4949 Cr For SHGs

0

Bhubaneswar: With an aim to convert women self-help groups (SHGs) into MSEs, the State Government has facilitated business worth Rs. 4949 crore to the SHGs in convergence with 20 Government departments. This was informed by Minister Basanti Hembram, Mission Shakti Secretary Sujata R Karthikeyan here on Saturday. Chief Minister Naveen Patnaik today reviewed the performances of the Mission Shakti Department...

ମରୁଭୂମି ପାଲଟିବ ଚିଲିକା ହ୍ରଦ

ଭୁବନେଶ୍ୱର : ଛତିଶଗଡ କବଜାରୁ ମହାନଦୀର ଜଳପ୍ରବାହକୁ ମୁକ୍ତ କରାନଗଲେ କିଛିବର୍ଷ ମଧ୍ୟରେ ଏସିଆର ସର୍ବବୃହତ୍ତମ ଲବଣାକ୍ତ ହ୍ରଦ ତଥା ରାମ୍‍ସାର ତାଲିକାରେ ସ୍ଥାନ ପାଇଥିବା ଚିଲିକା ମରୁଭୂମିରେ ପରିଣତ ହୋଇପାରେ । ପରିବେଶବିତ୍‍ମାନେ ଏଭଳି ଆଶଙ୍କାବ୍ୟକ୍ତ କରିବା ସହ ପାଣି, ପବନ ଓ ଆଲୋକକୁ ସୀମା ସରହଦ ମଧ୍ୟରେ ବନ୍ଦୀ ନକରି ପ୍ରାକୃତିକ ଉତ୍ସକୁ ଖୋଲା ଛାଡିଦେବା ପାଇଁ ମତବ୍ୟକ୍ତ କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ହୀରାକୁଦର ଉପରମୁଣ୍ଡରେ ଛତିଶଗଡ ଅନେକଗୁଡିଏ ବନ୍ଧ ନିର୍ମାଣ କରିବାଫଳରେ ମହାନଦୀରେ ଜଳ ପ୍ରବାହ କମିଛି...

ଶିଶୁ ନିର୍ଯ୍ୟାତନାରେ ଦଣ୍ଡ ହାର ନଗଣ୍ୟ

ଭୁବନେଶ୍ୱର : ଶିଶୁଙ୍କ ବିରୁଦ୍ଧରେ ହିଂସା ସଂକ୍ରାନ୍ତୀୟ ଯେତିକି ମାମଲା ରାଜ୍ୟରେ ରୁଜୁ ହେଉଛି ସେହି ଅନୁପାତରେ ଦଣ୍ଡ ପରିମାଣ ଅତି ନଗଣ୍ୟ ରହୁଛି । ସବୁ ମାମଲାରେ ଚାର୍ଜସିଟ୍‍ ବି ଦାଖଲ ହୋଇପାରୁ ନାହିଁ । ଶିଶୁ ହିଂସା ନେଇ କେନ୍ଦ୍ରୀୟ ରିପୋର୍ଟରୁ ଜଣାପଡିଛି ଯେ ୨୦୧୯ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୨୧ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ମାତ୍ର ୧୭୫ ଜଣ ଦଣ୍ଡିତ ହୋଇଛନ୍ତି । ଏହି ସୂଚନା ଅନୁଯାୟୀ ୨୦୧୯ ମସିହା ୭୦୧୨ଟି ମାମଲା ରୁଜୁ ହୋଇଥିବାବେଳେ ୨୭୮୭ଟିରେ ଚାର୍ଜସିଟ୍‍...

ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ 

0

ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୨୦୧୯ ବ୍ୟାଚ୍‌ ଓଡ଼ିଶା  ପ୍ରଶାସନିକ ସେବାର ୩୬ ଜଣ ଶିକ୍ଷାନବିଶ(ପ୍ରୋବେସନର)ଙ୍କ ପ୍ରଶିକ୍ଷଣ ସମାପ୍ତି ପରିପ୍ରେକ୍ଷୀରେ ଏକ ଦୀକ୍ଷାନ୍ତ ସମାରୋହ ଆଜି ସଂଧ୍ୟାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଯୋଗ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ବିଭିନ୍ନ ଉଦାହରଣ ମାଧ୍ୟମରେ ଅଧିକାରୀମାନଙ୍କୁ ଉତ୍ତମ ଆଚରଣ ପ୍ରଦର୍ଶନ କରି ନିଷ୍ଠାର ସହ ଓ...

