ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ
ଭୁବନେଶ୍ୱର : ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ବର୍ତମାନ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ ଅଳ୍ପ ଦିନ ମଧ୍ୟରେ ରୋଗୀ ସୁସ୍ଥ ହେଉଛନ୍ତି । ପାରମ୍ପରିକ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଓ ରୋବୋଟ ସହାୟତାର ପ୍ରକ୍ରିୟା ସମାନ ଅଟେ । ପ୍ରତ୍ୟାରୋପଣରେ ଆଣ୍ଠୁରେ ନଷ୍ଟ ହୋଇଯାଇଥିବା ତନ୍ତୁଗୁଡ଼ିକୁ ବାହାର କରାଯାଇ କୃତ୍ରିମ ଗଣ୍ଠି ଯୋଡା ଯାଇଥାଏ । ତେବେ ରୋବୋଟିକ ଆର୍ମ ସହାୟତାରେ ହେଉଥିବା ଅସ୍ତ୍ରୋପଚାରକୁ ସଫ୍ଟୱେୟାର...
ODOP Award Challenge Open
New Delhi: Department for Promotion of Industry and Internal Trade (DPIIT) launched the One District One Product (ODOP) Awards on June 15 on the Rashtriya Puraskar portal. These prestigious awards aim to recognize and honour those who have demonstrated exceptional accomplishments within their respective Districts, States/UTs, and International Missions abroad in achieving economic development through the ODOP approach. The Awards focus on...
Discount For AC Chair
New Delhi: With a view to optimize utilization of accommodation in trains, Ministry of Railways has decided to delegate powers to Zonal Railways to introduce discounted fare scheme in trains with AC sitting accommodation. This scheme shall be applicable in AC Chair Car and Executive classes of all trains having AC sitting accommodation including Anubhuti and Vistadome coaches. The element of discount shall...
ଆର୍ଥିକ ଠକେଇରେ ଦଣ୍ଡବିଧାନ ୩.୨ ପ୍ରତିଶତ
ଭୁବନେଶ୍ୱର : ଆର୍ଥିକ ଅପରାଧ ମାମଲାଗୁଡିକର ବିଚାର ପ୍ରକ୍ରିୟା ବିଳମ୍ବ ହେବା ସଂଗେ ସଂଗେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଥିବାରୁ ଆର୍ଥିକ ଠକେଇର ଶିକାର ହେଉଥିବା ଲୋକମାନେ ନ୍ୟାୟ ପାଇବାରୁ ଏକପ୍ରକାର ବଞ୍ଚିତ ହେଉଛନ୍ତି । ଓଡିଶାରେ ଏ କିସମର ମାମଲାରେ ଦଣ୍ଡବିଧାନ ହାର ମାତ୍ର ୩.୨ ପ୍ରତିଶତ ରହୁଥିବାବେଳେ ମୋଟ୍ ମାମଲାର ମାତ୍ର ଦଶମିକ ୫ ପ୍ରତିଶତ ବର୍ଷରେ ଫଏସଲା ହେଉଛି । ଜାତୀୟ ସ୍ତରରେ ଆର୍ଥିକ ଅପରାଧ ମାମଲାରେ ଦଣ୍ଡବିଧାନ ହାର ପାଖାପାଖି ୩୦ ପ୍ରତିଶତ ରହୁଥିବାବେଳେ ଓଡିଶାରେ ଯେ...
ଧାନ ବିହନ ଯୋଗାଣ ବର୍ଷକୁ ବର୍ଷ କମୁଛି
ଭୁବନେଶ୍ୱର : ଧାନ ଉତ୍ପାଦନ କ୍ଷେତ୍ରରେ ବାରମ୍ବାର ଜାତୀୟ ସ୍ତରରେ ପୁରସ୍କୃତ ହେଉଥିବା ଆମ ରାଜ୍ୟରେ ଧାନ ବିହନ ଉତ୍ପାଦନ ଓ ଯୋଗାଣ ହ୍ରାସ ପାଇବାରେ ଲାଗିଛି । ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ଧାନ ବିହନ ପାଇଁ ଓଡିଶାକୁ ପୂର୍ବଭଳି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ବୋଲି ଚାଷୀମାନେ ଆଶଙ୍କା କଲେଣି । ଓଡିଶାର ଧାନଚାଷୀମାନଙ୍କୁ ଉନ୍ନତମାନର ଧାନ ବିହନ ଯୋଗାଣ ଦାୟିତ୍ୱ ରହିଛି କୃଷି ବିଭାଗ ଅଧିନରେ ଥିବା ରାଜ୍ୟ ବିହନ ନିଗମ ହାତରେ ।...
ନୂଆ ରୂପ ନେବ ମା ବୁଢୀ ଠାକୁରାଣୀ ମନ୍ଦିର
ଭୁବନେଶ୍ବର : ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଦୁଇଟି ପର୍ଯ୍ୟାୟରେ ଏହି କାମ କରାଯିବ ଏବଂ ଏଥିପାଇଁ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁରର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀ କେବଳ ଗଞ୍ଜାମ ବା ଓଡିଶା ନୁହେଁ, ପଡୋଶୀ ଆନ୍ଧ୍ରପ୍ରଦେଶରେ ମଧ୍ୟ...
State Celebrates Vanamahotsav
Bhubaneswar: About 78,990 hectares would be afforestated by utilizing 3.78 crore seedlings including Urban Tree Plantation (UTP) of 4.61 lakh seedling & avenue plantation of 5000 RKM during this rainy season. Besides, 6.42 crore seedlings will be distributed to the beneficiaries and institutions during 2023-24. Plantation of forest species along with medicinal plants are emphasized and encouraged to be planted,...
75K CR For Water Sector
Bhubaneswar: Chief Minister Naveen Patnaik today said that his government has approved projects worth Rs 46,000 crore for water sector development in the last four years and committed to invest another Rs 75,000 crore in next five years. The Chief Minister has asked the Water Resources Department to formulate strategies and build climate resilient sustainable water infrastructure to make Odisha...
ସାମ୍ବାଦିକ କଲ୍ୟାଣ ୱେବପୋର୍ଟାଲ ଲୋକାର୍ପିତ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମ୍ବାଦିକ କଲ୍ୟାଣ ଯୋଜନା ୱେବପୋର୍ଟାଲର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରି କହିଛନ୍ତି ଯେ ୫-‘ଟି’ ନୀତି ଉପରେ ଗୁରୁତ୍ୱ ଦେଇ ଏହି ୱେବପୋର୍ଟାଲ ଆରମ୍ଭ କରାଯାଇଛି । ଏହା ଦ୍ୱାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଓଡ଼ିଆ ସାମ୍ବାଦିକ ବନ୍ଧୁମାନେ ସୁବିଧାରେ ଅନ୍ଲାଇନ୍ରେ ସାମ୍ବାଦିକ କଲ୍ୟାଣ ଯୋଜନାର ସୁଯୋଗ ନେଇପାରିବେ । ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ...
CB Gets New IGP
Bhubaneswar: The State Government on Friday affected a minor reshuffle among senior IPS Cadre Officers. As per a notification issued by Home Department, Shefeen Ahmed K., a 2003 batch IPS officer, at present Inspector General of Police (IGP), Human Rights Protection Cell (HRPC) is appointed as IGP, CID, Crime Branch. DIG headquarters Dr. Sarthak Sarangi has been appointed as DIG, Fire...










