଥ ରାଜ୍ୟରେ ଖର୍ଚ୍ଚ ହୋଇପାରୁ ନାହିଁ । ଗତ ତିନି ବର୍ଷ ମଧ୍ୟରେ ଏହି ଯୋଜନାରେ କେନ୍ଦ୍ର ସରକାର ୧୫କୋଟିରୁ ଅଧିକ ଅର୍ଥ ଯୋଗାଇଥିବାବେଳେ ରାଜ୍ୟ ସରକାର ମାତ୍ର ୪କୋଟି ଟଙ୍କା ଖର୍ଚ୍ଚ କରିବାରେ ସକ୍ଷମ ହୋଇଛନ୍ତି । ପଞ୍ଚାୟତଗୁଡିକୁ ସଶକ୍ତ କରିବା ବିଶେଷକରି ଏଠାରେ କମ୍ପ୍ୟୁଟର ଲଗାଇବା, ମାନବ ସମ୍ବଳ ନିଯୁକ୍ତ କରିବା, ତାଲିମ ଆଦି ଦେବାପାଇଁ କେନ୍ଦ୍ର ସରକାର ୨୦୧୯-୨୦...

ଭିଭିଆଇପି ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ

0

କଟକ : ଡାକ୍ତରଖାନାରେ ରାଜନୈତିକ ନେତା ଓ ଦେଖଣାହାରୀମାନଙ୍କ ଭିଡ଼ ଜମୁଥିବାରୁ ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କାର୍ଯ୍ୟରେ ଅସୁବିଧା ଉପୁଜୁଛି ବୋଲି କଟକ, ବାଲେଶ୍ୱର ଓ ଭଦ୍ରକର ବହୁ ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ କହୁଛନ୍ତି । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଦେଖିବା ପାଇଁ ଫଟୋଗ୍ରାଫର ଓ ଟିଭି କ୍ୟାମେରା ସହିତ ବାରମ୍ବାର ନେତାମାନେ ୱାର୍ଡକୁ ଆସୁଥିବାରୁ ଏଭଳି ସମସ୍ୟା ଉପୁଯୁଛି । ଏଠାରେ ଉଲ୍ଲେଖନୀୟ ଯେ ଜୁନ୍‍ ୨ ତାରିଖ ସନ୍ଧ୍ୟାରେ ବାହାନଗା ରେଳ ଦୁର୍ଘଟଣାରେ ୨୫୦ ଅଧିକ ଲୋକଙ୍କ ମୃତ୍ୟୁ...

ଦୁର୍ଘଟଣାର ତଦନ୍ତ କରିବ ସିବିଆଇ

0

ଭୁବନେଶ୍ୱର : ବାଲେଶ୍ୱର ମର୍ମନ୍ତୁଦ ରେଳ ଦୁର୍ଘଟଣାର ତଦନ୍ତ ସିବିଆଇ କରିବ । ଆଜି ଏ ସଂକ୍ରାନ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ସିବିଆଇ ତଦନ୍ତ ପାଇଁ ରେଳବାଇ ସୁପାରିଶ୍‍ କରିଥିବା ସେ କହିଛନ୍ତି । ଇତି ମଧ୍ୟରେ ପ୍ରାରମ୍ଭିକ ତଦନ୍ତର ଫଳାଫଳ ନେଇ ରେଳବାଇ ବୋର୍ଡ ସୂଚନା ଦେଇ କହିଛି ଯେ ସିଗ୍‍ନାଲରେ ତ୍ରୁଟଇ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଛି । ତେବେ କେବଳ କରମଣ୍ଡଳ ଏକ୍ସପ୍ରେସ୍‍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଲୁପ୍‍ ଲାଇନ୍‍ରେ ଛିଡା ହୋଇଥିବା ଲୁାହାପଥର...

Vaishnaw Orders CBI Probe

0

Bhubaneswar: For a free and fair investigation of the tragic train accident at Bahanaga in Balasore, Railway Minister Ashwini Vaishnaw said the Railway Board has recommended a CBI probe into the mishap. While speaking to media persons here, Shri Vaishnaw said, “Considering the circumstances leading to the accident and information gathered by administration, the Railway Board has recommended for CBI...

କୋଲକାତା ପାଇଁ ମାଗଣା ବସ୍ ସେବା

0

କଟକ: ବାହାନଗା ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଟ୍ରେନ୍ ସେବା ବ୍ୟାହତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀ, ଭୁବନେଶ୍ୱର ଏବଂ କଟକରୁ କୋଲକାତା ପାଇଁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି । ସଂପୂର୍ଣ୍ଣ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ବହନ କରାଯିବ ଏବଂ ପ୍ରଥମେ ଏହି ବ୍ୟବସ୍ଥା ଆଗାମୀ ୪୮ ଘଣ୍ଟା ପାଇଁ ଜାରି ରହିବ । ବାଲେଶ୍ୱର ମାର୍ଗରେ ସାଧାରଣ ଟ୍ରେନ୍ ସେବା ପୁନଃ-ସ୍ଥାପନା ନହେଲା ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯିବ ବୋଲି ଚିନ୍ତା କରାଯାଇଛି । ରାଜ୍ୟ ପରିବହନ...