ଗୋପବନ୍ଧୁ ଏକାଡେମୀରେ ମକ୍ ଇଣ୍ଟରଭ୍ୟୁ ସେଲ 

ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଏହାର ଇତିହାସରେ ପ୍ରଥମ ଥର ପାଇଁ ଏକ ‘ମକ୍ ଇଣ୍ଟରଭ୍ୟୁ ସେଲ୍’ ସ୍ଥାପନ କରିଛି । ଏହି ସେଲ୍ ଲୋକସେବା(ସିଭିଲ୍ ସର୍ଭିସ୍) ଆଶାୟୀମାନଙ୍କୁ ସାକ୍ଷାତକାର ପାଇଁ ପ୍ରସ୍ତୁତିରେ ସାହାଯ୍ୟ କରୁଛି ।  ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ରାଜ କୁମାର ଶର୍ମାଙ୍କ ତତ୍ୱାବାଧାନରେ ଏହି ସେଲ୍ ପ୍ରତିଷ୍ଠା କରାଯାଇଛି ଏବଂ ଏହା ୦୯.୦୧.୨୦୨୩ ରୁ କାର୍ଯ୍ୟକରୁଛି । ଗତ କେନ୍ଦ୍ରୀୟ ଲୋକସେବା ଆୟୋଗ ପରୀକ୍ଷା-୨୦୨୨ରେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାକ୍ଷାତକାର ପାଇଁ  ପ୍ରସ୍ତୁତି କରୁଥିବା...

Academy Care For IAS Aspirants

Bhubaneswar: Gopabandhu Academy of Administration, for the first time in its history, has established a ‘Mock Interviews’ Cell. The Cell helps the civil service aspirants in their preparation for interviews. The Cell has been established under the guidance of Raj Kumar Sharma, Director General, GAA and is functional. In UPSC Examination 2022 nine candidates, including three women, who were qualified...

Gopal Killed Naba

0

Jharsuguda: Putting full stop on all allegations levelled on murder of the then Health Minister Naba Kishore Das, State Crime Branch on Friday said accused Gopal Krishna Das (53) alone had committed the crime due to death threat from the ex-Minister. The CID Crime Branch filed 544 pages charge sheet in the court of SDJM, Jharsuguda against the accused Gopal...

Timeline For Metro Rail

0

Bhubaneswar: Work for the much-highlighted metro rail project in Bhubaneswar Capital Regions will start by the end of next December, Housing and Urban Development Minister Usha Devi said here on Friday. The Metro Rail System for Bhubaneswar capital regional has been sanctioned by Chief Minister Naveen Patnaik. Delhi Metro Rail Corporation is engaged as the consultant & DPR is under...

ଜାରି ରହିବ ଉନ୍ନୟନ କାର୍ଯ୍ୟକ୍ରମ

0

ଭୁବନେଶ୍ୱର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହରାଞ୍ଚଳ ଶାସନକୁ ପ୍ରାଥମିକତା ଦେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଅନୁଯାୟୀ ସହରରେ ବସବାସ କରୁଥିବା ଲୋକଙ୍କ ଜୀବନଧାରଣରେ ଉନ୍ନତି ଆଣିବାର ପ୍ରକ୍ରିୟା ଜାରି ରହିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଏବଂ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି.ମାଥିଭାଥନନ ଗଣମାଧ୍ୟମକୁ ସମ୍ବୋଧନ ବେଳେ କହିଛନ୍ତି । ସହରାଞ୍ଚଳରେ ଗ୍ରହଣ କରାଯାଉଥିବା ପ୍ରମୁଖ ପଦକ୍ଷେପ...

୨୩୦୦ ରୁ ଅଧିକ ପେଟ୍ରୋଲପମ୍ପ

0

ଭୁବନେଶ୍ୱର : ସମଗ୍ର ଦେଶରେ ୮୫ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ଥିବାବେଳେ ଓଡିଶାରେ ଏହି ସଂଖ୍ୟା ୨୩୦୯ ରହିଛି । ଏଥି ମଧ୍ୟରେ ସର୍ବାଧିକ ପେଟ୍ରୋଲ ପମ୍ପ ରାଷ୍ଟ୍ରାୟତ ସଂସ୍ଥାର ଥିବାବେଳେ ଘରୋଇ ଉଦ୍ୟମରେ ବି ଅଳ୍ପ କିଛି ପେଟ୍ରୋଲ ପମ୍ପ ପ୍ରତିଷ୍ଠା କରାଯାଇଛି । କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ଉଭୟ ରାଷ୍ଟ୍ରାୟତ ସଂସ୍ଥା ଓ ଘରୋଇ ସଂସ୍ଥା ସେମାନଙ୍କର ଖୁଚୁରା ବିକ୍ରୟ କେନ୍ଦ୍ର ଖୋଲିଛନ୍ତି । ତେବେ ରାଷ୍ଟ୍ରାୟତ କମ୍ପାନୀ ଗୁଡିକ ଦେଶରେ...