VGF For BESS

0

New Delhi: The Union Cabinet, chaired by Prime Minister Narendra Modi approves the Scheme for Viability Gap Funding (VGF) for development of Battery Energy Storage Systems (BESS). The approved scheme envisages development of 4,000 MWh of BESS projects by 2030-31, with a financial support of up to 40% of the capital cost as budgetary support in the form of...

UIDAI Focus Innovation

0

New Delhi: Unique Identity Authority of India (UIDAI) has constantly strived to provide seamless services to leverage the Aadhaar identity platform and support residents to avail a host of services at their fingertips. This year UIDAI showcased its improved Face Authentication facility, powered by AI and ML engines, developed entirely in-house, under the theme of “reimagining Aadhaar #authentication” at the...

State Notifies PPP Policy

0

Bhubaneswar: To provide a better socio-economic life to the public and attract more private sector investment, the State Government has notified a robust Public Private Partnership (PPP) Policy. Vishal Kumar Dev, Principal Secretary Finance, an investment friendly mandarin, after the approval of the State Cabinet, has notified the Policy. Detailed Policy Framework has been notified by the Department of Finance, which...

MGM Promotes Odishan Culture

0

Bhubaneswar: MGM Group Chairman Pankaj Lochan Mohanty is promoting Odishan Art, Culture, Heritage and Traditions in a big way, thanks to the Group’s CSR Policy and Positive Mindset of the Mining Magnet. The Leading Conglomerate Chief, Shri Mohanty has all along has been promoting the cause of Odisha and its rich culture, art, hospitality and heritage. So MGM Minerals turned out...

ଶସ୍ୟହାନି ଆଶଙ୍କା

0

ଭୁବନେଶ୍ୱର : ଚଳିତ ସେପ୍ଟେମ୍ବର ମାସରେ ଲଘୁଚାପ ଜନିତ କାରଣରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବେଶ୍‍ ଭଲ ବର୍ଷା ଲାଗି ରହିଥିଲେ ମଧ୍ୟ ଜୁଲାଇ ଓ ଅଗଷ୍ଟ ମାସରେ କମ୍‍ ବୃଷ୍ଟିପାତ ଯୋଗୁ ଖରିଫ ଫସଲ ଯେଭଳି କ୍ଷତିଗ୍ରସ୍ତ ହୋଇଛି ସେଥିରେ ବିଭିନ୍ନ ଅଞ୍ଚଳରେ ଶସ୍ୟ ଉତ୍ପାଦନ ହ୍ରାସ ପାଇବା ଆଶଙ୍କା କରାଯାଉଛି । ଏ ପରିପ୍ରେକ୍ଷୀରେ ବିଭିନ୍ନ ଜିଲ୍ଲାରେ ମରୁଡ଼ି ଘୋଷଣା ପାଇଁ ବିକ୍ଷିପ୍ତ ଭାବେ ଦାବି ଉଠୁଛି । ଏଠାରେ ଉଲ୍ଲେଖନୀୟ ଯେ ଚଳିତବର୍ଷ ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ପ୍ରାୟତଃ ହୋଇନାହିଁ...

GMIS Fosters Maritime Links

0

Bhubaneswar: In the run-up to the third edition of the Global Maritime India Summit (GMIS) 2023, the Ministry of Ports, Shipping & Waterways (MoPSW) organised a roadshow here at Mayfair Convention, today. In a special address, Union Shipping Minister Sarbananda Sonowal said that India is on the cusp of a new era in its maritime sector and that the country...

ସବୁଜ ବଳୟର ହିସାବ ନାହିଁ

0

ଭୁବନେଶ୍ୱର : ରାଜଧାନୀରେ ଶହ ଶହ ସଂଖ୍ୟାରେ ଆପାର୍ଟମେଣ୍ଟ ଓ ବହୁତଳ ପ୍ରାସାଦ ଗଢି ଉଠୁଥିବାବେଳେ ନିୟମ ଅନୁଯାୟୀ ଏମାନେ କିଭଳି ଭାବେ ଜଳ ଅମଳ ପ୍ରକଳ୍ପ, ସବୁଜ ବଳୟ ସମେତ କଠିନ ବର୍ଜବସ୍ତୁ ପରିଚାଳନା କରୁଛନ୍ତି ତାହାର ସୂଚନା ସରକାରଙ୍କ ନିକଟରେ ନାହିଁ । ଫଳରେ ସହରର ପରିବେଶକୁ ବିଗାଡିବାରେ ଏମାନେ ଏବେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ଶହେଟି ଆପାର୍ଟମେଣ୍ଟ ଓ ବହୁତଳ ପ୍ରାସାଦ ନିର୍ମାଣକୁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି ଯେଉଁମାନଙ୍କର କ୍ଷେତ୍ରଫଳ...

