ମହାନଦୀ ପ୍ରସଙ୍ଗରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି
ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ସରକାରଙ୍କ ଠାରୁ ଉତ୍ତର ଦାବି କରିଛି କଂଗ୍ରେସ । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଓ ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଉତ୍ତର ଦାବି କରିବା ସହିତ ଏହି ପ୍ରସଙ୍ଗରେ ପଦ୍ମ ଘୁଞ୍ଚ ଘୁଞ୍ଚି ଯାଉଛି ବୋଲି କହିଛନ୍ତି । ଶ୍ରୀ ବେହେରା କହିଛନ୍ତି ଯେ ମାର୍ଚ୍ଚ ୧୨, ୨୦୧୮ ରେ ଟ୍ରିବୁନାଲ ଗଠିତ...
Advisory For Telcom Operators
Bhubaneswar: State CID Crime Branch on Friday issued an advisory for the telecom service providers to crack down misuse of pre-activated SIMs. The misuse of pre-activated SIMs has become a serious issue having a bearing on national security apart from affecting individuals. ADG Crime Branch, Arun Bothra has advised the telecom operators to make calls to the Aadhaar-linked phone number for...
RBI Withdraws 2000 Note
Mumbai: The Reserve Bank of India on Friday withdrew Rs.2,000 currency notes from circulation. However, the notes will continue to be legal tender till 30 September. In pursuance of the “Clean Note Policy" of the Reserve Bank of India, it has been decided to withdraw the Rs.2000 denomination Bank Notes from circulation. RBI has asked all the banks to provide deposit and exchange...
IREDA Chief Bats For RE
New Delhi: Pradip Kumar Das, Chairman & Managing Director, Indian Renewable Energy Development Agency Ltd. (IREDA), emphasized the need for avoided carbon emissions via reduced generation and utilization of power from conventional sources at the CEO round table at the Future Energy Asia (FEA) 2023, sponsored by Asia Natural Gas and Energy Association. Shri Das highlighted that India's remarkable progress in the Renewable Energy...
E-Auction For 12 Granite Blocks
Bhubaneswar: After transferring a minor mineral subject to its jurisdiction, Steel and Mines Department for the first time issued Notice Inviting Tenders for e-auction of 12 Granite Blocks in the district of Gajapati. While Odisha Granite is now appreciated for its quality and sheen, southern Investors are increasingly showing their likeness for this decorative stones. When the investors from Andhra Pradesh...
ଗ୍ରାନାଇଟ୍ ଖଣି ନିଲାମ ଆରମ୍ଭ
ଭୁବନେଶ୍ୱର : ସାଜସଜା ପାଇଁ ଗ୍ରାନାଇଟ୍ ପଥରର ଚାହିଦା ବୃଦ୍ଧି ସହିତ ମେକ ଇନ୍ ଓଡିଶା କନକ୍ଲେଭର ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟ ସରକାର ୧୨ଟି ଗ୍ରାନାଇଟ୍ ଖଣିର ନିଲାମ ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି । ଏହି ନିଲାମ ପ୍ରକ୍ରିୟାରେ ଆର୍ଥିକ ଟେଣ୍ଡର ଡିଜିଟାଲ ଫର୍ମାଟରେ ହେବାକୁ ଥିବାବେଳେ ଟେକ୍ନିକାଲ ଟେଣ୍ଡର ଉଭୟ ଡିଜିଟାଲ ଏବଂ କାଗଜ ଫର୍ମାଟରେ ହେବା ଇ-ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଧାର୍ଯ୍ୟ ତାରିଖ ଏବଂ ସମୟ ସକ୍ରାନ୍ତରେ ଟେଣ୍ଡର କାଗଜପତ୍ରରେ ବିସ୍ତୃତ ଭାବେ ଦର୍ଶାଯାଇଛି । ଆଗ୍ରହୀ ନିଲାମ...
