ଉଚ୍ଚଶିକ୍ଷା ବିଭାଗରେ ୫-‘ଟି’କୁ ଗୁରୁତ୍ୱ
ଭୁବନେଶ୍ୱର : ରାଜ୍ୟ ଉଚ୍ଚଶିକ୍ଷା ବିଭାଗରେ ଏକ ପେନ୍ସନ୍ ସେଲ୍ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବ ଏବଂ ସରକାରଙ୍କ ୫-‘ଟି’ ଉପକ୍ରମ ଅନୁଯାୟୀ ସ୍ୱଚ୍ଛତା ଓ ଆନ୍ତରିକତା ପାଳନପୂର୍ବକ କାର୍ଯ୍ୟକରିବାକୁ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି ।ସମୀକ୍ଷା ବୈଠକକୁ ଗୁରୁତ୍ୱ ଦେଇ ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ କାର୍ଯ୍ୟାବଳୀ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ତୁରନ୍ତ ଏକ ପେନ୍ସନ୍ ସେଲ୍ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ଆରମ୍ଭ କରିବ ଏବଂ ଅବସରଗ୍ରହଣ କରୁଥିବା କର୍ମଚାରୀମାନେ ଅବସର...
ପରିବା ବିକିଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସରକାରୀ ବାସଭବନ ସମ୍ମୁଖରେ ପ୍ରଦେଶ ଛାତ୍ର କଂଗ୍ରେସ ସୁଲଭ ମୂଲ୍ୟରେ ପରିବା ବିକି ଆକାଶ ଛୁଆଁ ପରିବା ଓ ସଉଦା ଦର ପ୍ରତିବାଦରେ ବିକ୍ଷୋଭ କରିଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ସେଠାରେ ଟମାଟୋ କିଲୋ ୫୦ ଟଙ୍କା, ବାଇଗଣ କିଲୋ ୩୦ ଟଙ୍କା, ଝୁଡ଼ଙ୍ଗ କିଲୋ ୨୫ ଟଙ୍କା ସାରୁ କିଲୋ ୩୦ ଟଙ୍କା ପ୍ରଭୃତି ପୋଟଳ, ଲଙ୍କା ଏବଂ ଅନ୍ୟାନ୍ୟ ପରିବା...
Dissidence Hits Opposition
Bhubaneswar: What exactly makes a political party or any team to clinch success? The basic factor to win an election or a match is discipline and unity among the team members. The party or the team which remains united and faces the challenges from rivals with a common agenda only wins the polls. The dissidence within a party certainly...
Nayak On Europe Tour
Bhubaneswar: Atanu Sabya sachi Nayak Minister Cooperation on a 8 day foreign tour has left for Belgium today afternoon . He will be attending the ICA CCR Global European Cooperative Conference being held from 10-14 July 2023 at Leuven, Belgium Deliberations on Innovation in Cooperative Governance –Ecosystem to promote the innovative capacity of Cooperatives will take place in the conference. Sri...
Census Operations When?
Bhubaneswar: Even though the entire country and all government agencies have bounced back to the pre-Covid track, the Government of India is yet to take any step to conduct the crucial Census 2021. The first synchronous Census was conducted in 1881 and thereafter it has taken place every ten years. Last Census was conducted in 2011. However, the latest Census,...
State Empowers DIC GMs
Bhubaneswar: Moving a step towards ease of doing business, the State Government has declared General Managers of District Industries Centres (DICs) as certificate officers to deal with cases filed under the Orissa Public Demands Recovery Act, 1962 and related to the PMFME scheme. The Revenue and Disaster Management Department has informed all District Collectors about the decision of the Government....
Center Undermines Edu Growth
Bhubaneswar: The recently published Performance Grading Index (PGI) report of the school education system by the Ministry of Education has placed Odisha in a challenging position as the Central Government has awarded negligible scores to Odisha in certain critical areas, the State Government said on Saturday. The mismanagement of data and incorrect input of information are major factors contributing to...
ଯୋଗ୍ୟତାକୁ କେବେ ସମ୍ମାନ ଦେବ ଓପିଏସସି ?
ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗର ୨୫ବର୍ଷ ପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମ ରାଜଧାନୀର ଏକ ତାରକା ହୋଟେଲରେ ପାଳିତ ହୋଇଥିବାବେଳେ ଏଥିରେ ଯୋଗଦେବା ପାଇଁ ଆସିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ନିକଟରେ ତାଙ୍କ ଗୁହାରି ଜଣାଇବା ଲାଗି କୋରାପୁଟ ଜିଲ୍ଲାର ବୋରିଗୁମ୍ମାରୁ ଆସିଥିବା ଜଣେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ନିରାଶ ହୋଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗ ଏହି ଅବସରରେ ‘ଯୋଗ୍ୟତାର ସମ୍ମାନ: ସମୃଦ୍ଧ ରାଷ୍ଟ୍ର ନିର୍ମାଣ’ ତାହାର ଲକ୍ଷ୍ୟ ବୋଲି ଖୋଲା ବିଜ୍ଞାପନ ଦେଇଥିଲା, ଯେଉଁଥିରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ...
ଜନଗଣନା କେବେ ହେବ?
ଭୁବନେଶ୍ୱର : କୋଭିଡ୍ ମହାମାରୀ ଯୋଗୁ ୨୦୨୧ ମସିହାରେ ହେବାକୁ ଥିବା ଜନଗଣନା କାର୍ଯ୍ୟ ବନ୍ଦ ରହିଥିବାବେଳେ ଏହା ପୁଣି କେବେ ଆରମ୍ଭ ହୋଇ କେବେ ସରିବ ସେଥିଘେନି ଅନିଶ୍ଚିତତା ଦେଖାଦେଇଛି । ୧୮୮୧ ମସିହାରୁ ଭାରତରେ ଜନଗଣନା ପ୍ରତି ୧୦ବର୍ଷରେ ଥରେ ହୋଇଥାଏ । ଏହି କ୍ରମରେ ୨୦୧୧ ମସିହାରେ ଶେଷ ଜନଗଣନା ହୋଇଥିଲା । ୨୦୨୧ର ଜନଗଣନା ପାଇଁ ପ୍ରସ୍ତୁତିପର୍ବ ଚାଲିଥିବାବେଳେ କୋଭିଡ୍ ମହାମାରୀ ଯୋଗୁ ଏଥିରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ୨୦୧୯ ମାର୍ଚ୍ଚ ଓ ଜୁଲାଇ ମାସରେ ଜନଗଣନା...
OPSC@75
Bhubaneswar: The Odisha Public Service Commission (OPSC) commemorated its 75th Year of Foundation by organising a day-long event here today. Gracing the occasion as Chief Guest, Chief Minister Naveen Patnaik said his Government has always been keen to strengthen the OPSC. A new annexe building of the Commission is under construction at a cost of Rs 14 crore to meet...









