ଓଡ଼ିଶା ଫିନଟେକ୍ ଫେଷ୍ଟିଭାଲ୍ ଅନୁଷ୍ଠିତ
ଭୁବନେଶ୍ୱର : ଓଡ଼ିଶା ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ନ୍ୟାସନାଲ ପେମେଣ୍ଟ କର୍ପୋରେଶନ ଇଣ୍ଡିଆ ମିଳିତ ଆନୁକୁଲ୍ୟରେ ଓଡ଼ିଶାରେ ପ୍ରଥମଥର ପାଇଁ ଆଜି ଏକ ଦିବସୀୟ “ଓଡ଼ିଶା ଫିନଟେକ୍ ଫେଷ୍ଟିଭାଲ୍ -୨୦୨୩ ” ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଆଭାସୀ ଉପସ୍ଥିତି ମାଧ୍ୟମରେ ଶୁଭ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ ଯେ ମୁଁ ବହୁତ ଖୁସି, ଓଡିଶା ଫିଣ୍ଟେକ୍ ଫେଷ୍ଟିଭାଲ୍ ,...
ଓଡ଼ିଆରେ ହେବ ସିଏପିଏଫ ପରୀକ୍ଷା
ନୂଆଦିଲ୍ଲୀ : ଏଣିକି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) ପାଇଁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କନେଷ୍ଟବଳ (ଜେନେରାଲ ଡ୍ୟୁଟୀ) ପରୀକ୍ଷା ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ଐତିହାସିକ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମଞ୍ଜୁରି ମିଳିଛି। କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ...
CAPF Constable Exam In Odia
New Delhi: In a landmark decision under the leadership of Prime Minister Narendra Modi, Ministry of Home Affairs has approved conducting Constable (General Duty) examination for Central Armed Police Forces (CAPFs) in 13 regional languages, in addition to Hindi and English. The historic decision has been taken at the initiative of Union Home Minister and Minister of Cooperation Amit...
Odisha Food Bags Global Awards
Bhubaneswar: Ace Mandarin Vir Vikram Yadav has brought laurels for the State. Principal Secretary Food Supplies and Consumer Welfare Shri Yadav has been honoured in USA with Global Planet Purpose Award: Drive For Results. CMO Odisha has tweeted: Using real time satellite image, the validity of paddy crops at farms is checked, ensuring transparent disbursal of Minimum Support Price. The...
Curfew Clamped In Sambalpur
Sambalpur: Following fresh violence incidents reported during Hanuman Jayanti procession in the town, Sambalpur district administration has clamped curfew for an indefinite period from Friday midnight in the Sambalpur town area. Upon receiving input on the current situation prevailing in the Sambalpur town area, Sambalpur Sadar sub-collector Pravash Chandra Dandasena has issued an order on late night of Friday. “A state...
ଖାଦ୍ୟ ନପାଇ ହିଂସ୍ର ହେଉଛନ୍ତି
ଭୁବନେଶ୍ୱର : ତାତି ବଢୁଥିବାବେଳେ ରାଜଧାନୀରେ ପଶୁ ପକ୍ଷୀମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ସହରରେ ଡ୍ରେନଗୁଡିକୁ ଢାଙ୍କି ଦିଆଯିବା ଏବଂ ଘରକୁ ଘର ବର୍ଜ୍ୟ ସଂଗ୍ରହ ହେବାପରେ ସହରର ପଶୁ ପକ୍ଷୀମାନେ ଖାଦ୍ୟ ଓ ପାଣି ସମସ୍ୟାରେ ପଡିଛନ୍ତି । ବର୍ତ୍ତମାନ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ବୁଲାକୁକୁର ଓ ଚଢେଇମାନେ ଅଧିକ ପାଣି ଆବଶ୍ୟକ କରୁଛନ୍ତି । ହେଲେ ସହଜରେ ସେମାନଙ୍କୁ ପାଣି ଟୋପାଏ ମିଳୁନାହିଁ । ଯଦି କୌଣସି ଠାରେ ଲୋକେ ଦୟା...
ସୁନା ଦୋକାନ ବିରୁଦ୍ଧରେ ଅଧିକ ମାମଲା
ଭୁବନେଶ୍ୱର : ରାଜ୍ୟର ପେଟ୍ରୋଲ ପମ୍ପ୍ରେ ଠକେଇ ନେଇ ଯେତିକି ମାମଲା ରୁଜୁ ହେଉଛି ତାହାଠାରୁ ଅଧିକ ମାମଲା ସୁନାଦୋକାନ ବିରୁଦ୍ଧରେ ହେଉଛି । ଗତ ତିନିବର୍ଷର ମାଓ ଓଜନ ଠକେଇ ପରିସଂଖ୍ୟାନରୁ ଏହା ଦେଖିବାକୁ ମିଳିଛି । ଗତ ଆର୍ଥିକ ବର୍ଷର ଫେବୃୟାରୀ ଶେଷ ସୁଦ୍ଧା ୨୨୬୦ଟି ବିଭିନ୍ନ ଧରଣର ଠକେଇ ମାମଳା ରୁଜୁ ହୋଇଥିବାବେଳେ ଏଥିରୁ ଗହଣା ମାମଲା ଥିଲା ୨୮୧ଟି । ଏହି ସମୟରେ ପେଟ୍ରୋଲ ପମ୍ପଗୁଡିକ ବିରୁଦ୍ଧରେ ୧୬୧ଟି ମାମଲା ରୁଜୁ ହୋଇଥିଲା । ତେବେ ସର୍ବାଧିକ ମାମଲା...
ସୋଆରେ ଫୁଡ ଫେଷ୍ଟିଭାଲ୍
ଭୁବନେଶ୍ୱର : ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଦିନ ଏକ ଫୁଡ୍ଫେଷ୍ଟିଭାଲ୍ ଆୟୋଜିତ ହୋଇଯାଇଛି । ମହାବିଷୁବ ସଂକ୍ରାନ୍ତିରେ ସୋଆର ଛାତ୍ରଛାତ୍ରୀ ଓ ଫାକଲ୍ଟି ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଫୁଡ୍ ଫେଷ୍ଟିଭାଲ୍ରେ ୧୪ଟି ଖାଦ୍ୟ ଷ୍ଟଲ୍ରେ ଓଡ଼ିଶାର ବିଭିନ୍ନ ରୂଚୀକର ଖାଦ୍ୟ ପରଶା ଯାଇଥିଲା । ଏହି ଫୁଡ୍ ଫେଷ୍ଟିଭାଲ୍କୁ ସୋଆର କୂଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍ଘାଟନ କରିଥିଲେ । ସୋଆ କ୍ୟାମ୍ପସ-୨ରେ ଆୟୋଜିତ ଏହି...
TSM Celebrates MBS
Dhenkanal: Tata Steel Meramandali (TSM) marked the auspicious occasion of Odia New Year and Maha Bisuba Sankranti (MBS) with a grand celebration, bringing together students, villagers, and women to honour the rich cultural heritage of Odisha at Kusupanga village in Odapada block of Dhenkanal district. The event, coordinated by Tata Steel Foundation, featured weeklong activities involving more than 300 participants...
Odia New Year Begins
Bhubaneswar: Maha Bishuba Sankranti also known as Pana Sankranti, which is also treated as Odia New Year was celebrated with much fanfare across the State on Friday. This traditional festival marks the beginning of the Odia calendar month of Baisakha and is observed with great enthusiasm by people of all ages and communities in Odisha. People across Odisha, especially in rural...










