Focus On Lok Sabha
Bhubaneswar: As the general elections to the twin polls of Lok Sabha and Odisha Legislative Assembly are less than a year, both the Governing BJD and Opposition BJP have already started their preparation for the mega event. Keeping focus on Lok Sabha seats, both are busy in making strategies for the ensuing polls. While the Governing BJD this time...
Shelter For Homeless
Bhubaneswar: Shelter for Urban Home less has been created across the state to ensure no needy is left abandoned in the street. In a recent case, it was observed that in CMC area some are still sleeping on footpath which was very disheartening. All the ULBs have been instructed to activate their patrolling team formed for the purpose.An...
Mobile Healthcare@GPL
Bhubaneswar: As a part and parcel of its Corporate Social Responsibility (CSR), the Gopalpur Port Limited (GPL) organised a free and mobile healthcare service at Arjyapalli village here in Ganjam district today.This noble gesture and CSR activity was in sequel to GPL’s “Concern for Community Health” drive successfully held earlier in shape of three free and mobile healthcare camps...
ରାଜ୍ୟସଭା ଯିବେ ଆଉ ଜଣେ ଅଣଓଡିଆ
ଭୁବନେଶ୍ୱର : ଆଗାମୀ ରାଜ୍ୟସଭା ନିର୍ବାଚନରେ ଓଡିଶାରୁ ପୁଣି ଜଣେ ଅଣଓଡିଆ ରାଜ୍ୟସଭା ସଦସ୍ୟ ହୋଇପାରନ୍ତି । ଏଥିଲାଗି ବିଭିନ୍ନ ସ୍ତରରେ ଜୋରଦାର ଲବି ଚାଲିଛି । ଓଡିଶା ଏଯାବତ୍ ୫ଜଣ ଅଣଓଡିଆଙ୍କୁ ରାଜ୍ୟସଭାକୁ ପଠାଇଲାଣି ଏବଂ ସେମାନଙ୍କ ମଧ୍ୟରୁ ୨ଜଣ ବିଭିନ୍ନ ସମୟରେ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଏ ପରିପ୍ରେକ୍ଷୀରେ ଷଷ୍ଠ ଅଣଓଡିଆ ଭାବେ କିଏ ରାଜ୍ୟସଭାକୁ ଯିବେ ତାହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି । ଅତୀତରେ ଅଖିଳ ଭାରତ କଂଗ୍ରେସ କମିଟିର ଅନ୍ୟତମ କାର୍ଯ୍ୟକର୍ତ୍ତା କେ....
ଧାନରେ ଆଗୁଆ ଆଉ ସବୁଥିରେ ପଛୁଆ
ଭୁବନେଶ୍ୱର : କୃଷି ପ୍ରଧାନ ରାଜ୍ୟ ଓଡିଶା ଚାଉଳ ଉତ୍ପାଦନକୁ ବାଦ୍ ଦେଲେ ଅନ୍ୟ ପ୍ରାୟ ସମସ୍ତ ପ୍ରମୁଖ କୃଷିଜାତ ସାମଗ୍ରୀ ଉତ୍ପାଦନରେ ପଛୁଆ । ତେଲ ଠାରୁ ଆରମ୍ଭ କରି ଡାଲି ପର୍ଯ୍ୟନ୍ତ ସବୁପାଇଁ ବର୍ଷ ସାରା ଅନ୍ୟ ରାଜ୍ୟଉପରେ ନିର୍ଭରଶୀଳ । ଚାଷୀଙ୍କ ଉତ୍ପାଦିତ ଧାନକୁ ସରକାର ଖରିଦ କରିବା ଓ ସହଜରେ ଅର୍ଥ ମିଳିଯାଉଥିବାରୁ ଚାଷୀମାନେ ଧାନ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି । ଫଳରେ ରାଜ୍ୟରେ ଚାଉଳ ଉତ୍ପାଦନ ପରିମାଣ ବଢିବାରେ ଲାଗିଛି । ୨୦୧୯-୨୦ ବର୍ଷରେ ରାଜ୍ୟରେ...
Meet On Ekamra Kshetra Plan
Bhubaneswar: The Preparatory Meeting for the Bhumi Pujan (foundation stone laying) ceremony of Ekamra Kshetra Amenities & Monuments Revival Plan held at the Bhubaneswar Development Authority (BDA). Vice Chairman BDA Balwant Singh presented the details of the ambitious project. Ashok Chandra Panda, Minister of Science & Technology, Public Enterprises, Social Security & Empowerment of Persons with Disability, Ananta Narayan Jena,...
ଓଡ଼ିଶାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର
ଭୂବନେଶ୍ୱର : ଜଳସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାକୁ ଆଜି ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ସମ୍ମାନଜନକ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଳଶକ୍ତି ମନ୍ତ୍ରୀଙ୍କ ଉପସ୍ଥିତିରେ ଓଡିଶା ରାଜ୍ୟ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମାନ୍ୟବର ଉପ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର...
Hockey Stars Honored
Bhubaneswar: Following their historic triumph at Men’s Junior Asia Cup in Oman, where India emerged as the undisputed champions for a record fifth time, Sports and Youth Services Minister Tusharkanti Behera on Saturday felicitated hockey stars from Odisha for their performances at the tournament. The local heroes from Odisha, Amandeep Lakra, Sudeep Chirmako and Sunit Lakra were felicitated and presented...
ରକ୍ତଦାତାମାନେ ଅସୀମତାର ପ୍ରତୀକ
ଭୂବନେଶ୍ୱର : ବର୍ତମାନର ସମୟ ଯୁଦ୍ଧର ନୁହେଁ; ପ୍ରେମର । ପ୍ରେମ ହିଁ ପୃଥିବୀକୁ ଆହୁରି ସୁନ୍ଦର କରିପାରିବ । ଜୀବନ ଆହୁରି ମଧୁମୟ ହୋଇପାରିବ । ରକ୍ତର କୌଣସି ସୀମାସରହଦ ନାହିଁ । ସେହିଭଳି ରକ୍ତଦାତାମାନେ ଅସୀମତାର ପ୍ରତୀକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନରେ ନୂଆ ଅଭିଷେକ ହଲ୍ରେ ଓଡିଶା ପ୍ରାନ୍ତୀୟ ମାରୱାଡି ଯୁବ ମଂଚ ପକ୍ଷରୁ ଆୟୋଜିତ ରକ୍ତଦାନ ଅଭିଯାନକୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଆମ ଗୁଣସୂତ୍ରେରେ...
ପର୍ଯ୍ୟବେକ୍ଷକ ନିଯୁକ୍ତ ପରେ ଅପରାଜିତା ଭୟଭୀତ
ଭୁବନେଶ୍ୱର :ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସଭାପତି ମୋତେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିବା ପରେ ଆପଣ ଭୟଭୀତ ହେବା ସହିତ ଆପଣଙ୍କ ନିଦ ଭାଙ୍ଗି ଯାଇଛି କି ବୋଲି ବିଜେପି ସାଂସଦଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରୀମୟୀ ମିଶ୍ର । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଦୀର୍ଘ ୪ବର୍ଷ ପରେ ଶ୍ରୀମତୀ ଷଡଙ୍ଗୀ ଦଳର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ...










