Pact For Millet Shakti

0

Bhubaneswar: In a significant step towards standardising packaging practices of Millet Shakti products, a tripartite Memorandum of Agreement (MOA) was signed among Department of Agriculture and Farmers' Empowerment (DA&FE), Mission Shakti Department and Indian Institute of Packaging (IIP) here at Krishi Bhawan today. The duration of the partnership is for a period of three years i.e. from April 2023 to...

ପୋକସୋ ମାମଲାରେ ଦଣ୍ଡହାର ନଗଣ୍ୟ

0

ଭୁବନେଶ୍ୱର : ରାଜ୍ୟରେ ପୋକସୋ ଆଇନ୍‍ ବଳରେ ବର୍ଷକୁ ବର୍ଷ ମାମଲା ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଦଣ୍ଡହାର ଅତ୍ୟନ୍ତ ନଗଣ୍ୟ ରହୁଛି । ବର୍ଷକୁ ଦୁଇ ହଜାରରୁ ଅଧିକ ମାମଲାର ରୁଜୁ ହେଉଥିବାବେଳେ ଦଣ୍ଡବିଧାନ ସଂଖ୍ୟା ଶହେ ଅତିକ୍ରମ କରିପାରୁ ନାହିଁ । ଶିଶୁମାନଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଅପରାଧିମାନଙ୍କୁ ତୁରନ୍ତ କଠୋର ଦଣ୍ଡ ଦେବାପାଇଁ ପୋକସୋ ଆଇନ୍‍ କାର୍ଯ୍ୟକାରୀ କରାଯାଉଛି । ଏହି ଆଇନ୍‍ ବଳରେ ରୁଜୁ ହେଉଥିବା ମାମଲାର ସ୍ୱତନ୍ତ୍ର ଭାବେ ବିଚାର କରାଯାଇ ଅପରାଧିକମାନଙ୍କୁ ତତ୍କାଳ କଠୋର ଦଣ୍ଡ ଦେବା...

ମଶାବତୀ ଜାଳିବାକୁ ପରାମର୍ଶ

0

ଭୁବନେଶ୍ୱର : ରାଜ୍ୟରେ ବେକାକୁ ଡେଙ୍ଗୁକୁ କାବୁ କରିବାପାଇଁ ଲୋକଙ୍କୁ ପରିବେଶ ଅନୁକୂଳ ମଶାବତୀ ଜଳାଇବା ସହିତ ନିଜ ଘରର ଝରକା ଓ କବାଟରେ ସରୁ ଜାଲ ଲଗାଇବାପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ପରମର୍ଶ ପରେ ଲୋକେ ଏବେ ବଜାରରେ ପରିବେଶ ଅନୁକୂଳ ମଶାବତୀ ଖୋଜୁଥିବାବେଳେ ସହରକୁ ପରିଷ୍କାର ପରିଚ୍ଛନ୍ନ ପାଇଁ ପୌରସଂସ୍ଥାଗୁଡିକ ସେଭଳି କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଡେଙ୍ଗୁ ମୁକାବିଲା ପାଇଁ ବିଭିନ୍ନ ପ୍ରଶାସନ ଏବେ ବିଭିନ୍ନ ଉପାୟ ଅବଲମ୍ବନ କରୁଛି ।...

ରାଜଧାନୀରେ ତେଜସ୍‍ କୋଚ୍‍

0

ଭୁବନେଶ୍ୱର : ତେଜସ୍ କୋଚ ସହିତ ସମ୍ବଲପୁର ମାର୍ଗ ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଉନ୍ନତ ଯୁଗ ସହିତ ଟ୍ରେନ୍ ଯାତ୍ରା ଅଭିଜ୍ଞତାର ନୂତନ ଯୁଗ ପାଇଁ ଆଧୁନିକ ସୁବିଧା ଯୋଗାଇ ଅଛି ଯାହାକି ଅଗଷ୍ଟ ମାସ 19 ତାରିଖ ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରୁ ମ୍ବଲପୁର ମାର୍ଗ ଦେଇ ଏହାର ନିୟମିତ ସେବା ଆରମ୍ଭ କରିଥିଲା । ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର କେନ୍ଦ୍ର ରେଳ, ଯୋଗାଯୋଗ ଏବଂ...

