ମହିମା ଗାଦିର ହେବ ରୂପାନ୍ତରଣ
ଭୁବନେଶ୍ୱର : ମହିମା ଧର୍ମର ଏହି ମହାନ ପୀଠ ଯୋରନ୍ଦା ଅଞ୍ଚଳ ତଥା ମହିମା ଗାଦିର ବିକାଶ, ସୌନ୍ଦର୍ଯ୍ୟକରଣ ଓ ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିଷୟ ୫-ଟି ସଚିବ ଭି.କେ. ପାଣ୍ଡିଆନ ସୂଚନା ଦେଇଥିଲେ । ମହିମା ଧର୍ମ ଉପରେ ନିଜର ଚିନ୍ତାଧାରା ପ୍ରକାଶ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ମହିମା ଧର୍ମ ହେଉଛି ସାରା ବିଶ୍ବ ପାଇଁ ଆଦର୍ଶ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ଏହି ସମଭାବର...
ଗରିବଙ୍କ ପାଇଁ ମୋ ଘର ଯୋଜନା
ଭୁବନେଶ୍ୱର : ରାଜ୍ୟରେ ଥିବା କଚ୍ଚା ଘରକୁ ପକ୍କାଘର କରିବାପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ମୋ ଘର’ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ଆଜି ଏହି ଯୋଜନା ଉପରେ ମୋହର ମାରିଛି । ଯୋଜନା ସଂକ୍ରାନ୍ତରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ପଞ୍ଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନି ଗଣମାଧ୍ୟମକୁ ମୋ ଘର ଯୋଜନା ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ...
ନିର୍ମାଣ ହେବ ଆଉ ୧୫,୦୦୦ କିମି ରାସ୍ତା
ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡେଇ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଇସ୍ତାହାରରେ ପ୍ରଦତ୍ତ ପ୍ରତିଶୃତିଗୁଡ଼ିକର ପୂରଣ ନେଇ ବିସ୍ତୃତ ସୂଚନା ଦେବା ସହିତ ବିଭାଗ ଦ୍ୱାରା ନିଆ ଯାଇଥିବା ବିଭିନ୍ନ ପରିବର୍ତ୍ତନମୂଳକ ପଦକ୍ଷେପ ଉପରେ ମଧ୍ୟ ଆଲୋକପାତ କରିଥିଲେ । ମନ୍ତ୍ରୀ ଶ୍ରୀ ଘଡାଇ ପ୍ରକାଶ କରିଛନ୍ତି ଯେ ଆର୍ଥିକ ବର୍ଷ ୨୦୦୦-୨୦୦୧ ତୁଳନାରେ ବିଭାଗର ବଜେଟ୍ ୨୫ ଗୁଣ ବୃଦ୍ଧି ପାଇଛି । ୨୦୦୦-୦୧ ମସିହାରେ ବିଭାଗର ବଜେଟ୍ ୩୦୫ କୋଟି...
Mo Ghara For Homeless
Bhubaneswar: Ahead of the 2024 Assembly and Lok Sabha elections, the State Government on Monday announced a new housing scheme ‘Mo Ghara’ for homeless rural people of the State. On the occasion of completion of the fourth year of the fifth term of his Government, Chief Minister Naveen Patnaik today chaired the State Cabinet meeting, in which 18 important proposals,...
BDK-NGD III Rail On Track
Bhadrakh: Minister of Railways, Ashwini Vaishnaw is giving priority for the Development of Railway infrastructure of the region along with various project works going on in Odisha and also is monitoring the developmental works regularly. Bhadrak-Nergundi 3rd line work will boost the economy of the region and will provide a hassle free train operations in Howrah-Chennai Main Line. Accordingly, the...
PM Opens New Parliament
New Delhi: Prime Minister, Narendra Modi dedicated the new Parliament House to the nation today. Earlier in the day, the Prime Minister installed the Sengol with Nandi at the top facing East-West direction in the new Parliament House. He also lit up the Diya and offered flowers to the Sengol. Addressing the gathering, the Prime Minister remarked that there are...
