More Towns With DFT
Bhubaneswar: Odisha's “Drink From Tap”(DFT) 24x7 Water Supply is a 5T Initiative of Chief Minister Naveen Patnaik . In this Transformative Journey of Urban Odisha completed its 3 years journey. So far 24 towns in Urban Odisha have been covered out of 115 cities benefiting 23 lakh population. Remaining cities will be covered in a phased manner. While dedicating...
ବଢୁଛି ଚୋରା ନିଶା କାରବାର
ଭୁବନେଶ୍ୱର : ସାଢେ ୫ବର୍ଷ ଭିତରେ ଓଡ଼ିଶାରେ ପାଖାପାଖି ୧୨ଶହ କୁଇଣ୍ଟାଲ ଗଞ୍ଜେଇ ଓ ପ୍ରାୟ ୭୫ କିଲୋ ବ୍ରାଉନ୍ସୁଗାର ଜବତ ହୋଇଛି । ଏହାଛଡ଼ା ବିପୁଳ ପରିମାଣର ନିଶାଯୁକ୍ତ କଫସିରପ୍, ଅଫିମ ଓ ଅନ୍ୟାନ୍ୟ ମାଦକଦ୍ରବ୍ୟ ଚୋରା ଚାଲାଣ ବେଳେ ଧରାପଡିଛି । ସରକାରୀ ତଥ୍ୟ ମୁତାବକ ଏହି ସମୟ ଭିତରେ ୪,୮୦୦ରୁ ଅଧିକ ଏନ୍ଡିପିଏସ୍ ମାମଲା ରୁଜୁ କରାଯିବା ସହ ପ୍ରାୟ ୬ହଜାର ଅଭିଯୁକ୍ତଙ୍କୁ ଚୋରା ନିଶା କାରବାର ଅଭିଯୋଗରେ ଗିରଫ କରାଯାଇଛି । ରାଜଧାନୀ ଭୁବନେଶ୍ୱର ସମେତ ବାଲେଶ୍ୱର, ଅନୁଗୁଳ, ଜଗତ୍ସିଂହପୁର,...
ବଢୁଛି ଆତ୍ମହତ୍ୟା ଓ ସଡକ ଦୁର୍ଘଟଣା
ଭୁବନେଶ୍ୱର : ଓଡ଼ିଶାରେ ପଞ୍ଜୀକୃତ ଆତ୍ମହତ୍ୟା ମାମଲା ସଂଖ୍ୟା ବର୍ଷକୁ ବର୍ଷ ବଢିବାରେ ଲାଗିଛି । ରାଜ୍ୟରେ ଦିନକୁ ହାରାହାରି ୧୬ଜଣ ବିଭିନ୍ନ କାରଣରୁ ଆତ୍ମହତ୍ୟା କରୁଛନ୍ତି । ଏହି ଧାରା ଅବ୍ୟାହତ ରହିଲେ ଆଗାମୀ ବର୍ଷରେ ଆତ୍ମହତ୍ୟା ଘଟଣା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହେବ । ଓଡ଼ିଶାରେ ବର୍ଷକୁ ଯେତେ ହତ୍ୟାକାଣ୍ଡ ଘଟୁଛି ତାହାର ୪ଗୁଣରୁ ଅଧିକ ଜୀବନ ଯାଉଛି ଆତ୍ମହତ୍ୟାରେ । ମନସ୍ତତ୍ତ୍ୱବିତ୍ମାନେ କହୁଛନ୍ତି ଯେ ଦାରିଦ୍ର, ବେରୋଜଗାରୀ, ବେକାରି, ଋଣଚାପ, ନିଶା, ପ୍ରେମ ଓ ପ୍ରତାରଣା, ସାମାଜିକ...
ଶିତିକଣ୍ଠ ମିଶ୍ରଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ରଙ୍କୁ ପର୍ଯ୍ୟଟନ ଓ ଆତିଥ୍ୟ ଶିକ୍ଷା କ୍ଷେତ୍ରରେ ଜୀବନ ବ୍ୟାପୀ ଅବଦାନ ନିମନ୍ତେ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି । ଅକ୍ଟୋବର ୧୦ ଓ ୧୧ ଦୁଇ ଦିନ ଧରି ଆଯୋଧ୍ୟା ଠାରେ ଆୟୋଜିତ “ତୃତୀୟ ଟୁରିଜିମ୍ ଷ୍ଟୁଡେଂଟ୍ସ” କନ୍କ୍ଲେଭ୍ରେ ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଡିଟିଓଆରଆର୍ ଏବଂ ଡକ୍ଟର ରାମ ମନୋହର ଲୋହିଆ ଅୱଧ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଏହି କନ୍କ୍ଲେଭ ଆୟୋଜନ କରାଯାଇଥିଲା । ସୋଆରେ...
