175 CR For SDCs
Bhubaneswar: Chief Minister Naveen Patnaik today approved an additional grant of Rs 175.5 crore for Special Development Council (SDC) constituted in nine different districts for the welfare of tribals. According to officials, the amount will be spent on preserving the language, art, culture, and heritage of Adivasis (tribals). This additional grant will be available along with the normal grant of...
ମିଲେଟ ଉତ୍ପାଦରୁ ଜିଏସଟି ଛାଡ କର
ନୂଆଦିଲ୍ଲୀ : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୨ତମ ବୈଠକ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନଠାରେ ଅନୁଷ୍ଠିତହୋଇଯାଇଛି । ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ଏହି ୫୨ତମ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ରାଜ୍ୟ ପକ୍ଷରୁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଓ ବିଭିନ୍ନ ଦାବି ପରିଷଦ ବୈଠକରେ ଉପସ୍ଥାପନ କରିଥିଲେ । ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ, ମିଲେଟ...
ସମବାୟ ବ୍ୟାଙ୍କକୁ ଜାତୀୟ ପୁରସ୍କାର
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଜାତୀୟ ପୁରସ୍କାର ଲାଭ କରିଛି । ସମଗ୍ର ଦେଶରେ ଥିବା ସମବାୟ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଉତ୍ତମ ସେବା ଓ ପ୍ରଦର୍ଶନ ପାଇଁ ତୃତୀୟ ପୁରସ୍କାର ପାଇଛି । ଜାତୀୟ ରାଜ୍ୟ ସମବାୟ ବ୍ୟାଙ୍କ ମହାସଂଘ (ଏନ୍ଏଏଫ୍ଏସ୍ସିଓବି) ପକ୍ଷରୁ ରାଜସ୍ଥାନରେ ଅନୁଷ୍ଠିତ ବାର୍ଷିକ ଅଧିବେଶନରେ ୨୦୨୦-୨୧ ଓ ୨୦୨୧-୨୨ ପାଇଁ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି । ଅନୁଷ୍ଠିତ ଉତ୍ସବରେ ଅତିଥିମାନଙ୍କଠାରୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି. ପ୍ରସାଦ ରାଓ...
ଛତୁ କନ୍କ୍ଲେଭ୍-୨୦୨୩ ଆୟୋଜିତ
ଭୁବନେଶ୍ୱର : ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ ଛତୁ କନ୍କ୍ଲେଭ୍-୨୦୨୩କୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପସ୍ୱାଇଁ କହିଛନ୍ତି ଯେ ଛତୁଚାଷ ପରି ଅର୍ଥକରୀ ଫସଲ ଚାଷୀର ଆୟବୃଦ୍ଧିରେ ସହାୟକ ହୋଇପାରୁଛି । ପାଳଛତୁ ଚାଷ ପାଇଁ ନଡ଼ା ବ୍ୟବହାର ହେଉଥିବାରୁ ଏହା ଦ୍ୱାରା ବର୍ଜ୍ୟବସ୍ତୁରୁ ସଂପଦ ସୃଷ୍ଟି ହେବା ସହିତ ପରିବେଶ ସୁରକ୍ଷା ହୋଇପାରୁଛି । ରାଜ୍ୟ ସରକାର ଛତୁଚାଷକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଛତୁ ମିଶନ ଆରମ୍ଭ କରିଛନ୍ତି । ଏଥି ପାଇଁ...
ବିଦ୍ୟାଳୟସ୍ତରୀୟ ଅଡିଟ୍ ପାଇଁ ବୁଝାମଣାପତ୍ର
ଭୁବନେଶ୍ୱର : ସମଗ୍ର ଶିକ୍ଷା ଯୋଜନା ଅଧୀନରେ ବିଦ୍ୟାଳୟସ୍ତରୀୟ ସାମାଜିକ ଅଡିଟ୍ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସାମାଜିକ ଅଡିଟ୍ ୟୁନିଟ୍ (ଓସାଟ୍) ସହ ବୁଝାମଣାପତ୍ର ସ୍ୱାକ୍ଷର କରି ଓଡ଼ିଶା ରାଜ୍ୟ ଏକ ଅଗ୍ରଣୀ ପଦକ୍ଷେପ ଗ୍ରହଣ କରିଛି । ଶିକ୍ଷା ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି -୪) ଯଥା:- ଅନ୍ତର୍ଭୁକ୍ତିକରଣ, ସମାନତା, ଗୁଣାତ୍ମକ ଏବଂ ସାମଗ୍ରିକ ବିଦ୍ୟାଳୟ ଶିକ୍ଷା ପ୍ରଦାନ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଏହା ସହାୟକ ହେବ...
