One Health Program Soon

0

The ‘One Health’ Program proposed by the World Health Organisation (WHO) is going to be implemented in Odisha soon. The Health Department has initiated the process to launch the programme with coordination among various departments, Public Health Director Niranjan Mishra said here today. The programme will be piloted in four States in India including OdishaThe programme will be extended to the...

Timeline For Parikrama

Puri: Secretary to CM VK Pandian today visited Puri Shri Jagannath Temple early in the morning and reviewed Shri Jagannath Parikrama Prakalpa. He made field visits to different project sites at crack of the dawn from 4 AM and continued his on-field review till 7 AM. During the review, Secretary (5T) directed officials and agencies to complete iconic Parikrama Project by...

ସମ୍ମମରେ ସିଆଲୋ ଏଣ୍ଡୋସ୍କୋପି ମାଧ୍ୟମରେ ଚିକିତ୍ସା

0

ଭୁବନେଶ୍ୱର : ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ସିଆଲୋଏଣ୍ଡୋସ୍କୋପି ଯାହାକି ଏକ ମିନିମାଲି ଇନ୍‌ଭାସିଭ ପ୍ରକ୍ରିୟା ତାହା ମାଧ୍ୟମରେ ଜଣେ ଯୁବକଙ୍କର ଲାଳଗ୍ରନ୍ଥିରେ ସମସ୍ୟାର ପରୀକ୍ଷଣ ଓ ଚିକିତ୍ସା କରି ତାଙ୍କର ସବ୍‌ମାଣ୍ଡିବୁଲାର ଡକ୍ଟରୁ୨୭ଟି ପଥର କାଢ଼ିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍ । ୧.୩ ମିଲିମିଟର ପରିମାପର ଏକ ଅତି ଛୋଟ ଏଣ୍ଡୋସ୍କୋପ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଇଥିବା ବେଳେ ଲାଳଗ୍ରନ୍ଥି ବାଟ ଦେଇ ସିଧା ସଳଖ ପଥର ଥିବା ସ୍ଥାନରେ ଏହି ଏଣ୍ଡୋସ୍କୋପ୍‌କୁ ପ୍ର୍ରବେଶ କରାଯାଇଥିଲା ବୋଲି ଏହି ଅସ୍ତ୍ରୋପଚାର...

ଆଦର୍ଶ ବିଦ୍ୟାଳୟ ହେବ ସ୍ମାର୍ଟ

0

ଭୁବନେଶ୍ୱର : ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷାଦାନ ଲାଗି ୫-ଟି ଆଧାରରେ ରାଜ୍ୟର ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ରେ ସ୍ମାର୍ଟ ଶ୍ରେଣୀ ଗୃହ ସ୍ଥାପନ କରାଯିବ । ପାଠପଢାରେ ଉନ୍ନତି ଆଣିବାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଆଦର୍ଶ ବିଦ୍ୟାଳୟଗୁଡିକରେ ୨୨୫୦ଟି ସ୍ମାର୍ଟ ଶ୍ରେଣୀ ଗୃହ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ହୋଇଛି । ମଲ୍ଟି ମିଡିଆ ପ୍ଲାଟଫର୍ମରେ ସୂଚନା ଯୋଗାଯୋଗ ଜ୍ଞାନକୌଶଳ (ଆଇସିଟି) ବ୍ୟବହାର କରି ସ୍ମାର୍ଟ ଶ୍ରେଣୀ ଗୃହ ପ୍ରସ୍ତୁତ ହେବ । ଏହା...

