ଗଞ୍ଜାମରେ ସର୍ବାଧିକ ମାଗଣା ଚାଉଳ ହିତାଧିକାରୀ
ଭୁବନେଶ୍ୱର : ରାଜ୍ୟରେ ପାଖପାଖି ୩କୋଟି ଲୋକ ମାଗଣା ଚାଉଳ ପାଉଥିବାବେଳେ ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ହିତାଧିକାରୀ ଗଞ୍ଜାମ ଜିଲ୍ଲାରେ ରହିଛନ୍ତି । ଏହି ଜିଲ୍ଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୪ଲକ୍ଷରୁ ଅଧିକ ଲୋକ ମାସକୁ ୫କିଲୋ କରି ମାଗଣା ଚାଉଳ ପାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଏବେ ପ୍ରତିମାସରେ ୨,୯୬,୭୮,୬୫୩ ଜଣ ହିତାଧିକାରୀ ମାସିକ ମୁଣ୍ଡପିଛା ୫କିଲୋ କରି ଚାଉଳ ମାଗଣାରେ ପାଉଛନ୍ତି । ଏମାନଙ୍କ ମଧ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍...
ରେଳ ବ୍ୟବସ୍ଥାର ସମୀକ୍ଷା କଲେ ବୈଷ୍ଣବ
ପୁରୀ : ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଗସ୍ତରେ ଆସି ଗତକାଲି ସନ୍ଧ୍ୟାରେ ତୀର୍ଥଯାତ୍ରୀ ତଥା ଭକ୍ତ ମାନଙ୍କ ପାଇଁ ରେଳବାଇ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧା ଗୁଡିକୁ ନିରୀକ୍ଷଣ କରିଥିଲେ | ଶ୍ରୀ ବୈଷ୍ଣବ ମଧ୍ୟ ପୁରୀ ଷ୍ଟେସନ ଠାରେ ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତଙ୍କୁ ଭେଟିଥିଲେ ଯେଉଁମାନେ ରେଳବାଇ ଦ୍ୱାରା ବ୍ୟବହୃତ ଯାତ୍ରୀ ବିଶ୍ରାମଗାର ରେ ବିଶ୍ରାମ ନେଉଥିଲେ ଏବଂ ରେଳବାଇ ଦ୍ୱାରା ପ୍ରଦାନ କରାଯାଉଥିବା ଯାତ୍ରା ସମ୍ବନ୍ଧରେ...
Jaggernaut On Roll
Puri: Amid chants of Hari Bol and Jay Jagannath, pulling of Chariots of Lord Jagannath and his siblings Lord Balabhadra and Devi Subhadra began little ahead of the schedule. With the pulling of three chariots, Juggernaut started rolling in the Grand Road here. The Holy Trinity started their nine-day journey to Sri Gundicha temple on the scheduled time. All rituals, starting...
Pahandi Of Trinity
Puri: Amid Jai Jagannath chants, sounds of gongs, conches and cymbals that reverberated the sky at Singhadwar, the ceremonial Pahandi ritual of Chaturdhamurti (Lord Jagannath, Lord Balabhadra and Devi Subhadra along with Shree Sudarshan) commenced at around 9 am here with Lord Sudarshan escorted to Darpadalan chariot. Later, Lord Balabhadra was taken to his Taladhwaja chariot in Dhadi Pahandi. Goddess...
Jatra Wishes For People
Bhubaneswar: On the auspicious occasion of Holy Rath Jatra, President Droupadi Murmu, Prime Minister Narendra Modi and Chief Minister Naveen Patnaik wished people. The President extended heartiest congratulations and best wishes to all the countrymen, especially the devotees of Mahaprabhu Shree Jagannath, on this occasion. She prayed before Lord Jagannath that this great festival of devotion and devotion brings happiness, peace...
Air Ambulance Service Soon
Bhubaneswar: After successfully implementing Mukhya Mantri Bayu Swasthya Seva (MMBSS), the State Government has now initiated steps to roll out air ambulance service across the state. The State Government had launched the Mukhya Mantri Bayu Swasthya Seva scheme in September 2021 to provide modern healthcare facilities by super specialty doctors to patients of remote areas of Nuapada, Kalahandi, Nabarangpur and...
ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା
ଭୁବନେଶ୍ୱର : ରାଜ୍ୟରେ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ ହେବ । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଏହି ସେବା କାର୍ଯ୍ୟକାରୀ ହେଲେ ରାଜ୍ୟର ଦୁର୍ଗମ ଅଞ୍ଚଳର ଗୁରୁତର ରୋଗୀଙ୍କୁ ଅଗ୍ରଣୀ ମେଡିକାଲ କଲେଜରେ ଆଧୁନିକ ଚିକିତ୍ସାସେବା ଯୋଗାଇ ଦିଆଯାଇ ପାରିବ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟ ସରକାର ଗତ ସେପ୍ଟେମ୍ବର ୨୦୨୧ରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଆରମ୍ଭ କରିଥିଲେ । ଏହି ସେବା ଜରିଆରେ ବିଶେଷଜ୍ଞ ଡାକ୍ତରମାନଙ୍କୁ ନୂଆପଡା, କଳାହାଣ୍ଡି,...
ରାଜଭବନରେ ପହଞ୍ଚିଲା ବିଜୁଳି କାଟ୍ ପ୍ରସଙ୍ଗ
ଭୁବନେଶ୍ୱର : ବିଜୁଳି କାଟ୍ ପ୍ରସଙ୍ଗ ଆଜି ରାଜଭବନରେ ପହଞ୍ଚିଛି । ବିଜେପି ଆଜି ରାଜ୍ୟପାଳନଙ୍କ ନିକଟରେ ଏ ନେଇ ଫେରାଦ ହେବା ସହିତ କେନ୍ଦ୍ରୀୟ ସଂସ୍ଥାଦ୍ୱାରା ତଦନ୍ତ ଲାଗି ଦାବି କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ଯଦି ରାଜ୍ୟରେ ବିଦ୍ୟୁତ ବଳକା ତାହାଲେ ବାରମ୍ବାର ବିଜୁଳି କଟ୍ କାହିଁକି ହେଉଛି? ଗ୍ରାମାଂଚଳ, ସହରାଂଚଳରେ ବାରମ୍ବାର ପାୱାର କଟ୍ ହେବା ସହ ରାଜଧାନୀରେ “ଲୋ ଭୋଲଟେଜ”ର ଶିକାର...
ବାଚସ୍ପତି, ମନ୍ତ୍ରୀ ପାଇଁ ବଢୁଛି ଆଶାୟୀଙ୍କ ସଂଖ୍ୟା
ଭୁବନେଶ୍ୱର : ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଓ ମନ୍ତ୍ରୀ ପଦରୁ ରୋହିତ ପୂଜାରୀ ଯିବା ପରେ ଏ ଦୁଇଜଣଙ୍କ ସ୍ଥାନରେ ନିଯୁକ୍ତି ପାଇଁ ବିଜୁ ଜନତା ଦଳର ବହୁ ନେତା ଆଶାୟୀ । ପଶ୍ଚିମଓଡିଶାର ଟାଣୁଆ ସଂଗଠକ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ପରେ ଅନ୍ୟଜଣେ ସଂଗଠନ ସାରଦା ପ୍ରସାଦ ନାୟକଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଛି । ତେବେ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ଅପସାରଣ କରାଯିବା ପରେ ପଶ୍ଚିମଓଡିଶାର ଅନ୍ୟଜଣେ ଟାଣୁଆ ନେତାଙ୍କୁ ଏହି ଦାୟିତ୍ୱ ମିଳିପାରେ ବୋଲି ଅବିଭକ୍ତ...
ବର୍ଷା ଜଳ ଅମଳ ପ୍ରକଳ୍ପ ତଦାରଖ ପାଇଁ ୧୦.୫ କୋଟି
ଭୁବନେଶ୍ୱର : ମୁକ୍ତା ଅଧୀନରେ୨୦୨୧ରେ “କ୍ୟାଚ୍ ଦ ରେନ୍” ନାମକ ଏକ ଅଭିନବ ଅଭିଯାନର ଶୁଭାରମ୍ଭ ହୋଇଥିଲା। ଏହି ଅଭିଯାନର ଉଦ୍ଦେଶ୍ୟକୁ ସଫଳ କରିବା ନିମନ୍ତେ ରାଜ୍ୟ ସ୍ତରରେ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଥିଲା, ସମସ୍ତ ୧୧୪ଟି ପୌରସଂସ୍ଥାକୁ ପ୍ରଶିକ୍ଷିତ କରାଯାଇ ବର୍ଷା ଜଳ ଅମଳ ସଂରଚନା ନିର୍ମାଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ,୬୦ କୋଟି ଟଙ୍କା ବିନିଯୋଗରେ ପ୍ରାୟ ୧୩,୦୦୦ ବର୍ଷା ଜଳ ଅମଳ ସଂରଚନା ନିର୍ମାଣ କରାଯାଇଛି | ପ୍ରାୟ ୮,୦୦୦ ମିଶନ ଶକ୍ତି ଗୋଷ୍ଠୀ...