ଅଷ୍ଟ୍ରେଲିଆରେ ପଢ଼ିବେ କେନ୍ଦୁଝରର ଛାତ୍ରଛାତ୍ରୀ

0

ଭୁବନେଶ୍ୱର : କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍ ପାସ କରିଥିବା ୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ। ସେମାନେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇବେ ଓ ଏଥିପାଇଁ ସେମାନଙ୍କ ପାଠପଢ଼ା, ଅଷ୍ଟ୍ରେଲିଆରେ ରହଣୀ ଏବଂ ଯାତାୟାତ ବାବଦକୁ ସମସ୍ତ ଖର୍ଚ୍ଚ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ। ସୋମବାର ଏହି 5ଜଣ ଛାତ୍ରଛାତ୍ରୀ ନବୀନ ନିବାସ ରେ...

ଜି-୨୦ ସମ୍ମିଳନୀରେ ଓଡ଼ିଶାର ପଟ୍ଟଚିତ୍ର

0

ଭୁବନେଶ୍ୱର : ଜି-୨୦ ଶିଖର ସମ୍ମିଳନୀ ଅବସରରେ ନୂଆଦିଲ୍ଲୀ ପ୍ରଗତି ମୈଦାନର ଭାରତ ମଣ୍ଡପମ ଠାରେ ଆସନ୍ତା ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଏକ ହସ୍ତଶିଳ୍ପ ବଜାର ତଥା ପ୍ରଦର୍ଶନୀ ଓ ବିକ୍ରି ମେଳା ଆୟୋଜନ କରାଯିବ । ଏଥିରେ ଓଡ଼ିଶାର ପଟ୍ଟଚିତ୍ର କଳା ପ୍ରଦର୍ଶନୀ ଏବଂ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ। ଓଡ଼ିଶାର ପଟ୍ଟଚିତ୍ର କଳା ଦେଶର ଅନ୍ୟତମ ପ୍ରସିଦ୍ଧ ପାରମ୍ପରିକ କଳା ମଧ୍ୟରୁ ଅନ୍ୟତମ । ଏହା ଓଡ଼ିଶାବାସୀଙ୍କ ଧାର୍ମିକ, ପୌରାଣିକ ଓ ଆଧ୍ୟାତ୍ମିକ ବିଶ୍ୱାସ ସହ ଜଡ଼ିତ । ପଟ୍ଟଚିତ୍ର...

ଓଡିଆ ବିଶ୍ୱବିଦ୍ୟାଳୟରେ ପାଠପଢା ଆରମ୍ଭ

0

ଭୁବନେଶ୍ୱର  : ଗୁରୁ ଦିବସର ପବିତ୍ର ଦିନରେ, ଓଡିଆ ବିଶ୍ୱବିଦ୍ୟାଳୟ ଆଜି ଏହାର ନୂତନ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମ ଉନ୍ମୋଚନ କରି, ଭାଷା ଏବଂ ସାଂସ୍କୃତିକ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଉତ୍ସବରେ, ଉଛ ଶିକ୍ଷା ବିଭାଗ ମନ୍ତ୍ରୀ, ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ; ବିଧାୟକ, ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ, ଓଡ଼ିଆ ବିଶ୍ବବିଦ୍ୟାଳୟର କୁଳପତି, ଡାଃ ସବିତା ପ୍ରଧାନ,ଏବଂ ବିଶିଷ୍ଟ ଶିକ୍ଷାବିତ୍ ଡାଃ ଅଭିରାମ ବିଶ୍ଵାଳ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଏବଂ ବିଶିଷ୍ଟ ଶିକ୍ଷାବିତ୍ ଏବଂ ଅତିଥିମାନେ ଯୋଗଦାନ...