କାଳବୈଶାଖୀରେ ବିଜୁଳିର ଲୁଚକାଳି ଖେଳ
ଭୁବନେଶ୍ୱର : ରାଜ୍ୟରେ କାଳ ବୈଶାଖୀ କଷ୍ଟକୁ ବଳି ଗଲାଣି ବିଜୁଳି କଷ୍ଟ । ଝଡ ପବନ କିଛି ସମୟ ପାଇଁ ଆସି ଚାଲି ଯାଉଥିବାବେଳେ ବିଜୁଳି ବ୍ୟବସ୍ଥା କିନ୍ତୁ ଦୀର୍ଘ ସମୟ ଧରି ଠପ୍ ହୋଇ ଯାଉଛି । ଗାଁ ଗହଳ ତ ଦୂରରକଥା କଥା ଖୋଦ ରାଜଧାନୀରେ ବି ବିଜୁଳି ଲୁଚକାଳି ଖେଳୁଛି । ଗତ ଦୁଇ ତିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଦେଖିବାକୁ ମିଳୁଛି । ଅପରାହ୍ନ ସମୟରୁ ବିଜୁଳି ଘଡଘଡି ସହିତ ବର୍ଷା ପବନ...
ତିନି ବର୍ଷରେ ତେରଶହ ଏମଏସଏମଇ ବନ୍ଦ
ଭୁବନେଶ୍ୱର : ଗତ ତିନିବର୍ଷ ମଧ୍ୟରେ ରାଜ୍ୟରେ ବିଭିନ୍ନ କାରଣ ଯୋଗୁଁ ୧୩୦୦ ରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମଏସଏମଇ) ଶିଳ୍ପ ବନ୍ଦ ହୋଇଯାଇଛି । ଏହି ସମୟରେ ସମଗୟ ଦେଶରେ ୭୩ହଜାରରୁ ଅଧିକ ଏମଏସଏମଇ ବନ୍ଦ ହୋଇଥିବା ଜଣାଯାଇଛି । କେନ୍ଦ୍ର ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ରୁ ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ୍ ୧୩୮୧ଟି ଏମଏସଏମଇ ବନ୍ଦହୋଇଯାଇଛି । ଏଥି ମଧ୍ୟରୁ ୫୦ଟି ଜାଲ୍ ସଂସ୍ଥା ଥିବା ଚିହ୍ନଟ ହାଇଛି ।...
ସିଙ୍ଗାପୁର ଗସ୍ତରେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପର୍କକୁ ମଜବୁତ କରିବା ତଥା ଶିକ୍ଷା ତଥା ଦକ୍ଷତା ବିକାଶରେ ଦ୍ୱିପାକ୍ଷିକ ଯୋଗଦାନର ପରିସର ବିସ୍ତାର କରିବାର ସମ୍ଭାବନା ଅନୁସନ୍ଧାନ ନିମନ୍ତେ ଆଜି ଠାରୁ ତିନି ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ଶ୍ରୀ ପ୍ରଧାନ ସିଙ୍ଗାପୁରର ଉପ-ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗ, ବରିଷ୍ଠ ମନ୍ତ୍ରୀ ଶ୍ରୀ ଥରମାନ ଶାନମୁଗରତ୍ନମ୍, ବୈଦେଶିକ ମନ୍ତ୍ରୀ ଡକ୍ଟର ଭିଭିଆନ୍ ବାଲାକ୍ରିଷ୍ଣନ୍, ବାଣିଜ୍ୟ...
Buzz Over Early Poll
Bhubaneswar: Amid a buzz of an early election in Odisha, the question is going round as to who will benefit from this exercise? Is it the Governing BJD or the Opposition BJP? If Odisha goes to polls in December this year along with five other states, then the state has to encounter another general election for the Lok Sabha...