ଜଙ୍ଗଲ ପାଲଟିବ କନଜରଭେନ୍ସିଂ
ଭୁବନେଶ୍ୱର : ରାଜଧାନୀରେ ଥିବା ବିଭିନ୍ନ କନଜରଭେନ୍ସିଂକୁ ସଫାସୁତୁରା ରଖିବାପାଇଁ ବିଏମ୍ସି ଏଠାରେ ଫେବରବ୍ଲକ ବିଛାଇବା ଲାଗି ଯୋଜନା କରିଥିବାବେଳେ ଅନେକ ସ୍ଥାନରେ ଜବରଦଖଲ ଏଥିରେ ବାଧକ ହୋଇଛି । ଫଳରେ ଏବେଠାରୁ କନଜରଭେନ୍ସିଂଗୁଡିକ ଯେଭଳି ଅରମା ପାଲଟିଲାଣି ଆଗାମୀ ବର୍ଷାଦିନରେ ସେଠାରେ ଜଙ୍ଗଲ ଭଳି ପରିବେଶ ସୃଷ୍ଟି ହେବ ବୋଲି କୁହାଯାଉଛି । ସହରର ବିଭିନ୍ନ ୟୁନିଟ୍ରେ ସରକାରୀ କ୍ୱାର୍ଟର ପଛପଟେ ଥିବା ଖାଲି ସ୍ଥାନ ବା କନଜରଭେନ୍ସି ଏବେ ଆବର୍ଜନାର ପାହାଡରେ ପରିଣତ ହେଲାଣି । ଲୋକେ ଏଠାରେ ନିଜ ନିଜର...
ଗୁଣାତ୍ମକ ଶିକ୍ଷା ଅତ୍ୟନ୍ତ ଜରୁରୀ
ଭୁବନେଶ୍ୱର : ଆଜି ଇଲେଟ୍ସ ଏବଂ ମାଇକ୍ରୋସପଫ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ‘ଫୁ୍ୟଚର ରେଡି ଭାରତ - ଓଡ଼ିଶା ସଂସ୍କରଣ’ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶର ମୁଖ୍ୟ ଶୀର୍ଷକ ଭାବେ “ରାଜ୍ୟରେ ଶିକ୍ଷାଦାନ ପ୍ରଣାଳୀ, ବୈଷୟିକ ଶିକ୍ଷା ଏବଂ ଅଭିବୃଦ୍ଧି’’ ବିଷୟରେ ଆଲୋକପାତ କରାଯାଇଥିଲା । ଉଦ୍ଘାଟନୀ ଉତ୍ସବରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଶ୍ରୀ ଅସିତ ତ୍ରିପାଠୀ, ଇଲେକେଫାନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ...
ଗଡିଲା ପୁରୀ-ହାୱଡା ବନ୍ଦେ ଭାରତ
ପୁରୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ପୁରୀ ଏବଂ ହାୱଡା ମଧ୍ୟରେ ବନ୍ଦେ ଭାରତ ଏକକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ, ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ, ଓଡିଶାରେ ରେଳ ନେଟୱାର୍କର ୧୦୦% ବିଦ୍ୟୁତିକରଣ କାର୍ଯ୍ୟ, ସମ୍ବଲପୁର-ଟିଟଲାଗଡ ରେଳ ଲାଇନର...
ସ୍ବାସ୍ଥ୍ୟ ଓ ରାଜସ୍ବ ବିଭାଗକୁ ପ୍ରଶଂସା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରି ଅଧିକାରୀ ମାନଙ୍କୁ ନିୟମିତ ଫିଡବ୍ୟାକ ସଂଗ୍ରହ କରିବାକୁ ପରାମର୍ଶ ଦେବା ସହିତ ଭଲ ଫିଡ୍ବ୍ୟାକକୁ ଭିତ୍ତିକରି ଅଧିକାରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିବା ସହିତ ଅବହେଳା ପାଇଁ ଦଣ୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ସମୀକ୍ଷାରେ ସ୍ବାସ୍ଥ୍ୟ, ରାଜସ୍ବ, ଗୃହ, କୃଷି ଓ ଅନ୍ୟାନ୍ୟ ବିଭାଗ ସେମାନଙ୍କ ମୋ ସରକାର କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଥିଲେ। ରାଜସ୍ବ ବିଭାଗରେ...










