ସମରେ ଜାତୀୟ ହେମାଟୋଲୋଜି ସମ୍ମିଳନୀ
ଭୁବନେଶ୍ୱର : ଭୁବନେଶ୍ୱରରେ ଆୟୋଜିତ ହେଉଥିବା ୪ ଦିନିଆ ଇଣ୍ଡିଆନ୍ ସୋସାଇଟି ଅଫ୍ ହେମାଟୋଲୋଜି ଆଣ୍ଡ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ର ୬୪ତମ ବାର୍ଷିକ ସମ୍ମିଳନୀ ପରିପ୍ରେକ୍ଷୀରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଗତ ଗୁରୁବାର ୪ଟି ପ୍ରାକ୍-ସମ୍ମିଳନୀ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି ପ୍ରାକ୍-ସମ୍ମିଳନୀ ଅଧିବେଶନଗୁଡ଼ିକରେ ‘ଅଟୋମେସନ୍ ଇନ୍ ସିବିସି ଆଣ୍ଡ କ୍ୱାଲିଟି କଂଟ୍ରୋଲ୍’, ‘ମାଇଲୋମା ୱାର୍କ-ଅପ୍ ଫ୍ରମ୍ ଡାଏଗ୍ନୋସିସ୍ ଟୁ ପ୍ରୋଗ୍ନୋସିସ୍’, ‘ପ୍ଲେଟଲେଟ୍ ଫଙ୍କସନ୍ ଆସେ- ଟେକ୍ନିକ୍ସ ଆଣ୍ଡ ଇନ୍ଟରପ୍ରିଟେସନ୍ସ’ ଏବଂ ‘ନେକ୍ସଟ ଜେନେରେସନ୍ ସିକ୍ୱେନ୍ସିଂ ଇନ୍ ହେମାଟୋପାଥୋଲୋଜି’...
CS Lauds Better Fiscal Show
Bhubaneswar: Chief Secretary Pradeep Jena has appreciated the financial performance of various departments during last October, which was better than corresponding period of last year. Chairing All Secretaries Meet here on 3 November, Shri Jena reviewed financial performance of all the departments, which was satisfactory, officials say. Development Commissioner, Anu Garg, ACS Revenue& Disaster Management, Satyabrata Sahu, ACS General Administration and...
ଜମି ଅଧିକାର ଚିଠା ନିୟମ ପ୍ରସ୍ତୁତ
ଭୁବନେଶ୍ୱର : ଜାଗା ମିଶନ ଅଧୀନରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବା ପାଇଁ ରାଜ୍ୟ ସରକାର ଏକ ନୂଆ ଚିଠା ନିୟମ ପ୍ରସ୍ତୁତ କରିଛନ୍ତି, ଯାହାଦ୍ୱାରା ସେମାନେ ଘର ର୍ନିମାଣ ପାଇଁ ଗୃହ ଋଣ ପାଇପାରିବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଆଜି ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ (ସଂଶୋଧନ) ନିୟମ, ୨୦୨୩ର ଚିଠା ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଓଡ଼ିଶା ଗେଜେଟରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ତିରିଶ ଦିନ କିମ୍ବା...
ନିର୍ମାଣ ବଢଉଛି ପ୍ରଦୂଷଣ
ଭୁବନେଶ୍ୱର : ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରାଜଧାନୀ ଦିଲ୍ଲୀରେ ଏବେ ଯେଭଳି କୋଠାବାଡ଼ି ନିର୍ମାଣ ଉପରେ ସାମୟିକ କଟକଣା ଜାରି କରାଯାଇଛି ଭୁବନେଶ୍ୱର ସମେତ ପ୍ରଦୂଷଣ ବୃଦ୍ଧି ପାଉଥିବା ଓଡ଼ିଶାର ଅନ୍ୟ ସହରମାନଙ୍କରେ ଅନୁରୂପ କଟକଣା ଜାରି କରିବା ଲାଗି ପରିବେଶବିତ୍ମାନେ ଦାବି କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ଏହାର ନିୟନ୍ତ୍ରଣ ଲାଗି ଦିଲ୍ଲୀ ସରକାର ପ୍ରଥମ ପର୍ଯ୍ୟାୟରେ କିଛିବର୍ଷ ପାଇଁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରିଥିଲେ...
Rule For Land Rights
Bhubaneswar: The State Government has notified a new Draft Rule to provide land rights to the slum dwellers under Jaga Mission so that they can avail housing loan to construct houses. Additional Chief Secretary (ACS), Revenue & Disaster Management, Satyabrata Sahu has notified the draft Odisha Survey and Settlement (Amendment) Rules, 2023 on 3 November. “All persons likely to be...
4940 CR Intent In WE
Bhubaneswar: The State Government has received intents worth Rs 4940 crore from investors in the Wind Energy (WE) sector for execution of 575 MW capacity wind energy projects. GRIDCO, a State Government undertaking and the nodal agency for development of renewable energy, in collaboration with its technical partner the iFOREST, today organized 'Odisha Wind Energy Summit - Investor Round Table'...
Pramod Gets 2CR
Bhubaneswar: Chief Minister Naveen Patnaik felicitated para-athletes, Pramod Bhagat and Soundary Kumar for their incredible performance at the recently concluded Asian Para Games and presented them with cash awards. Pramod Bhagat’s performance was recognized with a cash award of Rs 2 Crores while Soundarya Kumar Pradhan received a cheque of Rs. 1.5 Crores for their achievements. Pramod Bhagat performance was...
ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ନଭେମ୍ବର ୪ ତାରିଖ (ଶନିବାର)ଠାରୁ ଆବେଦନ ଆରମ୍ଭ ହେବ । ଏହି ଆବେଦନ ପ୍ରକ୍ରିୟା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପୁରସ୍କାର ପାଇଁ ସମ୍ପୃକ୍ତ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୱେବସାଇଟ୍ www.msp.odisha.gov.in ରେ ଆବେଦନ କରିପାରିବେ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରାଜ୍ୟ ସରକାରଙ୍କ ଏକ ବୃହତ ଆଭିମୁଖ୍ୟ । ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା...
ପବନ ଶକ୍ତି ପାଇଁ ୪୯୪୦ କୋଟି
ଭୁବନେଶ୍ୱର : ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ନିମନ୍ତେ ଗ୍ରୀଡକୋ ପକ୍ଷରୁ ଆଜି ଓଡ଼ିଶା ୱିଣ୍ଡ୍ ଏନର୍ଜି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ପବନ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗର ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦେଶର ପ୍ରମୁଖ ୨୫ଟି ସଂସ୍ଥା ଯୋଗ ଦେଇଥିଲେ । ପବନ ଶକ୍ତି ଉତ୍ପାଦନ ଏବଂ ୱିଣ୍ଡ୍ ଟର୍ବାଇନ୍ ନିର୍ମାଣକାରୀମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାରେ ଏହି ସମ୍ମିଳନୀ ବିଶେଷ ସହାୟକ ହୋଇଥିଲା...
ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩ ଉଦଘାଟିତ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ମଣ୍ଡପମ୍ ଠାରେ 'ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୩' ର ଦ୍ୱିତୀୟ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ସୁଦୃଢ଼ କରିବା ପାଇଁ ସେ ଏକ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ମୂଳ ପୁଞ୍ଜି ସହାୟତା ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ଶ୍ରୀ ମୋଦୀ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତକୁ 'ବିଶ୍ୱର ଖାଦ୍ୟ ଝୁଡି’ ଭାବରେ...