ସ୍କୁଲକୁ ଫେରିଲେଣି ୯୬୦୦ ଛାତ୍ରଛାତ୍ରୀ

0
School and Mass Education

ଭୁବନେଶ୍ୱର : ଅଧାରୁ ପାଠପା ଛାଡିଥିବା, ଦଶମ ଫେଲ୍‌ କିମ୍ବା ବିଦ୍ୟାଳୟରେ ନିୟମିତ ଅନୁପସ୍ଥିତ ଥବା ୧୪ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷାରେ ଯୋଡିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ରାଜ୍ୟ ମୁକ୍ତ ବିଦ୍ୟାଳୟ(ଏସ୍‌ଆଇଓଏସ୍‌)ରେ ଜୁଲାଇ ଶେଷ ସପ୍ତାହରୁ ଏହି ମାଗଣା ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୯୬୦୦ ଛାତ୍ରଛାତ୍ରୀ ଏହି ପ୍ରକ୍ରିୟା ମାଧ୍ୟମରେ ନାମ ଲେଖି ସାରିଲେଣି । ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏସ୍‌ଆଇଓଏସ୍‌ ମାଗଣା ନାମଲେଖା...

ସଡକ ସୁରକ୍ଷାକୁ ପ୍ରଶଂସା

0

ଭୁବନେଶ୍ୱର: ସଡକ ସୁରକ୍ଷା ଉପରେ ନିଆଯାଇଥିବା ଓଡିଶା ସରକାରଙ୍କ ଉଦ୍ୟମକୁ ସୁପ୍ରିମକୋର୍ଟ କମିଟି ପ୍ରଶଂସା କରିଛି | ରାଜ୍ୟ ସଡ଼କ ସୁରକ୍ଷା ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ଅନୁଧ୍ୟାନ କରିବା ଏବଂ ଅଡ଼ିଟ୍ କରିବା ପାଇଁ ସଚିବ ଶ୍ରୀ ସଞ୍ଜୟ ମିତଲ ୫ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି | ସେ ମଙ୍ଗଳବାର ଦିନ ଭୁବନେଶ୍ୱରରେ ସଡକ ସୁରକ୍ଷା ଉପରେ ଲିଡ ଏଜେନ୍ସିର ସଦସ୍ୟମାନଙ୍କ ସହ ଏକ ବୈଠକ କରି ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଓଡିଶାର ଉଦ୍ୟମକୁ ପ୍ରଶଂସା କରିଛନ୍ତି | 4Es-...

SOA Ceremony For Grads

0

Bhubaneswar: Students who completed their studies in pharmacy and nursing at Siksha ‘O’ Anusandhan Deemed to be University (SOA) received their degrees at a graduation ceremony held on Tuesday. The students who completed B. Pharm (2019-23) and M. Pharm (2021-23) courses from the School of Pharmaceutical Sciences (SPS), faculty of pharmaceutical sciences of SOA, received their certificates from SOA Vice-Chancellor...

ଗ୍ୟାସ ସିଲିଣ୍ଡର ଦର ୨୦୦ ଟଙ୍କା ହ୍ରାସ

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ରନ୍ଧନ ଗ୍ୟାସର ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଘୋଷଣା କରିଛନ୍ତି । ଦେଶର ସମସ୍ତ ବଜାରରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ ପାଇବ । ଉଦାହରଣ ସ୍ୱରୂପ, ଦିଲ୍ଲୀରେ ଏହି ନିଷ୍ପତ୍ତି ଦ୍ୱାରା ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନର ସିଲିଣ୍ଡର ପିଛା ୧୧୦୩ ଟଙ୍କାରୁ ଅଧିକ ଶସ୍ତା ହୋଇ ୯୦୩ ଟଙ୍କାକୁ ହ୍ରାସ ପାଇବ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରକ୍ଷାବନ୍ଧନ ଅବସରରେ ଦେଶର କୋଟି କୋଟି ଭଉଣୀଙ୍କୁ ଏହା...

Road Safety Steps Lauded

0

Bhubaneswar: The Supreme Court Committee on Road Safety (SCCoRS) appreciated the efforts of Odisha Government in implementing its order related to Road Safety. Sanjay Mital, Secretary, SCCoRS is on a 5-day visit to Odisha to assess and audit the compliance of Supreme Court guidelines on road safety in the state. He held a meeting with members of Lead Agency on...

Weak Monsoon Likely To Revive

0

Bhubaneswar: The prolonged weak monsoon caused by absence of southwesterly moisture laden wind from the Arabian Sea and strengthening of westerly or northwesterly wind flow over India is likely to continue till August 31, Siksha ‘O’ Anusandhan (SOA)’s Centre for Environment and Climate (CEC) said on Tuesday. Numerical models indicated that a cyclonic circulation was likely to form over east...