Panda On Japan Connect
Tokyo: Ashok Chandra Panda, Minister, Public Enterprises, SSEPD and Science and Technology today met Top Diplomat, Sibi George, the Indian Ambassador to Japan. Veteran BJD Lawmaker and Former Minister Debi Prasad Mishra was present during the meeting. Both the Lawmakers discussed many issues pertaining Biotechnology prospects. Minister Sri Panda emphasized on Student Exchange Program in Biotechnology for which learning of Japanese language...
Naveen Skips NITI Meet
Bhubaneswar: Chief Minister Naveen Patnaik skipped the crucial Governing Council meeting of NITI Aayog held under the chairmanship of Prime Minister Narendra Modi in New Delhi on Saturday. Official sources said the Chief Minister was not able to attend the meeting due to prior engagements. Though no official statement has been released by the CMO, sources said that Patnaik has prior...
State Withholds Salary
Bhubaneswar: The High Education Department has withheld the salary of Principal and Head Clerks of 233 colleges for gross negligence and failure to carry out the instruction of higher authorities. An order issued by the Higher Education Department Special Secretary said the salary was withheld as they failed to furnish the required information in response to the letters of Assistant...
ବିଦେଶ ଯାଉନି ଓଡିଶା ପାନ
ଭୁବନେଶ୍ୱର : ପାନ ଓ ମୀନର ରାଜ୍ୟର ଭାବେ ପରିଚିତ ଓଡିଶା ଏବେ ପାନ ଉତ୍ପାଦନରେ ଦେଶର ଚତୁର୍ଥ ସ୍ଥାନରେ ରହିଛି । ପଡୋଶୀ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଓଡିଶା ଠାରୁ ଢେର ଅଧିକ ପାନ ଉତ୍ପାଦନ ହେଉଥିବାବେଳେ ଓଡିଶା ପାନ ଆଉ ବିଦେଶକୁ ଯାଉନାହିଁ । କେନ୍ଦ୍ର କୃଷି ମନ୍ତ୍ରଣାଳୟର ଏକ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ପାନ ଉତ୍ପାଦନ କ୍ଷେତ୍ରରେ ପଶ୍ଚିମବଙ୍ଗ ଏବେ ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ରହିଛି । ଏଠାରେ ୧୯ହଜାରରୁ ଅଧିକ ହେକ୍ଟର ଜମିରେ ପାନ ଚାଷ...
ଚର୍ଚ୍ଚାରେ ତଦନ୍ତକାରୀ ସଂସ୍ଥା
ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡର ୪ମାସ ପୂରିବା ଆଗରୁ ଅଭିଯୁକ୍ତ ପୁଲିସ ଏଏସ୍ଆଇ ଗୋପାଳ ଦାସଙ୍କ ବିରୋଧରେ କ୍ରାଇମ୍ବ୍ରାଞ୍ଚ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପରେ ଏବେ ରାଜନୈତିକ ବୟାନବାଜି ଜୋର୍ ଧରିଛି । ତେବେ ଏହି ହତ୍ୟାକାଣ୍ଡ ତଦନ୍ତ ପାଇଁ ଯେଉଁସବୁ ବିଦେଶୀ ଓ ଜାତୀୟସ୍ତରର ସଂସ୍ଥାମାନଙ୍କ ନାମ ପୂର୍ବରୁ ଉଠୁଥିଲା ଏହି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତିରେ ସେମାନଙ୍କର କୌଣସି ଭୂମିକା ନଥିବା ଜଣାପଡିଛି । ନବ ଦାସ ହତ୍ୟାକାଣ୍ଡର ‘କୋର୍ଟ ମନିଟର୍ଡ’ ତଦନ୍ତ ଜଣେ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ...
ଟିମ୍ ଇଣ୍ଡିଆ ଭଳି କାର୍ଯ୍ୟ କରିବାକୁ ପରାମର୍ଶ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୀତି ଆୟୋଗର ଅଷ୍ଟମ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଟିମ୍ ଇଣ୍ଡିଆ ଭଳି ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୯ ଟି ରାଜ୍ୟ ଏବଂ ୬ ଟି କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ / ଲେଫଲାଣ୍ଟ ଗଭର୍ଣ୍ଣରମାନେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଯେ...
ପୁଞ୍ଜି ଆକର୍ଷିତ କରୁଛି ପର୍ଯ୍ୟଟନ ବିଭାଗ
ଭୁବନେଶ୍ୱର : ପର୍ଯ୍ୟଟନ ବିଭାଗର ବିଗତ ୪ ବର୍ଷର ବିଭିନ୍ନ ଧାର୍ଯ୍ୟ ଲକ୍ଷ୍ୟ ଓ ସଫଳତା ଉପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ୨୦୦୦ ମସିହାରେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ବିପର୍ଯ୍ୟୟ ପରିଚାଳନା ଓ ଦାରିଦ୍ର୍ୟ ଭଳି ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ବର୍ତ୍ତମାନ ଏହା ବହୁ ଆଗକୁ ବଢ଼ିଛି । ବିଶେଷ କରି ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଗତ ୪ ବର୍ଷ ମଧ୍ୟରେ ଅଭୂତପୂର୍ବ ହୋଇଛି । ରାଜ୍ୟରେ ଜିଲ୍ଲା ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ ଗଠନ...
Transfusion Makes Headway
Bhubaneswar: With the emergence of Transfusion Medicine as a separate clinical and scientific branch in medical science and advancement in technology, India has witnessed significant progress in this domain within the last one decade impacting the scenario, an expert said on Friday. More and more blood centres, which are developing gradually across the country, are adopting new technology like automation,...
ପ୍ରଭାବ ପକାଉଛି ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍
ଭୁବନେଶ୍ୱର : ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଯୋଗୁଁ ଏକ ସ୍ୱତନ୍ତ୍ର କ୍ଲିନିକାଲ୍ ଏବଂ ବୈଜ୍ଞାନିକ ଶାଖା ଭାବେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ର ଅଭ୍ୟୁଦୟ ଫଳରେ ଚିକିତ୍ସା କ୍ଷେତ୍ରରେ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଭୂତ ଉନ୍ନତି ଘଟିଛି ବୋଲି ଶୁକ୍ରବାର ଜଣେ ବିଶେଷଜ୍ଞ ମତ ଦେଇଛନ୍ତି । ସାରା ଦେଶରେ ଅଧିକରୁ ଅଧିକ ରକ୍ତ କେନ୍ଦ୍ର ବା ବ୍ଲଡ୍ ସେଂଟର ଖୋଲାଯାଉଥିବା ବେଳେ ଅଟୋମେସନ୍, କମ୍ପ୍ୟୁଟରାଇଜେସନ୍ ଏବଂ ସେନ୍ସିଟିଭ୍ ଆଡଭାନ୍ସଡ ଟେକ୍ନିକ୍ ଭଳି ନୂତନ ଜ୍ଞାନକୌଶଳର ବ୍ୟବହାର ଏହି ପରିବର୍ତନ...
Athletes Praise Sports Infra
Rourkela: The athletes participating in the ongoing 13th Hockey India Sub Junior Men’s National Championship 2023 at the world’s largest seated Birsa Munda Hockey Stadium, Rourkela have all praise for the marvelous infrastructure created by the Government of Odisha here. The 13th Hockey India Sub Junior Men’s National Championship 2023 has entered the semifinal stage now. The marquee competition kicked...