State Moves To Rescue Labors
Bhubaneswar: Chief Minister Naveen Patnaik has directed the Labor & ESI Administration to ensure safe return of 35 Odia workers reported to be held captive in Laos. Labor & ESI Secretary R Santhanagopalan held discussion with senior officials of the Labor Directorate. As per the direction of Chief Minister, the Labour Commissioner N Thirumala Naik has taken up the issue with...
Mantra For Welfare Officers
Bhubaneswar: Secretary SC ST Development, Roopa Roshan Sahoo has encouraged the newly recruited Welfare Extension Officers (WEO)s to uphold the highest ethical standards and a commitment to excellence in their service to the community and bring positive change through their efforts. Presiding over the Closing ceremony of the first batch of the eleven-day induction training program for newly recruited Welfare...
CBI Arrests Port Doctor
Bhubaneswar: The Central Bureau of Investigation (CBI) has arrested a Port Health Officer, Port Health Organisation, Paradip for demanding & accepting bribe of Rs 54,000 from the complainant. A case was registered on complaint against said accused on the allegations of demanding bribe for issuance of Port Health Medical Clearance for the crew members working in the complainant’s company, the...
LAccMI Bus Fare Fixed
Bhubaneswar: The State Transport Department has prepared bus fare for passengers travelling on buses operating under Location Accessible Multi-modal Initiative (LAccMI) Scheme. For travelling in Non-AC bus services to Blocks, a passenger will have to pay Rs 5 for 0-10 km, Rs 10 for 11-20 km, Rs 15 for 21-40 km, Rs 25 for 41-60 km and Rs 30 for 61-80...
ହେଉନି ଜଳ ପରୀକ୍ଷା
ଭୁବନେଶ୍ୱର : ସହରାଞ୍ଚଳରେ ଜଳର ମାନ ପରୀକ୍ଷା ସହିତ ଜଳ କର ଆଦାୟ ପାଇଁ ନିଯୁକ୍ତ ହୋଇଛନ୍ତି ଜଳସାଥି । ଏମାନଙ୍କୁ ତାଲିମ ଦିଆଯିବା ସହିତ ପୋର୍ସ ମେସିନ୍ ଓ ଜଳ ପରୀକ୍ଷା ଉପକରଣ ଆଦି ଯୋଗାଇ ଦିଆଯାଇଛି । ହେଲେ ଜଳସାଥୀମାନେ ଜଳକର ଆଦାୟ ପାଇଁ ଯେତିକି ତତ୍ପର ହେଉଛି ସେହି ପରିମାଣରେ ଜଳ ପରୀକ୍ଷା ପାଇଁ ଆଗ୍ରହୀ ଥିବା ଲକ୍ଷ୍ୟ କରାଯାଉ ନାହିଁ । ରାଜଧାନୀରେ ଏବେ ବିଭିନ୍ନ ୱାର୍ଡରେ ୨୪ଘଣ୍ଟିଆ ଜଳଯୋଗାଣ ହେଉଛି । ଏହି ଜଳ ଅତ୍ୟନ୍ତ ବିଶୁଦ୍ଧ...
ଅଣ୍ଡା ବଦଳାଇ ଦେଲାଣି ଶିକ୍ଷକଙ୍କ ଫଣ୍ଡା
ଭୁବନେଶ୍ୱର : ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଦରକାର ହେଉଥିବା ଅଣ୍ଡା ଏବେ ପ୍ରାଥମିକ ଶିକ୍ଷକମାନଙ୍କ ଫଣ୍ଡା ବଦଳାଇ ସାରିଲାଣି । ସରକାର ଅଣ୍ଡା ପିଛା ଯେତିକି ପଇସା ଦେଉଛନ୍ତି ସେତିକିରେ ପିଲାଙ୍କୁ ଅଣ୍ଡା ଯୋଗାଇବା ସମ୍ଭବପର ନୁହେଁ । ମଧ୍ୟାହ୍ନଭୋଜନରେ ଅଣ୍ଡା ନଦେଲେ କିମ୍ବା ଏହା ବଦଳରେ ଅନ୍ୟକିଛି ସାମଗ୍ରୀ ଦେଲେ ଗୋଟିଏ ପଟେ ଅଭିଭାବକମାନେ କ୍ରୋଧ ବ୍ୟକ୍ତ କରୁଥିବାବେଳେ ଅନ୍ୟପଟେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏ ପରିସ୍ଥିତିରେ ସେମାନଙ୍କୁ ମଧ୍ୟାହ୍ନଭୋଜନ ଝାମେଲାରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ...