ଏସୀୟ କ୍ରୀଡାରେ ୧୦୦ ପଦକର ସଫଳତା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମ କ୍ରାଡାବିତ୍ ମାନେ ଏସୀୟ କ୍ରୀଡାରେ ୧୦୦ ପଦକର ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ଦେଶ ଆନନ୍ଦିତ ହୋଇଛି । ୧୦ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆତିଥେୟତା ପ୍ରଦାନ କରିବେ ଏବଂ ସେମାନଙ୍କ ସହିତ ଆଲୋଚନା କରିବେ । ଶ୍ରୀ ନରେନ୍ଦ୍ର ମୋଦୀ X ରେ ପୋଷ୍ଟ କରିଛନ୍ତି: ଏସୀୟ କ୍ରୀଡାରେ ଭାରତ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା! ଭାରତର ଲୋକମାନେ ଏହି କଥାକୁ ନେଇ ଆନନ୍ଦିତ ଯେ ଆମେ ୧୦୦ ପଦକ ବିଶିଷ୍ଟ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟରେ...
100 Medals Thrill India
New Delhi: Prime Minister, Shri Narendra Modi has said that the nation is thrilled as our athletes have surpassed the milestone of 100 medals in the Asian Games. The Prime Minister will host and interact with the contenvent on 10th October. Shri Narendra Modi posted on X : "A momentous achievement for India at the Asian Games! The people of India are thrilled...
Cash Award For Amit
Bhubaneswar: Chief Minister Naveen Patnaik has announced a cash award of Rs. 1.5 crores for defender-dragflicker Amit Rohidas for his significant role in India’s historic Gold Medal triumph at the 19th Asian Games in Hangzhou. The Chief Minister expressed his heartfelt congratulations to Amit Rohidas, acknowledging his outstanding performance and calling him an inspiration for youngsters not only across Odisha...
Tata Steel Empowers Tulasi
Joda: In the mining-rich Joda region, the Tata Steel Foundation (TSF) has been actively fostering transformation and inclusive growth. The story of Tulasi Lohar, an 18-year-old from Guali village in Joda block, exemplifies this commitment. Tulasi, one of six siblings in a mining family, aspired to higher education and the prospect of a stable career. The family faced financial challenges,...
ବନ୍ଦର ନିର୍ମାଣ ଆଗଉନି
ଭୁବନେଶ୍ୱର : ଓଡିଶା ଉପକୂଳରେ ପ୍ରତିଷ୍ଠା ହେବାକୁ ଥିବା ଦଶରୁ ଅଧିକ ବନ୍ଦର ନିର୍ମାଣ ପ୍ରସ୍ତାବ ଏବେ ମାମଲାରେ ଛନ୍ଦିହେବା ସହିତ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଆଗେଇ ପାରୁନାହିଁ । ଫଳରେ ଏକାଧିକ ଛୋଟ ଓ ମଧ୍ୟମ ବନ୍ଦର ପ୍ରତିଷ୍ଠା ଜରିଆରେ ରାଜ୍ୟ ଅର୍ଥନୀତିକୁ ଆଗକୁ ନେବା ସହିତ ନିଯୁକ୍ତି ବୃଦ୍ଧି ପାଇଁ ଥିବା ଆଶା ଏବେ ମଉଳିବାରେ ଲାଗିଲାଣି । ରାଜ୍ୟର ବାଲେଶ୍ୱର ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ଥିବା ଉପକୂଳରେ ୧୪ଟି ବନ୍ଦର ପ୍ରତିଷ୍ଠା ପାଇଁ ହୋଇଥିବା ଯୋଜନାକୁ ଏବେ ୧୫ବର୍ଷ...