ରାଜ୍ୟ ଋଣ ବୋଝ କେନ୍ଦ୍ର ତୁଳନାରେ କମ୍‍

0

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ତୁଳନାରେ ଓଡ଼ିଶା ସରକାରଙ୍କ ଋଣ ବୋଝ ପରିମାଣ କମ୍‍ ରହିଛି । ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତ ସରକାରଙ୍କ ଋଣବୋଝ ୧୫୫ଲକ୍ଷ କୋଟି ଟଙ୍କାକୁ ଟପିଥିବାବେଳେ ଗତ ଜୁଲାଇ ଶେଷ ସୁଦ୍ଧା ଓଡ଼ିଶା ସରକାରଙ୍କ ଋଣ ବୋଝର ପରିମାଣ ୯୦ହଜାର କୋଟି ଟଙ୍କାରୁ କମ୍‍ ରହିଛି । ଓଡ଼ିଶା ସରକାରଙ୍କ ତଥ୍ୟ ମୁତାବକ ୨୦୨୩ ଜୁଲାଇ ଶେଷ ସୁଦ୍ଧା ଋଣବୋଝ ୮୮, ୪୮୭ କୋଟି ୧୧ଲକ୍ଷ ଟଙ୍କା ରହିଛି । ଚଳିତ ଆର୍ଥିକ ବର୍ଷ ଶେଷ...

ନିଷିଦ୍ଧ ହେଲା ପାରାକେ୍ୱଟ୍‌ର ବ୍ୟବହାର

0

ଭୁବନେଶ୍ୱର : ରାଜ୍ୟ ସରକାର ତୃଣନାଶକ ଭାବରେ ବ୍ୟବହୃତ ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ୍‌ ପାରାକେ୍ୱଟ୍‌ ନିଷିଦ୍ଧ କରିଛନ୍ତି । ଜମିରେ ତୃଣନାଶକ ଭାବେ ଏହାର ବ୍ୟାପକ ବ୍ୟବହାର ହୁଏ । ସାର୍ବଜନୀନ ନିରାପତ୍ତାକୁ ଦୃଷ୍ଟିରେ ରଖି ଏବଂ ମଣିଷ ଓ ପ୍ରାଣୀ ଉପରେ ଏହାର ରାସାୟନିକ କୁପ୍ରଭାବକୁ ରୋକିବା ପାଇଁ ଏହାକୁ ନିଷିଦ୍ଧ କରାଯାଇଛି । ଆଜି ଏହି ମର୍ମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଆଦେଶନାମା ପ୍ରକାଶ ପାଇଛି । ନିଷେଧାଜ୍ଞାର ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବା ସହିତ...

State Bans Paraquat

0

Bhubaneswar: The State Government has banned Paraquat, a highly toxic substance used as an herbicide. It is widely used for destroying weeds. The decision has been taken in view of public safety and to prevent adverse impact of the chemical on human health and animals. With the ban order coming into effect, sale/stock/ distribution/manufacturing/use of this toxic chemical, Paraquat has...

OAVs Get Smart Classes

0

Bhubaneswar: As part of its 5T initiative, the State Government has decided to set up smart classrooms in all Odisha Adarsha Vidyalayas (OAVs) to enhance the quality of education as par with the private English medium schools. Odisha Adarsha Vidyalaya Sangathan (OAVS) under Department of School & Mass Education is going to implement 2250 smart classrooms for enhancing the teaching...

ଅପରାଧମୁକ୍ତ ହେଲା କେବୁଲ ଟିଭି ନେଟୱର୍କ

0

ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି କେବୁଲ ଟେଲିଭିଜନ ନେଟୱାର୍କ ନିୟମ, ୧୯୯୪ରେ ସଂଶୋଧନ ବିଜ୍ଞପ୍ତି ଜାରି କରିଛି। ଏଥିରେ କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନର, ୧୯୯୫ର ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଇଛି। ନୂଆ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟକାରୀ ବ୍ୟବସ୍ଥା ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଏହି ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ୩ ଅକ୍ଟୋବର ୨୦୨୩କୁ ସେହି ତାରିଖ ଭାବେ ନିର୍ଦ୍ଧାରିତ କରିଥିଲା ଯେଉଁ ତାରିଖ ଠାରୁ କେବୁଲ ଟେଲିଭିଜନ ନେଟୱର୍କ (ନିୟନ୍ତ୍ରଣ) ଆଇନ,...

Atmosphere Announces India Entry

0

New Delhi: Atmosphere Core, an acclaimed hospitality company, kicks off its spectacular India entry, aiming at heralding a paradigm shift in the Indian hospitality landscape through unique and unforgettable experiences. Leveraging on its award-winning resort experiences in the Maldives, the company looks at delivering on the values of Anticipating, Crafting, and Elevating the guest journey at the distinctive new properties...